Free Bruti Exam Question Class 3 Part 18

Facebook
Telegram
WhatsApp
LinkedIn

Free Bruti Exam Question Class 3 Part 18 in Odia

Free Bruti Exam Question Class 3: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.

Free Bruti Exam Question Class 3

ପ୍ରାଥମିକ ବୃତ୍ତି ପରୀକ୍ଷା (ତୃତୀୟ ଶ୍ରେଣୀ ) -2020

ଜିଲ୍ଲା

ଗଂଜାମ

ବିଷୟ

ପରିବେଶ ବିଜ୍ଞାନ

ପ୍ରଶ୍ନ ସଂଖ୍ୟା

25

Pass Mark

70%

Free Bruti Exam Question Class 3

If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.

Free Bruti Exam Question Class 3

Not sure how to start preparing Bruti Exam Question Class 3? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.

#1. ପୋଲିସ ଥାନାର ଟେଲିଫୋନ ନମ୍ବର କେତେ ?

  • ୧୦୦ 
  • ୧୦୨ 
  • ୧୦୪ 
  • ୧୦୮

100

#2. ସ୍ବାସ୍ଥ୍ୟରକ୍ଷା ବିଷୟରେ ଗାଁ ଲୋକଙ୍କୁ ବୁଝାଇବା ପାଇଁ ପ୍ରତି ପଞ୍ଚାୟତରେ କାହାକୁ ନିଯୁକ୍ତ କରାଯାଇଛି ?

  • ଡାକ୍ତର 
  • ନର୍ସ 
  • ସ୍ବାସ୍ଥ୍ୟକର୍ମୀ 
  • କମ୍ପାଉଣ୍ଡର

ସ୍ବାସ୍ଥ୍ୟକର୍ମୀ

#3. କିଏ ଡାକଘରେ କାମ କରନ୍ତି ନାହିଁ ?

  • ପୋଷ୍ଟ ମାଷ୍ଟର 
  • ମନି ଅର୍ଡର୍
  • କ୍ଲାର୍କ ଡାକ ପିଅନ 
  • ଗ୍ରାମସେବକ

ଗ୍ରାମସେବକ

#4. ନଦୀରେ ଭାସିଯାଉଥିବା ଲୋକଙ୍କୁ ଉଦ୍ଧାର କରିବାକୁ କେଉଁ ନମ୍ବରରେ ଫୋନ୍ କରିବା ?

  • ୧୦୦ 
  • ୧୦୧ 
  • ୧୦୨ 
  • ୧୦୮

୧୦୧

#5. ବଡ଼ି ସକାଳୁ ରାମ ବାବୁଙ୍କୁ ଟଙ୍କା ଦରକାର ହେଲା। ସେ ବ୍ୟାଙ୍କ ରେ ଟଙ୍କା ଜମା କରୁଥିଲେ। ତରବର ହୋଇ ଟଙ୍କା ଆଣିବାକୁ ଗଲେ। ସେ କେଉଁଠାକୁ ଯାଇଥିବେ ?

  • ATM 
  • ବ୍ୟାଙ୍କ 
  • ସାନ୍ଧ୍ୟବ୍ୟାଙ୍କ 
  • ମହାଜନ

ATM

#6. ବ୍ଲକରେ ଥିବା ସବୁ ଗ୍ରାମପଞ୍ଚାୟତକୁ ନେଇ କ’ଣ ଗଢ଼ା ଯାଇଥାଏ ?

  • NAC 
  • ତହସିଲ 
  • ମ୍ୟୁନିସିପାଲଟି 
  • ପଞ୍ଚାୟତ ସମିତି

ପଞ୍ଚାୟତ ସମିତି

#7. କେଉଁ ଜିଲ୍ଲା ଗଞ୍ଜାମରେ ପଡୋଶୀ ଜିଲ୍ଲା ନୁହେଁ?

