Class 6 History Question MCQ free Part 2

Facebook
Telegram
WhatsApp
LinkedIn

Class 6 History Question MCQ Test free

PART- 2

Class 6 History question MCQ Test free : Hello my readers and welcome back to another quiz. I’m going to be going through the grammatical rules to test your knowledge of our language. In addition, I’m also going to explain that there are some common rules that we are all taught as a young child. Let’s start

Class 6 History Question MCQ Test free

#1. ଦକ୍ଷିଣ ଆମେରିକା ର ବିଷୁବ ମଣ୍ଡଳୀୟ ଅରଣ୍ୟ କୁ କ’ଣ କୁହାଯାଏ?

 ପମ୍ପାସ ସେଲ୍ ଭା ଷ୍ଟେପି ପ୍ରେରୀ

 ସେଲ୍ ଭା

#2. ଟାଇଗା ଅରଣ୍ୟ କୁ କେଉଁ ପ୍ରକାର ଅରଣ୍ୟ କୁହାଯାଏ?

 ପୂର୍ଣ୍ଣ ମୋଚୀ ଅରଣ୍ୟ ସରଳ ବର୍ଗୀୟ ଅରଣ୍ୟ ମୈସୁମୀ ଅରଣ୍ୟ କଣ୍ଟାବୁଦା ଅରଣ୍ୟ

ସରଳ ବର୍ଗୀୟ ଅରଣ୍ୟ

#3. କେଉଁ ତୃଣଭୂମିଟି ବ୍ରିଜିଲରେ ଅବସ୍ଥିତ?

 ପମ୍ପାସ କାମ୍ପୋସ ପ୍ରେରୀ ଷ୍ଟେପ୍

 କାମ୍ପୋସ

#4. କେଉଁଟି ଉତ୍ତର ଆମେରିକା ର ପ୍ରବାହିତ ନଦୀ ନୁହେଁ?

 ମିଶୋରୀ ମିସିସିପି ଓରିନୋକୋ କଲମ୍ବିଆ

 ଓରିନୋକୋ

#5. ମେଘାସ୍ଥିନିସ୍ ଗ୍ରୀକ୍ ର ………. ଥିଲେ।

 ରାଜଦୂତ ରାଜା ସେନାପତି ଧର୍ମ ପ୍ରଚାରକ

ରାଜଦୂତ

#6. ପ୍ରଭାକର ବର୍ଦ୍ଧନ _ ଉପାଧିରେ ଭୂଷିତ ହୋଇଥିଲେ।

 ବାତାପିକୋଣ୍ଡ ମହାରାଜାଧିରାଜ କବିରାଜ ଗଜରାଜ


 ମହାରାଜାଧିରାଜ

#7. ‘ ଇଣ୍ଡିକା ‘ ଶାସ୍ତ୍ର କିଏ ରଚନା କରିଥିଲେ?

 କାଳିଦାସ ଚାଣକ୍ୟ ମେଘାସ୍ଥିନିସ୍ ବାଣଭଟ୍ଟ

 ମେଘାସ୍ଥିନିସ୍

#8. କେଉଁ ଯୁଗକୁ ତାମିଲ ସାହିତ୍ୟ ର ସୁବର୍ଣ୍ଣ ଯୁଗ କୁହାଯାଏ?

 ଗୁପ୍ତ ଯୁଗ ବୈଦିକ ଯୁଗ ମୈର୍ଯ୍ୟଯୁଗ ସଙ୍ଗମଯୁଗ

 ସଙ୍ଗମଯୁଗ

#9. ବର୍ତ୍ତମାନ କେରଳର କେଉଁ ମାନେ ଯାଯାବର ଜୀବନଯାପନ କରୁଅଛନ୍ତି?

 ପାଣ୍ଡା ରାମ ବଣ୍ଡା ପରଜା ଜୁଆଙ୍ଗ

 ପାଣ୍ଡା ରାମ

#10. ‘ କାନ୍ଦିବନ୍ ଗାଁ ବର୍ତ୍ତମାନ ଭାରତର କେଉଁ ରାଜ୍ୟରେ ଅବସ୍ଥିତ?

 ଗୁଜୁରାଟ ରାଜସ୍ଥାନ ପଞ୍ଜାବ ହରିୟାଣା

 ରାଜସ୍ଥାନ

#11. ପ୍ରାଚୀନ କାଳରେ ……… ପତ୍ର ଉପରେ ଲେଖାଯାଉଥିଲା ।

 ବର ତାଳ ପଣସ ଶାଳ

 ତାଳ

#12. ଗ୍ରାମ ପଞ୍ଚାୟତ ଗଠନ ପାଇଁ ଲୋକସଂଖ୍ୟା କେତେ ହେବା ଦରକାର?

