Free Class 10 Geography Question Quiz Test | ବିଷୟ ସମ୍ବଳ

Facebook
Telegram
WhatsApp
LinkedIn

Free Class 10 Geography Question Quiz Test |.

ବିଷୟ ସମ୍ବଳ

Free Class 10 Geography Question Quiz Test: One of the best resources to prepare for the exams is to solve these Question Class 10 Geography Important Questions we have compiled here. Students will find it easier to revise the subject with the help of these questions. These Question important questions of Geography cover all the essential topics from the chapters of the Sambala, based on which the exam papers are formulated. Practising these important questions will give good practice to students and help them in their revision.

Class 10 Geography Question Quiz Test

Class 10 Geography Question Quiz Test

Class 10 Geography Important Question by odisha board have been consistently proved to be helpful for all the students aiming to get good marks in Geography. Geography is undoubtedly one of the core subjects in the curriculum. It can be extremely handy to have precise notes for understanding the concepts with shortcut techniques and step by step revisions. To be able to excel in the subject and get excellent marks in the  Board exams

Class 10 Geography Question Quiz Test

#1. ଭାରତ ମହାସାଗରର__ଅଞ୍ଚଳରୁ ଭାରତ ମାଙ୍ଗାନିଜ ପିଣ୍ଡ ଉତ୍ତୋଳନ କରିବାର ଅଧିକାର ପାଇଛି।

 Zee EEZ ୪ ZZE

 EEZ

#2. ସମ୍ବଳର__ଟି ବିଶେଷତ୍ବ ରହିଛି।

 2 3 4 5

4

#3. ବ୍ୟବହାର ଉପଯୋଗୀ ସମ୍ବଳକୁ_କୁହାଯାଏ।

 ଜୈବ ଅଜୈବ ଗଚ୍ଛିତ ବିକଶିତ

ବିକଶିତ

#4. ପରିବେଶରେ ରହିଥିବା ଜିବନବିହିନ ବସ୍ତୁ__ସମ୍ବଳର ଅନ୍ତର୍ଭୁକ୍ତ।

