Class 6 History Question MCQ Test free
Class 6 History question MCQ Test free : Hello my readers and welcome back to another quiz. I’m going to be going through the grammatical rules to test your knowledge of our language. In addition, I’m also going to explain that there are some common rules that we are all taught as a young child. Let’s start
Class 6 History Question MCQ Test free
#1. ମଧ୍ୟନ୍ଦିନ ରେଖାକୁ ……… କୁହାଯାଏ ।
ଅକ୍ଷାଂଶ ବିଷୁବ ରେଖା ଦ୍ରାଘିମା ସମାକ୍ଷରେଖା
ଦ୍ରାଘିମା
#2. ଅକ୍ଷାଂଶ ଗୋଟିଏ ………… ।
ରେଖା ବିନ୍ଦୁ କୋଣ ଦ୍ରାଘିମା
କୋଣ
#3. ପୃଥିବୀ ନିଜ କକ୍ଷତଳ ସହ ……….. ଡିଗ୍ରୀ କୋଣ ସୃଷ୍ଟି କରୁଛି ।
୬୬ ୧ଂ/୨ଂ ୨୩ ୧ଂ/୨ଂ ୦ଂ ୬୦ଂ
୬୬ ୧ଂ/୨ଂ
#4. ପୃଥିବୀରେ ……….. ଟି ସମୟ ମଣ୍ଡଳ ଅଛି ।
୧୮ 20 24 26
24
#5. ଭାରତରେ………. ଟି ପ୍ରମାଣ ସମୟ ଅଛି ।
1 2 3 4
1
#6. ଯୁକ୍ତରାଷ୍ଟ୍ର ଆମେରିକାର ……….. ଟି ପ୍ରମାଣ ସମୟ ଅଛି ।
5 6 7 8
7
#7. କେପ୍ ଟାଉନ୍ ର ଅକ୍ଷାଂଶ ……….. ।
୩୩ଂଉ ୩୪ଂଉ ୨୬ଂଉ ୪୩ଂଉ
୩୪ଂଉ
#8. ୧ ଘଣ୍ଟାରେ ପୃଥିବୀ ……….. ଦ୍ରାଘିମା ବ୍ୟବଧାନ ଅତିକ୍ରମ କରିଥାଏ ।
୨୫ଂ ୬୮ଂ ୧୮୦ଂ ୧୫ଂ
୧୫ଂ
#9. ଗୋଟିଏ ସ୍ଥାନର ଅକ୍ଷାଂଶ ଅତି ବେଶୀରେ ……….. ଡିଗ୍ରୀ ହୋଇପାରେ ।
30 60 90 105
90
#10. ମୂଳ ଦ୍ରାଘିମା ରେଖା କେତେ ଡିଗ୍ରୀ ?
୯୦ଂ ୦ଂ ୬୦ଂ ୧୮୦ଂ
୦ଂ
#11. ଗ୍ରୀଷ୍ମମଣ୍ଡଳ ମଝିରେ ନିମ୍ନଲିଖିତ କେଉଁଟି ଅଛି ?
କର୍କଟକ୍ରାନ୍ତି ବିଷୁବ ରେଖା ମକରକ୍ରାନ୍ତି କୁମେରୁବୃତ୍ତ
ବିଷୁବ ରେଖା
#12. ସର୍ବମୋଟ ଦ୍ରାଘିମା ରେଖା କେତୋଟି ରହିଛି ?
୩୬୦ ୧୮୦ ୯୦ ୨୪୦
୩୬୦
#13. ଉତ୍ତର ଆମେରିକା ର ପୂର୍ବ ରେ କେଉଁ ମହାସାଗର ଅବସ୍ଥିତ ?
ପ୍ରଶାନ୍ତ ମହାସାଗର ଭାରତ ମହାସାଗର ଆଟଲାଣ୍ଟିକ ମହାସାଗର ସୁମେରୁ ମହାସାଗର
ଆଟଲାଣ୍ଟିକ ମହାସାଗର
#14. କେଉଁ ଟି ପୃଥିବୀର ସବୁ ଠାରୁ ବଡ ନଦୀ ?
ଆମାଜନ ଗଙ୍ଗା ଓରିନିକୋ ଉରୁଗୁଏ
ଆମାଜନ
#15. କେଉଁ ଦ୍ରାଘିମା ରେଖାକୁ ଭାରତର ପ୍ରମାଣ ଦ୍ରାଘିମା କୁହାଯାଏ ?
୮୦ଂ ପୂର୍ବ ୮୨ଂ୩୦’ ପୂର୍ବ ୯୨ଂ ପୂର୍ବ ୮୫ଂ ୩୦’ ପୂର୍ବ
୮୨ଂ୩୦’ ପୂର୍ବ
#16. ମିସିସିପି ନଦୀ କେଉଁ ମହାଦେଶରେ ପ୍ରବାହିତ ହେଉଅଛି ?
ଦକ୍ଷିଣ ଆମେରିକା ଆଣ୍ଟାର୍କଟିକା ଉତ୍ତର ଆମେରିକା ଅଷ୍ଟ୍ରେଲିଆ
ଉତ୍ତର ଆମେରିକା
#17. କେଉଁ କେନାଲ ଦ୍ଵାରା ପ୍ରଶାନ୍ତ ମହାସାଗର ଓ ଆଟଲାଣ୍ଟିକ୍ ମହାସାଗର ପରସ୍ପର ସଂଯୋଗ କରୁଛି ?