  • ଖୋର୍ଦ୍ଧା 
  • ନୟାଗଡ଼ 
  • ବୌଦ 
  • ଗଜପତି

ବୌଦ

#8. ଗଞ୍ଜାମ ଜିଲ୍ଲାରେ କେଉଁଠାରେ ସବ୍ ଡିଭିଜନ୍ ନାହିଁ ?

  • ଭଞ୍ଜନଗର 
  • ଆସିକା 
  • ବ୍ରହ୍ମପୁର 
  • ଛତ୍ରପୁର

ଆସିକା

#9. ଆଦିମ ମଣିଷର କାହାକୁ ପ୍ରଥମ ଉଦ୍ଭାବନ କୁହାଯାଏ ?

  • ଘର୍ଷଣରୁ ନିଆଁ 
  • ପଥର ଅସ୍ତ୍ର 
  • ଚକ ଲଗା ଗାଡ଼ି 
  • ଚାଷ କରିବା

ପଥର ଅସ୍ତ୍ର

#10. ସିନ୍ଧୁ ସଭ୍ୟତା କେଉଁଠାରେ ଗଢ଼ି ଉଠିଥିଲା ?

  • ଦିଲ୍ଲୀ 
  • ମହେଞ୍ଜୋଦାରୋ 
  • ଜୟପୁର 
  • ଚଣ୍ଡୀଗଡ଼

ମହେଞ୍ଜୋଦାରୋ

#11. କେଉଁ ମହିଳା ଓଡ଼ିଶାର ମୁଖ୍ୟମନ୍ତ୍ରୀ ହୋଇଥିଲେ ?

  • ନନ୍ଦିନୀ ଶତପଥୀ 
  • ପଦ୍ମିନୀ ରାଉତ 
  • ଇନ୍ଦିରା ଗାନ୍ଧୀ 
  • କିରଣ ବେଦୀ

ନନ୍ଦିନୀ ଶତପଥୀ

#12. କେଉଁ ଜିନିଷ ମନୁଷ୍ୟକୃତ ?

  • କାଚ 
  • ମାଟି 
  • ପଥର 
  • ଲୁହା

କାଚ

#13. କେଉଁ ଲକ୍ଷଣ ପ୍ରାଣୀ ମାନଙ୍କଠାରେ ଦେଖାଯାଏ ନାହିଁ ?

  • ବଂଶ ବଢାଇବା 
  • ନିଜ ଖାଦ୍ୟ ପ୍ରସ୍ତୁତ କରିବା 
  • ପ୍ରତିକ୍ରିୟା ପ୍ରକାଶ କରିବା 
  • ଶ୍ଵାସକ୍ରିୟା କରିବା

ନିଜ ଖାଦ୍ୟ ପ୍ରସ୍ତୁତ କରିବା

#14. କେଉଁ ଲକ୍ଷଣଟି ପ୍ରତିକ୍ରିୟା ପ୍ରକାଶ କରିବାର ଉଦାହରଣ ହେବ ?

  • ପ୍ରାଣୀ ଖାଦ୍ୟ ଖାଇବା 
  • ମଞ୍ଜିରୁ ଗଜା ବାହାରିବା 
  • ତେଲୁଣି ପୋକ ଗୋଲ ହେବା 
  • ଶିଶୁ ବଡ଼ ହେବା

ତେଲୁଣି ପୋକ ଗୋଲ ହେବା

#15. ଗଛର ପତ୍ରରେ ଖାଦ୍ୟ ପ୍ରସ୍ତୁତି ପାଇଁ କ’ଣ ଦରକାର ନାହିଁ ?

  • ଜଳ 
  • ସୂର୍ଯ୍ୟାଲୋକ 
  • ମାଟି 
  • ଅଙ୍ଗାରକାମ୍ଳ

ମାଟି

#16. କେଉଁ ଗଛର ମୂଳ ଅଲଗା ?

  • ଧାନ 
  • ମାଣ୍ଡିଆ 
  • ମକା 
  • ଲଙ୍କା

ଲଙ୍କା

#17. ଆମ ଶରୀରରେ ଫୁସଫୁସ କେଉଁଠାରେ ଥାଏ ?