 ପୂରଣୀୟ ଅଜୈବ ସାଂସ୍କୃତିକ ସରନ୍ତି

ପୂରଣୀୟ

#5. କୌଣସି ଦେଶର ଅର୍ଥନୈତିକ ଓ ସାମାଜିକ ପ୍ରଗତି__ସମ୍ବଳ ଉପରେ ନିର୍ଭର କରେ।

 ମାନବ ଅବିରାମ ପ୍ରାକୃତିକ ନବିକରଣଯୋଗ୍ୟ

 ଅବିରାମ

#6. ଉପକୂଳ ଠାରୁ ସମୁଦ୍ର ଆଡ଼କୁ ଦୂରତା ମାପିବା ପାଇଁ_ଏକକ ବ୍ୟବହାର କରାଯାଏ।

 ଫଦମ୍ ନଟିକାଲ ମାଇଲ କି.ମି ମିଟର

 ମିଟର

#7. ପରିବେଶରେ ଥିବା ସମସ୍ତ ପ୍ରାଣୀ ଓ ଉଦ୍ଭିଦ ଜଗତକୁ _ସମ୍ବଳ କୁହାଯାଏ।

 ବ୍ୟକ୍ତିଗତ ଜୈବ ସୁଲଭ ସ୍ଥାନୀୟ

ବ୍ୟକ୍ତିଗତ

#8. ୧୨ ନଟିକାଲ ମାଇଲ_କି.ମି. ଅଟେ।

 ୨୨.୨ ୨୦.୩ ୨୧.୨ ୩୩.୩

୨୦.୩

#9. ଉପକୂଳଠାରୁ ସମୁଦ୍ର ଆଡ଼କୁ_ଦୂରତା ପର୍ଯ୍ୟନ୍ତ ଜାତୀୟ ସମ୍ବଳର ଅନ୍ତର୍ଭୁକ୍ତ।

 ୧୦ ନଟିକାଲ ମାଇଲ ୧୧ ନଟିକାଲ ମାଇଲ ୧୨ ନଟିକାଲ ମାଇଲ ୧୨.୨ନଟିକାଲ ମାଇଲ

୧୦ ନଟିକାଲ ମାଇଲ

#10. ସମ୍ବଳ ଯୋଜନା_ଗୋଟି ପ୍ରକ୍ରିୟା ଉପରେ ନିର୍ଭର କରେ।

 3 4 5 6

 4

#11. ___ମସିହାରେ ବିଶ୍ଵ ଜଳବାୟୁ ସମ୍ବନ୍ଧୀୟ ବୈଠକ ରିଓଡ଼ିଜେନେରିଓ ଠାରେ ଅନୁଷ୍ଠିତ ହୋଇଥିଲା।

 ୧୯୯୧ ୧୯୯୨ ୧୯୯୩ ୧୯୯୫

 ୧୯୯୩

#12. ___ ଆଧାରରେ ବ୍ୟକ୍ତିଗତ,ଗୋଷ୍ଠିଗତ,ଜାତୀୟ ଓ ଅ ଆର୍ନ୍ତଜାତୀୟ ସମ୍ବଳ ଭାବରେ ଭାଗ କରାଯାଇଛି।

 ବଣ୍ଟନ ବିକାଶସ୍ତର ଭରଣ ମାଲିକାନା

ବଣ୍ଟନ

#13. __ଭୂ-ପୃଷ୍ଠରେ ମାନବ ସମାଜ ପାଇଁ ପ୍ରକୃତିର ମୁକ୍ତ ଦାନ ଅଟେ।

 ଭୂମି ଜଳ ବାୟୁ ସମ୍ବଳ

 ଭୂମି

#14. ନିମ୍ନୋକ୍ତ ମଧ୍ୟରୁ ସମ୍ବଳର ବ୍ୟବହାର ଓ ସୁଲଭତା ଅନୁସାରେ_ ଅନ୍ୟ ତିନୋଟିଠାରୁ ଭିନ୍ନ।

 ଅବିରାମ ସମ୍ବଳ କ୍ଷୟଶୀଳ ସମ୍ବଳ ବିକଶିତ ସମ୍ବଳ ପ୍ରାକୃତିକ ସମ୍ବଳ

କ୍ଷୟଶୀଳ ସମ୍ବଳ

#15. ନିମ୍ନୋକ୍ତ ମଧ୍ୟରୁ__ଟି ଭିନ୍ନ।

 ଖେଳପଡିଆ କୂପ କେନାଲ ଗୋଚର ଭୂମି

କେନାଲ

#16. ବ୍ୟବହାର ଉପଯୋଗୀ ହେଉଥିବା ସମ୍ବଳ_ ସମ୍ବଳର ଅନ୍ତର୍ଗତ।

 ଗଚ୍ଛିତ ସରନ୍ତି ବିକଶିତ ମାନବ


 ମାନବ

#17. ମନୁଷ୍ୟ,ପ୍ରକୃତି,ଅନୁଷ୍ଠାନ ଓ ପ୍ରଦ୍ୟୋଗ ମଧ୍ୟରେ ଅନ୍ତନିର୍ଭରଶୀଳତା ଦ୍ବାରା__ସୃଷ୍ଟି ହୋଇଥାଏ।

 ଭୌତିକ ପରିବେଶ ପ୍ରାକୃତିକ ପରିବେଶ କୃତିମ ପରିବେଶ ଆନୁଷ୍ଠାନିକ ପରିବେଶ

ଆନୁଷ୍ଠାନିକ ପରିବେଶ

#18. ଉତ୍ପାଦନ,ବଣ୍ଟନ,ବ୍ୟବହାର ଓ କ୍ଷୟ ପ୍ରଭୃତି ସମସ୍ତ ପ୍ରକ୍ରିୟା ମନୁଷ୍ୟ ଦ୍ବାରା ହିଁ ସମାହିତ ହେଉଥିବାରୁ ମନୁଷ୍ୟକୁ_ କୁହାଯାଏ।

