Class 3 Samajik Vigyan Odia Medium

Class 3 Samajik Vigyan Odia Medium

Facebook
Telegram
WhatsApp
LinkedIn

Class 3 Samajik Vigyan Odia Medium One of the ways through which a school student can be able to gain their goal in life, and even a more advanced one would be by achieving some kind of academic Today we will be looking at a question that is asked almost everywhere there is a school campus, no matter how big an educational centre it may be.

Class 3 Samajik Vigyan Odia Medium Questions and Answers

ପ୍ରାଥମିକ ବୃତ୍ତି ପରୀକ୍ଷା (ତୃତୀୟ ଶ୍ରେଣୀ ) -2020
ଜଗତସିଂହପୁର ଜିଲ୍ଲା
‘ଘ’ ଵିଭାଗ
ମାନସିକ ଦକ୍ଷତା 

ପ୍ରଶ୍ନ ସଂଖ୍ୟା – 19

Class 3 Samajik Vigyan Odia Medium Questions and Answers

Not sure how to start preparing Bruti Exam Question Class 3? Here, we’ll give you 25 of Samajik Vigyan questions and answers to help you to think about how to respond.

Class 3 Samajik Vigyan Odia Medium

QUIZ START

Class 3 Samajik Vigyan Odia Medium Questions and Answers

If you are not interested in a quiz test, you can try these questions and answers below. These questions and answers are the same.

ଯଦି ଆପଣ ଏକ କୁଇଜ୍ ପରୀକ୍ଷା ପାଇଁ ଆଗ୍ରହୀ ନୁହଁନ୍ତି, ଆପଣ ନିମ୍ନରେ ଏହି ପ୍ରଶ୍ନ ଏବଂ ଉତ୍ତରଗୁଡିକ ଚେଷ୍ଟା କରିପାରିବେ | ଏହି ପ୍ରଶ୍ନ ଏବଂ ଉତ୍ତର ଗୁଡ଼ିକ ସମାନ |

#1. କେଉଁ ଦିବସ ସହ ଚାଚା ନେହେରୁଙ୍କ ସମ୍ପର୍କ ରହିଛି ?

  • ଗୁରୁ ଦିବସ 
  • ଶିଶୁ ଦିବସ 
  • ଉତ୍କଳ ଦିବସ 
  • ଜନରାଜ୍ୟ ଦିବସ

ଶିଶୁ ଦିବସ

#2. ଜଗନ୍ନାଥଙ୍କର ରଥର ନାମ କ’ଣ ?

  • ଦେବଦଳନ 
  • ତାଳଧ୍ଵଜ 
  • ନନ୍ଦିଘୋଷ 
  • ଐରାବତ

ନନ୍ଦିଘୋଷ

#3. ତୁମ ମାଆଙ୍କ ବଡ଼ ଭଉଣୀଙ୍କ ଝିଅ ତୁମର କ’ଣ ହେବ ?

  • ଭାଉଜ 
  • ଭଉଣୀ 
  • ପିଉସୀ 
  • ମାଉସୀ

ଭଉଣୀ

#4. ପ୍ରାର୍ଥନା କ୍ଲାସରେ ତମର ଡାହାଣରେ ଯେତିକି ପିଲା ଅଛନ୍ତି ବାମରେ ମଧ୍ୟ ସେତିକି ପିଲା ଅଛନ୍ତି, ପଡ଼ିଆରେ ଯଦି ମୋଟ ୨୭ ଜଣ ପିଲା ଥାଆନ୍ତି ତେବେ ତୁମର ସ୍ଥାନ କେଉଁଟି ?

  • ୧୩ ଶ 
  • ୧୪ ଶ 
  • ୧୫ ଶ 
  • କୌଣସିଟି ନୁହେଁ

୧୪ ଶ

#5. ଯଦି ICE =935, CAB=312 ତେବେ BAG କେତେ ?

  • 515 
  • 217 
  • 218 
  • 219

217

#6. ନିମ୍ନଲିଖିତ ମଧ୍ୟରୁ କେଉଁଟି ଡାକ୍ତରଖାନା ସହ ସଂପୃକ୍ତ ?

  • ଦମକଳ 
  • ଆମ୍ବୁଲାନ୍ସ 
  • କ୍ରେନ 
  • ରୋଲର୍

ଆମ୍ବୁଲାନ୍ସ

#7. କାର୍ତ୍ତିକ ମାସ ଓ ମାର୍ଗଶିର ମାସକୁ ନେଇ କେଉଁ ଋତୁ ହୋଇଥାଏ ?

