Free Bruti Exam Question Class 3 Part 5 | ସାହିତ୍ୟ

Facebook
Telegram
WhatsApp
LinkedIn

Free Bruti Exam Question Part 5 in Odia

Bruti Exam Question Class 3: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.

Bruti Exam Question Class 3

ପ୍ରାଥମିକ ବୃତ୍ତି ପରୀକ୍ଷା (ତୃତୀୟ ଶ୍ରେଣୀ ) -2020
ଜଗତସିଂହପୁର ଜିଲ୍ଲା
‘କ’ ଵିଭାଗ
ସାହିତ୍ୟ

ପ୍ରଶ୍ନ ସଂଖ୍ୟା – 25

#1. କେଉଁଠାରେ ଅକାଳ ମରୁଡ଼ି ପଡ଼ିଥିଲା ?

 ବଙ୍ଗଳାରେ ଓଡ଼ିଶାରେ ବିହାରରେ ଆସାମରେ

ବଙ୍ଗଳାରେ

#2. କେଉଁ ଅଞ୍ଚଳ ବ୍ୟତୀତ ଓଡ଼ିଶାରେ ସବୁ ସ୍ଥାନ ଇଂରେଜମାନଙ୍କ ଦଖଲକୁ ଯାଇଥିଲା ?

 ପୁରୀ ନୟାଗଡ଼ ଖୋର୍ଦ୍ଧା ଭୁବନେଶ୍ୱର

ଖୋର୍ଦ୍ଧା

#3. କୋଣାର୍କ ମନ୍ଦିରରେ କେତୋଟି ପଥର ଘୋଡ଼ା ଅଛି ?

 ପାଞ୍ଚ ଆଠ ଛଅ ସାତ

ସାତ

#4. ନିମ୍ନ ଶବ୍ଦ ମଧ୍ୟରୁ କେଉଁଟି ଯୋଡ଼ି ଶବ୍ଦ ନୁହେଁ ?

 ପାଠଶାଠ ଯାନିଯାତରା ପୁନିଅଁପରବ ଦିବାକର

 ଦିବାକର

#5. ଯେପରି ’ପାଠ’ ରୁ ’ପଠିତ’, ସେହିପରି ଚିନ୍ତାରୁ କ’ଣ ହେବ?

 ଚିନ୍ତିନ ଭାବିବା ଚିନ୍ତିତ ଚିନ୍ତା କରିବା


 ଚିନ୍ତିତ

#6. ଶୁଦ୍ଧ ବନାନଟି ବାଛ।

 ବିରଭୂମୀ ବୀରଭୁମୀ ବିରଭୂମି ବୀରଭୂମି

 ବୀରଭୂମି

#7. ଓଡ଼ିଶାର ‘ବାଘ’ ଅଭୟାରଣ୍ୟ କେଉଁଠାରେ ଅଛି ?

 ଚନ୍ଦକା ଶିମିଳିପାଳ ଉଷାକୋଠି ଟିକରପଡା

ଶିମିଳିପାଳ

#8. ବୀରକିଶୋରଙ୍କୁ କେଉଁ ଉପାଧି ମିଳିଥିଲା ?

 କବି ସମ୍ରାଟ ଭକ୍ତ କବି କବି ସୂର୍ଯ୍ୟ ଜାତୀୟ କବି

ଜାତୀୟ କବି

#9. ସାଧବମାନେ କେଉଁ ମାସରେ ବୋଇତରେ ଦୂର ଦେଶକୁ ବେପାର ବଣିଜ କରିବାକୁ ଯାଉଥିଲେ?

 କାର୍ତ୍ତିକ ମାର୍ଗଶିର ଆଷାଢ଼ ପୌଷ

କାର୍ତ୍ତିକ

#10. ଲୋକେ ତ ଆମର ବଳ,ଲୋକେ ତ ଆମର ଶକ୍ତି-ଏକଥା କିଏ କାହାକୁ କହିଥିଲେ?

 ବକ୍ସି ଦଳବେହେରାଙ୍କୁ କରୁଣାକର ଛୁଆଳ ସିଂହକୁ ଦଳବେହେରା ଛୁଆଳସିଂହକୁ ବକ୍ସି ଛୁଆଳସିଂହକୁ

 ଦଳବେହେରା ଛୁଆଳସିଂହକୁ

#11. ପଠାଣି ସାମନ୍ତ କେଉଁ ଉପାଧି ପାଇଥିଲେ?

 ମହୋପାଧ୍ୟାୟ ମହାମହୋପାଧ୍ୟାୟ ମହାପାଧାୟ ମହୋମହାପାଧ୍ୟାୟ

 ମହାମହୋପାଧ୍ୟାୟ

#12. ‘ବଣ ଅଦାଲତ’ ପ୍ରସଙ୍ଗରେ ମନ୍ତ୍ରୀ କିଏ ଥିଲେ ?

 ଚିତାବାଘ ହନୁମାଙ୍କଡ ଭଲ୍ଲୁକ ହାତୀ

 ଭଲ୍ଲୁକ

#13. କେଉଁଟି ‘ମଣିଷ’ର ପ୍ରତିଶବ୍ଦ ନୁହେଁ ?