 ସାସ୍କୃତିକ ସମ୍ବଳ ବିକଶିତ ସମ୍ବଳ ମାନବ ସମ୍ବଳ ସ୍ଥାନୀୟ ସମ୍ବଳ

 ସାସ୍କୃତିକ ସମ୍ବଳ

#19. ପ୍ରାକୃତିକ ପରିବେଶରେ ଅବ୍ୟବହୃତ ଅବସ୍ଥାରେ ପଡିରହିଥିବା ସମ୍ବଳକୁ ସନ୍ଧାନ କରି ବିଭିନ୍ନ କାର୍ଯ୍ୟରେ ବିନିଯୋଗ କଲେ_ବୃଦ୍ଧିପାଏ।

 ଯଥୋଚିତ ବ୍ୟବହାର ସମ୍ବଳର ଚାହିଦା ସମ୍ବଳର ବିତରଣ ସମ୍ବଳର ଉପଯୋଗିତା

 ସମ୍ବଳର ଚାହିଦା

#20. ପ୍ରକୃତରେ ଥିବା ଯେଉ ପଦାର୍ଥ ଓ ଶକ୍ତିଦ୍ବାରା ମନୁଷ୍ୟ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଉପକୃତ ହୋଇଥାଏ,ସେଗୁଡିକୁ__କୁହାଯାଏ।

 ଜୈବ ସମ୍ବଳ ପ୍ରାକୃତିକ ସମ୍ବଳ ନିର୍ଜୀବ ସମ୍ବଳ କ୍ଷୟଶୀଳ ସମ୍ବଳ

ନିର୍ଜୀବ ସମ୍ବଳ

#21. ମନୁଷ୍ୟ ନିଜର ଦକ୍ଷତା,ଜ୍ଞାନ,କୌଶଳ ମାଧ୍ୟମରେ ପ୍ରାକୃତିକ ସମ୍ବଳକୁ ରୂପାନ୍ତରିତ ଦ୍ବାରା ବ୍ୟବହାର ଉପଯୋଗୀ କରୁଥିବା ସମ୍ବଳକୁ__ କହାଯାଏ।

 ଅକ୍ଷୟ ସମ୍ବଳ ସା°ସ୍କୃତିକ ସମ୍ବଳ ପ୍ରାକୃତିକ ସମ୍ବଳ କ୍ଷୟଶୀଳ ସମ୍ବଳ

କ୍ଷୟଶୀଳ ସମ୍ବଳ

#22. ଜୈବମଣ୍ଡଳ ଅନ୍ତର୍ଗତ ସମସ୍ତ ସଜୀବ ସମ୍ବଳଗୁଡ଼ିକୁ__କୁହାଯାଏ।

 ନିର୍ଜୀବ ସମ୍ବଳ ଅକ୍ଷୟ ସମ୍ବଳ ଜୈବ ସମ୍ବଳ କ୍ଷୟଶୀଳ ସମ୍ବଳ

ନିର୍ଜୀବ ସମ୍ବଳ

#23. ନିର୍ଜୀବ ବା ଅଜୈବ ଶ୍ରେଣୀର ସମ୍ବଳକୁ_କୁହାଯାଏ।

 ଜୈବ ସମ୍ବଳ ଗଚ୍ଛିତ ସମ୍ବଳ ସ୍ଥାନୀୟ ସମ୍ବଳ ଅଜୈବ ସମ୍ବଳ

 ଗଚ୍ଛିତ ସମ୍ବଳ

#24. ଯେଉଁ ସମ୍ବଳ ମନୁଷ୍ୟର ବାରମ୍ବାର ବ୍ୟବହାର ସତ୍ତ୍ବେ ନିଶେଷ ହୁଏ ନାହିଁ,ସେଗୁଡିକୁ__ କୁହାଯାଏ।

 ଅକ୍ଷୟ ସମ୍ବଳ କ୍ଷୟଶୀଳ ସମ୍ବଳ ଅପୂରଣୀୟ ସମ୍ବଳ ଜୈବ ସମ୍ବଳ

 କ୍ଷୟଶୀଳ ସମ୍ବଳ

#25. ମନୁଷ୍ୟର ବ୍ୟବହାର ଦ୍ବାରା ଯେଉ ସମ୍ବଳ କ୍ରମଶଃ ହ୍ରାସ କିମ୍ବା ଶେଷ ହୋଇଯିବାର ଆଶଙ୍କା ଥାଏ ,ତାକୁ__ କୁହାଯାଏ।