  • ଶରତ 
  • ହେମନ୍ତ 
  • ଶୀତ 
  • ବସନ୍ତ

ହେମନ୍ତ

#8. ଦର୍ପଣରେ ‘b’ ର ପ୍ରତିବିମ୍ବ କିପରି ହେବ ?

  • q

d

#9. ଉତ୍କଳମଣି =ଗୋପବନ୍ଧୁ, ଉତ୍କଳ କେଶରୀ=_ ?

  • ମଧୁସୂଦନ ଦାସ 
  • ହରେକୃଷ୍ଣ ମହତାବ 
  • ବିଜୁ ପଟ୍ଟନାୟକ 
  • ଚନ୍ଦ୍ରଶେଖର ବେହେରା

ହରେକୃଷ୍ଣ ମହତାବ

#10. କେଉଁଟି ତୃଣଭୋଜୀ ପଶୁ ?

  • ବାଘ 
  • ହରିଣ 
  • ସିଂହ 
  • କୁମ୍ଭୀର

 ହରିଣ

#11. ଭାରତୀ ଓ ପ୍ରଭାତୀ ଦୁଇ ଭଉଣୀ,ଭାରତୀର ପୁଅ ପ୍ରଶାନ୍ତ।ପ୍ରଭାତୀର ବାପା ପ୍ରଶାନ୍ତର କ’ଣ ହୁଅନ୍ତି ?

  • ମାମୁ 
  • ବାପା 
  • ଅଜା 
  • ଭାଇ

 ଅଜା

#12. ନିମ୍ନଲିଖିତ ମଧ୍ୟରୁ କେଉଁଥିରୁ ବିଜୁଳି ଉତ୍ପାଦନ କରାଯାଏ ?

  • ସୁନା 
  • କୋଇଲା 
  • ଆଲୁମିନିୟମ 
  • ଲୁହା

କୋଇଲା

#13. ଓଡ଼ିଶାରେ ପକ୍ଷୀ ଅଭୟାରଣ୍ୟ କେଉଁଠାରେ ଅଛି ?

  • ଶିମିଳିପାଳ 
  • ଉଷାକୋଠି 
  • ଚିଲିକା 
  • ସାତକୋଶିଆ

ଚିଲିକା

#14. ୩୨, ୧୬, ୮, ୪, _ ,_

  • ୨,୧ 
  • ୧,୧ 
  • ୨,୨ 
  • ୧,୨

୨,୧

#15. ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ଧର୍ମଗ୍ରନ୍ଥ ନୁହେଁ ?

  • ଗୀତା 
  • ପାଞ୍ଜି 
  • କୋରାନ୍ 
  • ବାଇବେଲ୍

ପାଞ୍ଜି

#16. ଓଡ଼ିଶାର ବୃହତ୍ତମ ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?

  • ପୁରୀ 
  • ଜଗତସିଂହପୁର 
  • ଭଦ୍ରକ 
  • ବାଲେଶ୍ଵର

ଜଗତସିଂହପୁର

#17. ଚିଲିକା ମଝିରେ ଥିବା ପ୍ରସିଦ୍ଧ ଦେବୀପୀଠର ନାମ କ’ଣ ?

  • ଭଗବତୀ 
  • ଚର୍ଚ୍ଚିକା 
  • କାଳିଜାଈ 
  • ଘଣ୍ଟେଶ୍ବରୀ

କାଳିଜାଈ

#18. ନିମ୍ନଲିଖିତ ଚାରୋଟି ପଦାର୍ଥ ମଧ୍ୟରୁ କେଉଁଟି ଅନ୍ୟ ତିନୋଟି ଠାରୁ ଅଲଗା ?

  • ଝାଳ 
  • ମୂତ୍ର 
  • ମଳ 
  • ରକ୍ତ

ରକ୍ତ

#19. ଇଂରାଜୀ ବର୍ଷର ସପ୍ତମ ମାସର ଦିନ ସଂଖ୍ୟା କେତେ ?

  • ୨୮ 
  • ୨୯ 
  • ୩୦ 
  • ୩୧

୩୧

Bruti Exam Question Class 3

If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.

Thank you for the wonderful Class 3 Samajik Vigyan (Social Science) lessons in Odia Medium. Your dedication and support have made learning a great experience

Related Article : 

Leave a Comment

error: Content is protected !!