Class 3 Questions Free PDF Download

Class 3 Questions Free PDF Download

Facebook
Telegram
WhatsApp
LinkedIn

Class 3 Questions Free PDF Download : Well, we have just shown you the list of free PDFs with answers to all the most frequently asked questions in Class 3.

And since it is online, you can also take a print out whenever you need one! Have a great time practicing for the exams with these questions!

With these 100 questions, you are equipped to ace the Class 3 exams with ease.

There is also a practice test for you to solve some of them on your own before appearing for the real test. Keep practicing until you get 100% success!

Class 3 Questions Free PDF Download

1 |  ”ତୁମ ପରି ଛୁଟ ପିଲାଟିଏ ” କବିତାଟି କିଏ ଲେଖିଥିଲେ ?

2 | ଗାନ୍ଧିଜୀ କ’ଣ ସଂକଳ୍ପ କଲେ ?

3 | ”ସଫାସୁତୁରା” ଶବ୍ଦକୁ ବ୍ୟବହାର କରି ବାକ୍ୟଟିଏ ଲେଖ |

4 | ‘ଧଇଁସଇଁ’ ପରି ଆଉ ଗୋଟିଏ ଶବ୍ଦ ଲେଖ |

5 | ଫୁଲଟି ଜିଇଁଥିବା ଯାଏଁ କ’ଣ କରିବାକୁ ଚାହେଁ ?

6 | ‘ସାନ ସିନା ଦାନ ତା’ ମହାନ’ – ଏ କଥା କିଏ କହିଛନ୍ତି ?

7 | ‘ଭକତି’ ଶବ୍ଦକୁ ଗଦ୍ୟ ରୂପରେ ଲେଖ |

8 | ଆମ ରାଜ୍ୟର କେଉଁଠି ଭେଳା ଭେଳା ହୋଇ ଜାହାଜ ଲାଗୁଛି ?

9 | ‘ତୁଏ ପରି ଛୋଟ ପିଲାଟିଏ’ ପଦ୍ୟରେ ‘ସମାନ’ ଅର୍ଥ ବୁଝାଉଥିବା ଶବ୍ଦଟି ଲେଖ |

10 | ‘କୁସୁମ’ ଶବ୍ଦର ଗୋଟିଏ ପ୍ରତିଶବ୍ଦ ଲେଖ |

11 | ‘ଅସୁମାରି’ ଶବ୍ଦର ଅର୍ଥ ଲେଖ |

12 | ଯେପରି : ପାରାଦ୍ୱୀପ  – ଓଡିଶା

      ସେହିପରି : ମୁମ୍ବାଇ : _____

13 | ମଧୁବାବୁଙ୍କ କେଉଁ ଉପାଧି ମିଲିଥିଲା ?

14 | ”କନିଷ୍ଠ ” ଶବ୍ଦର ବିପରୀତ ଶବ୍ଦ ଲେଖ |

15 | ସମସ୍ତେ ପାଞ୍ଚିଲେ ଉପାୟ ଧରିବେ ଜହ୍ନକୁ କେମିତି  – ବାକ୍ୟଟିକୁ ସଜାଡି ଲେଖ |

16 | ଏକପଦରେ ପ୍ରକାଶ କର | ଯାହାର ରୋଗ ନାହିଁ _____ |

17 | କରିମ କୃପାସିନ୍ଧୁକୁ କାହିଁକି ନେହୁରା ହେଲା ?

18 | ‘କରତା’ ଗଦ୍ୟରୂପ ଲେଖ |

19 | ‘ସମୁଦ୍ର’ ର ଆଉ ଗୋଟିଏ ନାମ ଲେଖ |

20  ”ମହତ କାର୍ଯ୍ୟରେ ଜୀବନ ଦେବା କେତେ ଜଣଙ୍କ ଭାଗ୍ୟରେ ଘଟେ ?” ଏକଥା କିଏ କାହାକୁ କହିଛି ?