 ୨,୦୦୦ ରୁ ୧୦,୦୦୦ ୩,୦୦୦ରୁ ୬,୦୦୦ ୪,୦୦୦ ରୁ ୫,୦୦୦ ୫,୦୦୦ ରୁ ୬,୦୦୦

 ୨,୦୦୦ ରୁ ୧୦,୦୦୦

#13. ଆମ ଦେଶ ଶାସନର ମୁଖ୍ୟ କାର୍ଯ୍ୟାଳୟ ……… ଠାରେ ଅଛି।

 ମୁମ୍ବାଇ ଚେନ୍ନାଇ ଦିଲ୍ଲୀ କୋଲକତା

 ଦିଲ୍ଲୀ

#14. ବଳବନ୍ତରାୟ ମେହେଟ୍ଟା କମିଟି …….. ମସିହାରେ ତିନି ସ୍ତର ବିଶିଷ୍ଟ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ପ୍ରଚଳନ ପାଇଁ ସୁପାରିଶ କରିଥିଲେ ।

 ୧୯୫୭ ୧୯୫୮ ୧୯୫୯ ୧୯୬୦


 ୧୯୫୮

#15. ଗ୍ରାମ ପଞ୍ଚାୟତର କାର୍ଯ୍ୟକାଳ ……… ବର୍ଷ।

 3 4 5 6

 5

#16. ବ୍ଲକର ଦୈନନ୍ଦିନ କାର୍ଯ୍ୟ ବୁଝିବା ପାଇଁ ସରକାର …….. ଙ୍କୁ ନିଯୁକ୍ତି ଦେଇଥାନ୍ତି।

 ଗ୍ରାମ ସେବକ ବି.ଡି.ଓ. କୃଷି ଉନ୍ନୟନ ଅଧିକାରୀ ନିର୍ମାଣ ମନ୍ତ୍ରୀ

 ବି.ଡି.ଓ.

#17. ଜିଲ୍ଲା ପରିଷଦର କାର୍ଯ୍ୟକାଳ ……… ବର୍ଷ ଅଟେ।

 4 5 6 7

 5

#18. ଦଶ ଲକ୍ଷରୁ ଅଧିକ ଲୋକସଂଖ୍ୟା ଥିବା ସହରରେ……… ପ୍ରତିଷ୍ଠା କରାଯାଏ।

 ଜିଲ୍ଲା ପରିଷଦ ଗ୍ରାମ ପଞ୍ଚାୟତ ମହାନଗର ନିଗମ ପୈାର ପରିଷଦ

 ମହାନଗର ନିଗମ

#19. ପୈାରପାଳିକାର ସଭ୍ୟଙ୍କୁ ……. କୁହାଯାଏ।

 ସମିତି ସଭ୍ୟ କାଉନସିଲର ସରପଂଚ

 କାଉନସିଲର

#20. ରାଷ୍ଟ୍ର ଶାସନ ପାଇଁ କ’ଣ ଗଠନ କରାଯାଇଥାଏ?

 ପରିବାର ସମାଜ ସଂଘ ସରକାର

 ସରକାର

#21. ଆଧୁନିକ ଯୁଗରେ ସବୁଠାରୁ କେଉଁ ଶାସନ ଲୋକ ପ୍ରିୟ?

 ଗଣତନ୍ତ୍ର ଐକିକ ରାଜତନ୍ତ୍ର ରାଷ୍ଟ୍ରପତିୟ

 ଗଣତନ୍ତ୍ର

#22. ରାଷ୍ଟ୍ରପତୀୟ ସରକାରରେ ରାଷ୍ଟ୍ରର ଶାସନ ମୁଖ୍ୟ କିଏ?

 ବ୍ୟବସ୍ଥାପିକା ରାଷ୍ଟ୍ରପତି କାର୍ଯ୍ୟପାଳିକା ସଚିବ

 ରାଷ୍ଟ୍ରପତି

#23. ସବୁଠାରୁ ପ୍ରାଚୀନ ଶାସନ ବ୍ୟବସ୍ଥା କେଉଁଟି?

 ଗଣତନ୍ତ୍ର ରାଜତନ୍ତ୍ର ସାଧାରଣତନ୍ତ୍ର ଲୋକତନ୍ତ୍ର

 ରାଜତନ୍ତ୍ର

#24. କେଉଁଟି ଓଡ଼ିଶାର ମୁଖ୍ୟ ହ୍ରଦ?

 ଚିଲିକା ଅଂଶୁପା ଉଲାର କୁଲିକଟ

 ଚିଲିକା

#25. ମୃତ ଶରୀରକୁ ଯତ୍ନର ସହିତ କରିବା …….. ଲୋକମାନଙ୍କ ର ବିଶେଷତ୍ବ ।

 ମେହେର ଗଡ଼ ବୁର୍ ଜାହମ ହରପ୍ ପା ମହେଞ୍ଜୋଦାରୋ

 ମେହେର ଗଡ଼ 

  • Question : History and Geography
  • Number of Question : 25
  • Pass Percentage : 70 %
  • Language type : Odia
Class 6 History Question MCQ Test free

History and Geography class 6

QUIZ START

Thank you for visiting our website: jobalert360.com

Leave a Comment

error: Content is protected !!