ସୁରଜ୍ କେନାଲ ପେରିଆର କେନାଲ ଇନ୍ଦିରା ଗାନ୍ଧୀ କେନାଲ ପାନାମା କେନାଲ୍
ପାନାମା କେନାଲ୍
#18. କେଉଁଟି ପୃଥିବୀର ସବୁଠାରୁ କ୍ଷୁଦ୍ର ତମ ଦେଶ ?
ସ୍ପେନ୍ ବେଲ୍ ଜିୟମ୍ ଭାଟିକାନ୍ ସିଟି ନର୍ଥ
ଭାଟିକାନ୍ ସିଟି
#19. କେଉଁ ନଦୀକୁ ଦକ୍ଷିଣ ଭାରତ ର ଗଙ୍ଗା ବୋଲି କୁହାଯାଏ ?
ଗଙ୍ଗା ନଦୀ କାବେରୀ ନଦୀ ତାପ୍ତି ନଦୀ ଗୋଦାବରୀ ନଦୀ
ଗୋଦାବରୀ ନଦୀ
#20. କେଉଁ ସମାକ୍ଷ ରେଖା ଦ୍ବୟ ଦକ୍ଷିଣ ଆମେରିକା ଉପର ଦେଇ ଯାଇଛନ୍ତି ?
କର୍କଟକ୍ରାନ୍ତି ଓ ବିଷୁବ ରେଖା ମକରକ୍ରାନ୍ତି ଓ ବିଷୁବ ରେଖା କର୍କଟକ୍ରାନ୍ତି ଓ ସୁମେରୁ ବୃତ୍ତ ମକରକ୍ରାନ୍ତି ଓ କୁମେରୁ ବୃତ୍ତ
ମକରକ୍ରାନ୍ତି ଓ ବିଷୁବ ରେଖା
#21. କେଉଁଟି ପୃଥିବୀର ଶୀତଳ ତମ ସ୍ଥାନ ଅଟେ ?
ଭୋଷ୍ଟକ ଥର୍ ଗୋବି ସାହାରା
ଭୋଷ୍ଟକ
#22. ଓଡ଼ିଶାର ଭିତରକନିକା କେଉଁ ପ୍ରକଳ୍ପ ପାଇଁ ପ୍ରସିଦ୍ଧ ?
କୁମ୍ଭୀର ପ୍ରଜନନ କେନ୍ଦ୍ର ସିଂହ ସଫାରୀ ହୀତୀ ପ୍ରକଳ୍ପ ବ୍ୟାଘ୍ର ପ୍ରକଳ୍ପ
କୁମ୍ଭୀର ପ୍ରଜନନ କେନ୍ଦ୍ର
#23. କେଉଁଟି ଭାରତର ସବୁଠାରୁ ଛୋଟ ରାଜ୍ୟ ଅଟେ ?
ଓଡ଼ିଶା ଗୋଆ ବିହାର ଉତ୍ତରପ୍ରଦେଶ
ଗୋଆ
#24. କେଉଁ ପ୍ରଣାଳୀ ଦ୍ବାରା ଭାରତ ଶ୍ରୀଲଙ୍କାଠାରୁ ବିଚ୍ଛିନ୍ନ ହୋଇଛି ?
ବେରିଂ ପ୍ରଣାଳୀ ପକ୍ ପ୍ରଣାଳୀ ପାନାମା କେନାଲ ସୁରଜ୍ କେନାଲ
ପକ୍ ପ୍ରଣାଳୀ
#25. ଚିଲିକାର ନଳ ବଣ କେଉଁ ପ୍ରକଳ୍ପ ପାଇଁ ପ୍ରସିଦ୍ଧ ?
ବ୍ୟାଘ୍ର ପ୍ରକଳ୍ପ ହସ୍ତୀ ପ୍ରକଳ୍ପ ପକ୍ଷୀ ଅଭୟାରଣ୍ୟ ସିଂହ ପ୍ରକଳ୍ପ
ପକ୍ଷୀ ଅଭୟାରଣ୍ୟ
- Question : History and Geography
- Number of Question : 25
- Pass Percentage : 70 %
- Language type : Odia

History and Geography class 6
#1. ମଧ୍ୟନ୍ଦିନ ରେଖାକୁ ......... କୁହାଯାଏ ।
#2. ଅକ୍ଷାଂଶ ଗୋଟିଏ ............ ।
#3. ପୃଥିବୀ ନିଜ କକ୍ଷତଳ ସହ ........... ଡିଗ୍ରୀ କୋଣ ସୃଷ୍ଟି କରୁଛି ।
#4. ପୃଥିବୀରେ ........... ଟି ସମୟ ମଣ୍ଡଳ ଅଛି ।
#5. ଭାରତରେ.......... ଟି ପ୍ରମାଣ ସମୟ ଅଛି ।
#6. ଯୁକ୍ତରାଷ୍ଟ୍ର ଆମେରିକାର ........... ଟି ପ୍ରମାଣ ସମୟ ଅଛି ।
#7. କେପ୍ ଟାଉନ୍ ର ଅକ୍ଷାଂଶ ........... ।
#8. ୧ ଘଣ୍ଟାରେ ପୃଥିବୀ ........... ଦ୍ରାଘିମା ବ୍ୟବଧାନ ଅତିକ୍ରମ କରିଥାଏ ।
#9. ଗୋଟିଏ ସ୍ଥାନର ଅକ୍ଷାଂଶ ଅତି ବେଶୀରେ ........... ଡିଗ୍ରୀ ହୋଇପାରେ ।