21 | ପଠାଣି ସାମନ୍ତଙ୍କ ପୁରା ନାମ କ’ଣ ?

22 | ଯେପରି : ଓଡିଶା – ଓଡ଼ିଆ

       ସେହିପରି : କେରଳ – ____

23 | ‘ତାଙ୍କ ମନ ଜାଣି କରମ କରିଲେ,

       ଦିଅନ୍ତି କରୁଣା ଢାଳି

       ଏଠାରେ କାହାର ମନ କଥା କୁହାଯାଇଛି ?

24 | କୋଣାର୍କ ମନ୍ଦିର ନିର୍ମାଣ ନିମନ୍ତେ ଓଡ଼ିଶାର କେତେ ଖର୍ଚ୍ଚ ହୋଇଥିଲା ?

25 | ‘ପରାଣ’ ଶବ୍ଦକୁ ଗଦ୍ୟ ରୂପରେ ଲେଖ |

26 | ଯେପରି : ବାଘ – ଶିମିଳିପାଳ

      ସେହିପରି : ହାତୀ –

27 | ‘ଟାଙ୍ଗରା’ ଶବ୍ଦକୁ ବ୍ୟବହାର କରି ବାକ୍ୟଟିଏ ଲେଖ |

28 | _____ ନବ ଜାଗରଣ ଦେଲା ଆଣି | ପୂର୍ବ ପଦଟି ପୁରଣ କର |

29 | ”ବାରଶହ ବଢ଼େଇରେ ଦାୟ ନା ପୁଅରେ ଦାୟ ?”

30 | ‘କର’ ଶବ୍ଦର ଦୁଇଟି ଅର୍ଥ ଲେଖ |

31 | ‘ଉଷାକୋଠି’ ଜଙ୍ଗଲ କେଉଁ ଜିଲ୍ଲାରେ ଅବସ୍ଥିତ ?

32 | ପକ୍ଷୀମାନଙ୍କ ପାଇଁ ଓଡ଼ିଶାର କେଉଁଠାରେ ଅଭୟାରଣ୍ୟ ଅଛି ?

33 | ନୀରବ ପୂର୍ବପରି ହୋଇଗଲା ସଭାସ୍ଥଳ |

       ____ ବାକ୍ୟଟିକୁ ସଜାଡି ଲେଖ |

34 | ଯେପରି : ରାଜା – ରାଣୀ

       ସେହିପରି : ଅଜା ____ | କ’ଣ ହେବ ?

35 | ଖୋର୍ଦ୍ଧା ପାଇକମାନଙ୍କର ନେତା କିଏ ଥିଲେ ?

36 | ଯେପରି : ଦୁଃଖରୁ  ଦୁଃଖିତ , ସେହିପରି ‘ପାଠ’ ରୁ କ’ଣ ହେବ ?

37 | ଓଡ଼ିଶାର ପ୍ରଥମ ଜ୍ୟତିର୍ବିଜ୍ଞାନୀ କିଏ ?

38 | ଯାଉଛି ସେ କାଳ  ____

       ପର ପଦଟିକୁ ପୂରଣ କର |

39 | ଆନ୍ଦ୍ରର ଲୋକମାନେ ____ ଭାଷାରେ କଥା ହୁଅନ୍ତି |

       ( ଶୂନ୍ୟସ୍ଥାନ ପୁରଣ କର | )

40 | ‘ଚଢେଇ’ ର ଗୋଟିଏ ପ୍ରତିଶବ୍ଦ ଲେଖ |

41 | ‘ନାରିକେଳ’ ଶବ୍ଦର ଅର୍ଥ କ’ଣ ?

42 | ଯେପରି : ଅଗଷ୍ଟ 15 : ସ୍ୱାଧୀନତା ଦିବସ

       ସେହିପରି : ଜାନୁଆରୀ 26 : ____ |

       ( ଶୂନ୍ୟସ୍ଥାନ ପୁରଣ କର | )

43 | ଜନ୍ମଭୂମିକୁ କାହା ସହିତ ତୁଳନା କରାଯାଇଛି ?

