Free Class 3 Scholarship Question Part 4 | ବୃତ୍ତି ପରୀକ୍ଷା

Facebook
Telegram
WhatsApp
LinkedIn

Free Class 3 Scholarship Question Part 4 in Odia | bruti exam class 3

Class 3 scholarship question: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.

Class 3 Scholarship Question Basic Detail: bruti exam class 3

ବୃତ୍ତି ପରୀକ୍ଷା ପ୍ରଶ୍ନ ଏବଂ ଉତ୍ତର

ଶ୍ରେଣୀ – ତୃତୀୟ
ପ୍ରଶ୍ନ ସଂଖ୍ୟା – 19

#1. ବାଘ : ଶିମିଳପାଳ :: ହାତୀ : ……..

 ଚିଲିକା ଉଷାକୋଠି ଚନ୍ଦକା ଟିକରପଡା

ଚନ୍ଦକା

#2. ଯଦି ତାରକସି କାର୍ଯ୍ୟ କଟକ :: ଚାନ୍ଦୁଆ :………..

 ବରଗଡ଼ ପିପିଲି ବାଜକାଟୀ ଯାଜପୁର

 ପିପିଲି

#3. କଳ୍ପନା ଚାୱଲା : ମହାକାଶଚାରୀ :: ପଦ୍ମିନୀ ରାଉତ :…….

 ବୈଜ୍ଞାନିକ ନାରୀକବି ଚେସ ଖେଳାଳୀ ଦୌଡରାଣୀ

ଚେସ ଖେଳାଳୀ

#4. ଯଦି D = 4 , BAD =7 ହୁଏ , CAT = କେତେ ?

 19 22 24 20

 24

#5. 853, 742 , 631 , ……..[ପରବର୍ତ୍ତୀ ସଂଖ୍ୟାଟି କେତେ ? ]

 520 530 500 510

 520

#6. 111 ପରି ଆଉ କେତୋଟି ସଂଖ୍ୟା ଅଛି ?

 9 ଟି 8 ଟି 7 ଟି 10 ଟି


 8 ଟି

#7. ଯଦି BAT = ଖକନ ହୁଏ , ତେବେ CAP = କ’ଣ ?

 ବଳଦ ଦଳନ ଗକତ ଗକନ


 ଗକତ

#8. ଘଣ୍ଟାର ଘଣ୍ଟାକଣ୍ଟା 12 ଠାରୁ ଆରମ୍ଭ କରି ପୁଣି 12 ପାଖରେ ପହଞ୍ଚିବା ବେଳେକୁ ମିନିଟ କଣ୍ଟା କେତେଥର ଘୁରିବ ?

 9 ଥର 12 ଥର 13 ଥର 10 ଥର

 12 ଥର

#9. ମାସର ପ୍ରଥମ ଗୁରୁବାର 5 ତାରିଖ ହେଲେ , ଦ୍ୱିତୀୟ ବୁଧବାର କେତେ ତାରିଖ ହେବ ?

 10 ତାରିଖ 11 ତାରିଖ 12 ତାରିଖ 13 ତାରିଖ

 11 ତାରିଖ

#10. ମହାପ୍ରଭୁ ଜଗନ୍ନାଥଙ୍କ ରଥର ନାମ କ’ଣ ?

 ନନ୍ଦିଘୋଷ ତାଳଧ୍ଵଜ ଦେବଦଳନ ରୁକୁଣା

 ନନ୍ଦିଘୋଷ

#11. ମୋ ସହିତ 16 ଯୋଗକର କିମ୍ବା 24 ରୁ ମୋତେ ବିୟୋଗ କର | ଉତ୍ତର ସର୍ବଦା ସମାନ ହେଲେ , ମୁ କିଏ ?

 14 20 4 6

 4

#12. କ୍ରମଟି ଦେଖି ପରବର୍ତ୍ତୀ କ୍ରମଟିରେ କ’ଣ ରହିବ ? II , III , IV , V ,

 I VII IIV VI


 VI

#13. 2 x 3 x 0 x 4 x 5 = କେତେ ?

 120 0 80 14

 0

#14. ଯଦି ବସ = ବସ ଷ୍ଟାଣ୍ଡ , ତେବେ ଉଡ଼ାଜାହାଜ = ………

 ବନ୍ଦର ଷ୍ଟେସନ ଖେଳପଡିଆ ବିମାନଘାଟୀ

 ବିମାନଘାଟୀ

#15. ‘ସମୀର’ କହିଲେ ପବନକୁ ବୁଝାଏ , ତେବେ ‘ସମର’ କହିଲେ କ’ଣ ବୁଝିବା ?

 ଯୁଦ୍ଧ ଦିନ ଆକାଶ ମେଘ

ଯୁଦ୍ଧ

#16. ଖଘଚ , ଟଡ଼ଣ , ତଦନ , ଛଜଟ ମଧ୍ୟରୁ ଅଲଗା ଶବ୍ଦଟି ବାଛ |

 ଖଘଚ ଟଡ଼ଣ ତଦନ ଛଜଟ


 ଛଜଟ

#17. କେଉଁ ଗଛର ଫଳ ବାହାରେ ମଞ୍ଜି ଥାଏ ?

 ଅମୁତଭଣ୍ଡା ଲଙ୍କା ଆମ୍ବ ବେଲ ପିଜୁଳି

 ଲଙ୍କା ଆମ୍ବ

#18. ‘କ’ ‘ଖ’ ର ପୁଅ | ‘ଗ’ ‘ଖ’ ର ଭାଇ ହେଲେ , ‘କ’ ‘ଗ’ ର କ’ଣ ହେବ ?

 ବାପା ବଡ଼ବାପା ଅଜା ପୁତୁରା


 ପୁତୁରା

#19. ରମେଶ ଓ ଉମେଶ ହକି ଓ ଫୁଟବଲ ଖେଳନ୍ତି | ଉମେଶ ଓ ସୁରେଶ ଫୁଟବଲ ଓ କ୍ରିକେଟ ଖେଳନ୍ତି | କିଏ ଏହି ତିନୋଟିଯାକ ଖେଳ ଖେଳନ୍ତି ?

 ରମେଶ ଉମେଶ ସୁରେଶ କେହିନୁହେଁ

ରମେଶ

Class 3 Scholarship Question | bruti exam class 3

If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.

Class 3 Scholarship Question | bruti exam class 3

Not sure how to start preparing brtti exam fro class 3? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.

class 3 scholarship question test

QUIZ START

Related Article : 

3 thoughts on “Free Class 3 Scholarship Question Part 4 | ବୃତ୍ତି ପରୀକ୍ଷା”

Leave a Comment

error: Content is protected !!