  • ତଳିପେଟରେ 
  • ପେଟରେ 
  • ଛାତିରେ 
  • ମୁଣ୍ଡରେ

ଛାତିରେ

#18. ଶରୀରର କେଉଁ ଭିତର ଅଙ୍ଗ ରକ୍ତ ସଞ୍ଚାଳନରେ ମୁଖ୍ୟ ଭୂମିକା ନିଏ ?

  • ହୃତ୍ ପିଣ୍ଡ 
  • ଫୁସଫୁସ 
  • କିଡ୍ ନି 
  • ପାକସ୍ଥଳୀ

ହୃତ୍ ପିଣ୍ଡ

#19. ଆମ ଶରୀରର ମୋଟ ଓଜନର କେତେ ଭାଗ ଜଳ ?

  • ୬୦ 
  • ୭୦ 
  • ୮୦ 
  • ୯୦

୭୦

#20. କେଉଁ କାରଣରୁ କୂଅ ଜଳ ଦୂଷିତ ହୁଏ ନାହିଁ ?

  • କୂଅ ପାଖରେ ବଡ଼ ଗଛ ଥିଲେ 
  • କୂଅ ପାଖରେ ଗାଧୋଇବା 
  • କୂଅ ଚାରିପଟେ ‌‌ଚାନ୍ଦିନି ଥିଲେ 
  • କୂଅ ପାଖରେ ପାଣି ଜମିଲେ

କୂଅ ଚାରିପଟେ ‌‌ଚାନ୍ଦିନି ଥିଲେ

#21. ଜଳ ବିଶୋଧନ ପାଇଁ କ’ଣ ବ୍ୟବହାର କରାଯାଏ ନାହିଁ?

  • ବ୍ଲିଚିଂ ପାଉଡର 
  • ଫିଟିକିରି 
  • ଡିଡିଟି 
  • କ୍ଲୋରିନ ବଟିକା

ଡିଡିଟି

#22. ସୂର୍ଯ୍ୟକୁ କେଉଁ ଶ୍ରେଣୀର ଜ୍ୟୋତିଷ୍କ କହିପାରିବା ?

  • ନକ୍ଷତ୍ର 
  • ଗ୍ରହ 
  • ଉପଗ୍ରହ 
  • ଗ୍ରହାଣୁ

ନକ୍ଷତ୍ର

#23. ପୃଥିବୀରେ କେଉଁ କାରଣରୁ ଋତୁ ବଦଳେ ?

  • ସୂର୍ଯ୍ୟ ଓ ଚନ୍ଦ୍ରର ଆଲୋକ ପାଇଁ 
  • ଚନ୍ଦ୍ର ଘୂରୁଥିବାରୁ 
  • ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରୁଥିବାରୁ 
  • ପୃଥିବୀ ନିଜ ଚାରିପଟେ ଘୂରୁଥିବାରୁ

ପୃଥିବୀ ସୂର୍ଯ୍ୟ ଚାରିପଟେ ଘୂରୁଥିବାରୁ

#24. କେଉଁଟି ଉପଗ୍ରହ ଅଟେ ?

  • ସୂର୍ଯ୍ୟ 
  • ପୃଥିବୀ 
  • ମଙ୍ଗଳ 
  • ଚନ୍ଦ୍ର

ଚନ୍ଦ୍ର

#25. କୋଭିଡ୍ ରୋଗରୁ ରକ୍ଷା ପାଇବା ପାଇଁ କ’ଣ କରିବା ନାହିଁ ?

  • ମାସ୍କ ପିନ୍ଧିବା 
  • ହ୍ଯାଣ୍ଡସେକ୍ କରିବା 
  • ସାବୁନ୍ ରେ ହାତ ଧୋଇବା 
  • ସାମାଜିକ ଦୂରତା ରଖିବା

ହ୍ଯାଣ୍ଡସେକ୍ କରିବା

class 3 scholarship question test

QUIZ START

Related Article : 

Leave a Comment

error: Content is protected !!