44 | ‘ବୀରତ୍ୱକୁ’ ବ୍ୟବହାର କରି ବାକ୍ୟଟିଏ ଲେଖ |

45 | ବିଦ୍ୟାସାଗର ଦେଲେ ଗୋଟିଏ ତାଙ୍କୁ ଟଙ୍କା |

46 | ଯେପରି : ମିତାକୁ ବର୍ଷାଋତୁ

       ସେହିପରି : ମାଧବୀକୁ ____ |

47 | କୋଣାର୍କ ମନ୍ଦିର ନିର୍ମାଣ କାର୍ଯ୍ୟରେ ଥିବା ମୁଖ୍ୟ କାରିଗରଙ୍କ ନାମ କ’ଣ ?

48 | ଈଶ୍ବରଚନ୍ଦ୍ର ପିଲାଟିକୁ କେତେ ପଇସା ଦେଲେ ?

49 | ‘ଆମ ଭାଷା ଆମ ସାହିତ୍ୟ’ ବହିର ସୂଚୀପତ୍ରରେ କେତୋଟି ବିଷୟ ରହିଛି ?

50 | ‘ସ୍ୱାଧୀନ’ ଶବ୍ଦର ବିପରୀତ ଶବ୍ଦ ଲେଖ |

51 | ମଧୁବାବୁ କେଉଁଠାରେ ଜନ୍ମଗ୍ରହଣ କରିଥିଲେ ?

52 | ଟିକି ଫୁଲଟି କାହାକୁ ନିଜର ମନକଥା କହିଥିଲା ?

53 | ବିପରୀତ ଶବ୍ଦ ଲେଖ  ସୁନ୍ଦର ____

54 | ଯେପରି : ଧଉଲପୁର ଷ୍ଟେସନ – ରାଜସ୍ତାନ |

       ସହିପରି : ବିଳାସପୁର ଷ୍ଟେସନ _____ |

55 | ବିରକିଶୋରଙ୍କ ପରି ଆଉ ଜଣେ କବିଙ୍କ ନାମ ଲେଖ, ଯିଏ ଗୋରା ସରକାରଙ୍କ ବିରୋଧରେ କବିତା ଲେଖୁଥିଲେ |

56 | ଉତ୍ତର ପ୍ରଦେଶର କେଉଁ ସହରରେ ‘ତାଜମହଲ’ ଅବସ୍ଥିତ ?

57 | ସେ ଅସ୍ତ୍ର ହେଉଛି ଇଂରେଜମାନଙ୍କ ସହ ____ |

      ( ଅହିଂସା, ଅସହଯୋଗ, ଶରଣ ) ବନ୍ଧନୀରୁ ଶବ୍ଦ ବାଛି ଶୂନ୍ୟସ୍ଥାନ ପୁରଣ କର |

58 | ‘ନିଇତି ହେବ ଦେଖା’ – କଥାରେ କଣ ହେବ ଲେଖ |

59 | ଯେପରି : ବକ୍ସି ଜଗବନ୍ଧୁ  – ଖୋର୍ଦ୍ଧା

       ସେହିପରି : ବିର୍ସାମୁଣ୍ଡା _____ |

60 | ମାଙ୍କଡ଼ମାନଙ୍କର ଯୋଜନା କିଏ ଶୁଣୁଥିଲା ?

61 | ମଣିଷ ଦୁଇଜଣ କ’ଣ ଶିକାର କରିବାପାଇଁ ଜଙ୍ଗଲକୁ ଆସିଥିଲେ ?

62 | ଦିଲ୍ଲୀଗାମୀ ଉତ୍କଳ ଏକ୍ସପ୍ରେସ ପ୍ରଥମେ କେଉଁ ଷ୍ଟେସନରୁ ଯାତ୍ରାରମ୍ଭ କଲା ?