 ଅସରନ୍ତି ସମ୍ବଳ କ୍ଷୟଶୀଳ ସମ୍ବଳ ମାନବ ସମ୍ବଳ ସା°ସ୍କୃତିକ ସମ୍ବଳ

 ମାନବ ସମ୍ବଳ

#26. ମନୁଷ୍ୟ ବ୍ୟବହାର ଦ୍ବାରା ଯେଉଁ ସମ୍ବଳର ସମ୍ପୂର୍ଣ୍ଣ ଶେଷ ହୋଇଥାଏ ଏବଂ ପୁନଃ ସୃଷ୍ଟି କରାଯାଇପାରେନାହିଁ ,ତାକୁ__କୁହାଯାଏ।

 ଅପୂରଣୀୟ ସମ୍ବଳ ସ୍ଥାନୀୟ ସମ୍ବଳ ବିକଶିତ ସମ୍ବଳ ସା°ସ୍କୃତିକ ସମ୍ବଳ

ସା°ସ୍କୃତିକ ସମ୍ବଳ

#27. ଯେଉଁ ସମ୍ବଳ ମନୁଷ୍ୟର ବ୍ୟବହାର ଦ୍ବାରା ପରିମାଣରେ କୌଣସି ହ୍ରାସ ପରିଲକ୍ଷିତ ହୋଇନଥାଏ, ତାକୁ__ କୁହାଯାଏ।

 ଗୋଷ୍ଠୀଗତ ସମ୍ବଳ ସ୍ଥାନୀୟ ସମ୍ବଳ ଅବିରାମ ସମ୍ବଳ ଗଚ୍ଛିତ ସମ୍ବଳ

ଗୋଷ୍ଠୀଗତ ସମ୍ବଳ

#28. ମନୁଷ୍ୟର ବାରମ୍ବାର ବ୍ୟବହାର ସତ୍ତ୍ବେ ସମ୍ପୂର୍ଣ୍ଣ କ୍ଷୟ ହୁଏ ନାହିଁ ଏବଂ ବିଭିନ୍ନ ଉପାୟ ଦ୍ବାରା ସେଗୁଡିକୁ ପୁନଃ ଭରଣ କରାଯାଇପାରିଥାଏ ସେଗୁଡିକୁ _କୁହାଯାଏ।

 ଅସରନ୍ତି ସମ୍ୱଳ ସୀମିତ ସମ୍ବଳ ନବୀକରଣ ଯୋଗ୍ୟ ସମ୍ବଳ ନବୀକରଣ ଅଯୋଗ୍ୟ ସମ୍ବଳ

 ନବୀକରଣ ଯୋଗ୍ୟ ସମ୍ବଳ

#29. ବନ୍ୟପ୍ରାଣୀଙ୍କୁ_ସମ୍ବଳକୁହାଯାଏ

 ଜୈବ ପ୍ରାକୃତିକ ଅଜୈବ ସର୍ବତ୍ରସୁଲଭ

 ସର୍ବତ୍ରସୁଲଭ

#30. ବିଦ୍ୟୁତ୍ ଉତ୍ପାଦନ ପାଇଁ ବ୍ୟବହୃତ ହୋଇପାରୁନଥିବା ପ୍ରବାହିତ ଜଳ__ସମ୍ବଳ ଅନ୍ତର୍ଗତ।

 ସମ୍ବଳ ଭଣ୍ଡାର ସଂରକ୍ଷୀତ ସର୍ବତ୍ର ସୁଲଭ ସ୍ଥାନୀୟ

 ସମ୍ବଳ ଭଣ୍ଡାର

The study of geography involves knowledge of places, understanding of the maps and environment throughout the world. It again involves a link between nature and the social sciences which are the human behavior. Students can encounter the size of population, physical features of India, natural vegetation and wildlife and everything one should be familiar with climate. You will learn to value the planet in which we live in and its people. TopperLearning makes these concepts easy to understand and fun to study.

Class 10 Geography Question Quiz Test

Total Number of question : 30
Qualify Percentage : 70%

QUIZ START

Thank you for visiting our website jobalert360.com

Leave a Comment

error: Content is protected !!