 ନୃ ମାନବ ନର ଦାନବ

 ଦାନବ

#14. କେଉଁ ନାମଟି ସପ୍ତର୍ଷି ମଣ୍ଡଳରେ ଥିବା ତାରାମାନଙ୍କର ନୁହେଁ ?

 ପୁଲସ୍ତ୍ୟ ପୁଲହ ବାଲ୍ମିକୀ ବଶିଷ୍ଠ

 ବାଲ୍ମିକୀ

#15. ମିଳନର ବିପରୀତ ଶବ୍ଦ ନିମ୍ନଲିଖିତ ଶବ୍ଦଗୁଡ଼ିକ ମଧ୍ୟରୁ କେଉଁଟି ?

 ବିଚ୍ଛେଦ ଅମିଳନ ବିଷାଦ ମଳିନ

 ବିଚ୍ଛେଦ

#16. କେରଳ ରାଜ୍ୟର ଲୋକେ କେଉଁ ଭାଷାରେ କଥାବାର୍ତ୍ତା ହୁଅନ୍ତି ?

 ତେଲୁଗୁ କନ୍ନଡ଼ ତାମିଲ ମାଲୟଲାମ

ମାଲୟଲାମ

#17. ‘ ସଇନ’ ଶବ୍ଦର ଗଦ୍ଯରୂପ ହେଲା-

 ସେନା ସୈନ ସୈନ୍ୟ ସେନ

ସୈନ୍ୟ

#18. ‘ଧର୍ମ’ର ପଦ୍ଯ ରୂପ କ’ଣ ହେବ ?

 ଧମର ଧରମ ଧମ୍ର ଧରମଅ

 ଧରମ

#19. ଯେପରି ମଧୁର-ଗାନ, ସେହିପରି ଗହଳ-

 ବନ ନୀଳ ନଦୀ ସାଗର

 ବନ

#20. କୋଣାର୍କର ସୂର୍ଯ୍ୟ ମନ୍ଦିର ଆକାର କିପରି ?

 ଘୋଡ଼ାପରି ବିମାନପରି ରଥପରି ଦୁର୍ଗପରି

 ରଥପରି

#21. ତୁମେ ପଢୁଥିବା ତୃତୀୟ ଶ୍ରେଣୀ ସାହିତ୍ୟ ବହିର ନାମ କ’ଣ ?

 ହସଖୁସି ସାହିତ୍ୟ କଳିକା ସାହିତ୍ୟ କୁସୁମ ଆମ ଭାଷା ଆମ ସାହିତ୍ୟ

 ଆମ ଭାଷା ଆମ ସାହିତ୍ୟ

#22. ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ କିଏ ?

 ଗ୍ୟାଲିଲିଓ ପଠାଣି ସାମନ୍ତ ବିଦ୍ୟାସାଗର ଗୋପବନ୍ଧୁ

 ପଠାଣି ସାମନ୍ତ

#23. ହିନ୍ଦୀ ଭାଷାକୁ ରାଷ୍ଟ୍ର ଭାଷା କରାଯାଇଛି କାରଣ-

 ବିଦ୍ୟାଳୟରେ ହିନ୍ଦୀ ପଢ଼ା ଯାଉଥିବାରୁ। ହିନ୍ଦୀ ଭାଷା ପଢିବାକୁ ସହଜ ହେଉଥିବାରୁ। ଆମ ଦେଶର ଅଧିକାଂଶ ଲୋକ ହିନ୍ଦୀରେ କଥାବାର୍ତ୍ତା କରୁଥିବାରୁ। ହିନ୍ଦୀ ଭାଷାକୁ ସମସ୍ତେ ଭଲ ପାଉଥିବାରୁ।


 ଆମ ଦେଶର ଅଧିକାଂଶ ଲୋକ ହିନ୍ଦୀରେ କଥାବାର୍ତ୍ତା କରୁଥିବାରୁ।

#24. ‘ଭାଇ ମୋତେ କ୍ଷମା କର’-ଏକଥା କିଏ କାହାକୁ କହିଥିଲେ ?

 କରିମ୍ କୃପାସିନ୍ଧୁଙ୍କୁ କୃପାସିନ୍ଧୁ କରିମ୍ କୁ ଗୁରୁଜୀ କୃପାସିନ୍ଧୁଙ୍କୁ କୃପାସିନ୍ଧୁ ଗୁରୁଜୀଙ୍କୁ

କୃପାସିନ୍ଧୁ କରିମ୍ କୁ

#25. “ସାନ ସିନା ଦାନ ତା’ ମହାନ”-ଏ ବିଷୟରେ କାହାର ଦାନକୁ ମହାନ ବୋଲି କୁହାଯାଇଛି ?

 ବିଶୁ ମହାରଣା ବାରଶହ ବଢେଇ ଧର୍ମ ପଦ ରାଜା ନରସିଂହ ଦେବ

ଧର୍ମ ପଦ

Bruti Exam Question Class 3

If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.

Bruti Exam Question Class 3

Not sure how to start preparing Bruti Exam Question Class 3? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.

class 3 scholarship question test

QUIZ START

Related Article : 

Leave a Comment

error: Content is protected !!