63 | ‘ହସକାନ୍ଦ’ ପରି ଆଉ ଏକ ଯୋଡ଼ା ଶବ୍ଦ ଲେଖ |

64 | ‘ପରିକ୍ଷା’  – ସଂଶୋଧନ କରି ଲେଖ |

65 | ସାଜିଲେ ପିଲାଏ ବାନର ସେନା ____ |

       ପର ପଦଟି ପୁରଣ କର |

66 | ଯେପରି 5 ରୁ ପଞ୍ଚମ, ସେହିରି 20 ରୁ କ’ଣ ହେବ ?

67 | ‘ଆମ ଭାଷା ଆମ ସାହିତ୍ୟ’ ବହିର ସୂଚୀପତ୍ରରେ ଦିଆଯାଇଥିବା ଶେଷ ପଦ୍ୟାଟିର ନାମ କ’ଣ ?

68 | ବକ୍ସି ଜଗବନ୍ଧୁ କିଏ ?

79 | ଯେପରି : ସଇନ – ସୈନ୍ୟ

       ସେହିପରି : ____  ପ୍ରାଣ

70 | 1975 ମସିହା ପୂର୍ବରୁ ଏକ ଟଙ୍କା କେତେ ପଇସା ଥିଲା ?

71 | ମଧୁବାବୁ କିପରି ଲୋକଙ୍କ ମନରେ ଜାଗରଣ ସୃଷ୍ଟି କଲେ ?

72 | କାହାକୁ ଭାରତର ଜାତୀୟ ପଶୁ କୁହାଯାଏ ?

73 ”ଆରେ, କୁଆଡେ ଗଲା ଜହ୍ନ ?” ଏ କଥା କିଏ କହିଛି ?

74 | କେଉଁମାନେ ଆମର ଭାଇଭଉଣୀ ?

75 | ଡଙ୍ଗା ଅର୍ଥ ବୁଝାଉଥିବା ଶବ୍ଦଟିଏ ଲେଖ |

76 | ମୁହୁର୍ତ୍ତ, ମୁହୂର୍ତ୍ତ, ମୂହୁର୍ତ୍ତ, ମୂହୁର୍ତ୍ତ – ଏଗୁଡିକ ମଧ୍ୟରୁ କେଉଁଟିର ବନାନ ଠିକ ?

77 | କାଳିଆ କରିମର କି କ୍ଷତି କରୁଥିଲା ?

78 | ପିଲାଟି ଡ଼ଙ୍ଗାକୁ କାହାକୁ ଦେଖି ନ ଡରିବା ପାଇଁ କହିଛି ?

79 | ଅନେକତା ମଧ୍ୟରେ ଏକତା ଭାରତର ବୈଶିଷ୍ଟ୍ୟ, ଏକଥା କେଉଁ ବିଷୟରେ କୁହାଯାଇଛି ?

80 | ଯେପରି : ଶିମିଳିପାଳ – ବାଘ |

       ସେହିପରି : ଟିକରପଡା ____ |

81 | ବଣି କିପରି ସୁଖ ପାଉଛି ବୋଲି କହିଲା ?

82 | ”ବାଟଯାକ କେତେ ନୂଆ ନୂଆ ସାଥି ଭେଟୁଥାଅ |” – ଏ କଥା କିଏ କାହାକୁ କହିଛନ୍ତି ?

83 | ମୁଁ ବାପା ସାଙ୍ଗରେ ଦୋଳ ( ଜାତ / ଯାତ ) ଦେଖିବାକୁ ଯାଇଥିଲି

       ବନ୍ଧନୀ ମଧ୍ୟରେ ଥିବା ଶବ୍ଦ ଦୁଇଟି ମଧ୍ୟରୁ ଠିକ ଶବ୍ଦଟି ଲେଖ |

84 | ‘ଆମ ଭାଷା ଆମ ସାହିତ୍ୟ’ ବହିର କେଉଁ ପଦ୍ୟରେ ମଧୁସୂଦନ ଦାସଙ୍କ କଥା କୁହାଯାଇଛି ?

85 | ବଣିକୁ କେଉଁଠାକୁ ବୁଳାଇ ନେବ ବୋଲି କୁନା କହିଲା ?

86 | ”ହସିହସି” ପରି ଆଉ ଏକ ଯୋଡ଼ା ଶବ୍ଦ ଲେଖ |

87 | ମୁଁ ଅନ୍ଧକୁ ବାଟ ଦେଖାଇଲି | ”ମୁଁ” ସ୍ଥାନରେ ”ଆମେ” ବସାଇ ବାକ୍ୟଟିକୁ ଲେଖ |

88 | କେଉଁ ଋତୁ ପାଇଁ ପୃଥିବୀରେ ବର୍ଷା ହୁଏ ?

89 | ‘ଆଉଟୁପାଉଟୁ’ କୁ ବ୍ୟବହାର କରି ବାକ୍ୟଟିଏ ଲେଖ |

90 | ଯେପରି : ଧନୀ – ନିର୍ଦ୍ଧନ, ସେହିପରି : ‘ଦୋଷୀ’ ରୁ କ’ଣ ହେବ ?

91 | କୁକୁରଟିକୁ ଜବତ କରିବା ପାଇଁ କରିମ କୃପାସିନ୍ଧୁକୁ ( ନେହୁରା ) ହେଲା | ବନ୍ଧନୀରେ ଥିବା ଶବ୍ଦର ଅର୍ଥ ଲେଖ |

92 | କେଉଁ ଯନ୍ତ୍ର ସାହାଯ୍ୟରେ ପଠାଣି ସାମନ୍ତ ବଡ ବଡ ପର୍ବତ ଓ ବୃକ୍ଷର ଉଚ୍ଚତା ମାପିପାରୁଥିଲେ ?

93 | ମାର୍କୋନୀ ବେତାର ଯନ୍ତ୍ର ଆବିଷ୍କାର କରିଥିଲେ |

       ବାକ୍ୟଟିକୁ ଠିକ କରି ଲେଖ

94 | ରବିନ୍ଦ୍ରାବାବୁଙ୍କ ବଡ ନାତୁଣୀ କେଉଁ ଶ୍ରେଣୀରେ ପଢେ ?

95 | ‘ଜାତୀୟକବି ବୀରକିଶୋର’ କବିତାରେ ଗୋରା ସରକାରଙ୍କ ବନ୍ଧୁକ ଗୁଳିଠାରୁ କାହାକୁ ଅଧିକ ଶକ୍ତିଶାଳୀ ବୋଲି କବି କହିଛନ୍ତି ?

96 | ଯେ ମହାକାଶଯାନରେ ଯାଏ – ____

       ଏକପଦରେ ପ୍ରକାଶ କର |

97 | ଗୋଧି, ଅହିରାଜ, ଅଜଗର, ବାଘ – ଏମାନଙ୍କ ମଧ୍ୟରୁ କେଉଁଟି ଅଲଗା ?

98 | ଆମ ରାଜ୍ୟର କେଉଁଠାରେ ହରିଣମାନଙ୍କ ପାଇଁ ଏକ ଅଭୟାରଣ୍ୟ ଅଛି ?

99 | ବକ୍ସି ଯେଉଁ ନୂଆ ଅସ୍ତ୍ରକଥା କହିଥିଲେ, ତାହା କ’ଣ ?

100 | ଶିକ୍ଷୟୀତ୍ରି, ଶିକ୍ଷୟିତ୍ରୀ, ଶିକ୍ଷୟୀତ୍ରୀ – ଏଗୁଡିକ ମଧ୍ୟରେ କେଉଁଟିର ବନାନ ଠିକ ?

PDF Question DownloadClick Here
Free Odia MCQ TestClick Here

Class 3 Questions Free PDF Download,Class 3 Questions Free PDF Download, Class 3 Questions Free PDF Download, Class 3 Questions Free PDF Download,

Class 3 Questions Free PDF Download
Class 3 Questions Free PDF Download

Leave a Comment

error: Content is protected !!