Free Class 3 Question in Odia MCQ

Facebook
Telegram
WhatsApp
LinkedIn

Free Bruti Exam Question Class 3 Part 17 in Odia

Class 3 Question in Odia : One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.

Class 3 Question in Odia

ପ୍ରାଥମିକ ବୃତ୍ତି ପରୀକ୍ଷା (ତୃତୀୟ ଶ୍ରେଣୀ ) -2020

ଜିଲ୍ଲା

ଗଂଜାମ

ବିଷୟ

ଗଣିତ

ପ୍ରଶ୍ନ ସଂଖ୍ୟା

25

Pass Mark

70%

Class 3 Question in Odia

If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.

Class 3 Question in Odia

Not sure how to start preparing Bruti Exam Question Class 3? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.

Class 3 Question in Odia
Class 3 Question in Odia

#1. କେଉଁ ଚତୁର୍ଭୁଜର ସବୁଗୁଡିକ ବାହୁ ସମାନ ଦୈର୍ଘ୍ୟ ବିଶିଷ୍ଟ ?

 ଆୟତଚିତ୍ର ବର୍ଗଚିତ୍ର ଟ୍ରାପିଜିୟମ୍ ସାମାନ୍ତରିକ ଚିତ୍ର

ବର୍ଗଚିତ୍ର

#2. ୮୦୮ ରେ ଦୁଇଟି ୮ ର ସ୍ଥାନୀୟମାନର ଅନ୍ତର କେତେ ?

 ୦ ୭୨ ୭୯୨ ୮୦୦

 ୭୯୨

#3. ଗୋଟିଏ ଅଯୁଗ୍ମ ସଂଖ୍ୟା ସହ ଅନ୍ୟ ଗୋଟିଏ ଯୁଗ୍ମ ସଂଖ୍ୟା ଗୁଣନ କଲେ ଗୁଣଫଳ କେଉଁ ପ୍ରକାର ସଂଖ୍ୟା ହେବ ?

 ଅଯୁଗ୍ମ ସଂଖ୍ୟା ଯୁଗ୍ମ ସଂଖ୍ୟା ମୌଳିକ ସଂଖ୍ୟା କହିହେବ ନାହିଁ

ଯୁଗ୍ମ ସଂଖ୍ୟା

#4. ଗୋଟିଏ ଆୟତଘନର କେତୋଟି ପାଖ (ପାର୍ଶ୍ବ) ଥାଏ ?

 ୩ ୪ ୫ ୬

 ୬

#5. ଚାରି ଶହ ଅଣଷଠିକୁ ଅଙ୍କରେ ଲେଖିଲେ କେଉଁ ସଂଖ୍ୟାଟି ଠିକ୍ ହେବ ?

 ୪୩୯ ୪୪୯ ୪୫୯ ୪୬୯

୪୫୯

#6. ଗୋଟିଏ ତିନିଅଙ୍କ ବିଶିଷ୍ଟ ସଂଖ୍ୟାର ଶତକ ଓ ଦଶକ ଘରେ ଅଯୁଗ୍ମ ସଂଖ୍ୟା ଏବଂ ଏକକ ଘରେ ୦ ଅଛି। ଏହା କେଉଁ ପ୍ରକାର ସଂଖ୍ୟା ହେବ ?

 ଯୁଗ୍ମ ସଂଖ୍ୟା ମୌଳିକ ସଂଖ୍ୟା ଅଯୁଗ୍ମ ସଂଖ୍ୟା କହିହେବ ନାହିଁ

 ଯୁଗ୍ମ ସଂଖ୍ୟା

#7. ତୁମ ବିଦ୍ୟାଳୟର ୬୩ ଜଣ ପିଲା ବ୍ୟାୟାମ କରିବାକୁ ଗଲେ। ଗୋଟିଏ ଧାଡ଼ିରେ ୯ ଜଣ ଠିଆ ହେଲେ ସେମାନେ କେତୋଟି ଧାଡ଼ିରେ ରହିବେ ?

 ୬ ଧାଡ଼ି ୭ ଧାଡ଼ି ୮ ଧାଡ଼ି ୯ ଧାଡ଼ି

୭ ଧାଡ଼ି

#8. ପ୍ରଦତ୍ତ ଉକ୍ତିଗୁଡ଼ିକ ଦେଖ। କେଉଁ ଉକ୍ତିଟି ଭୁଲ୍ ?

 ୮୦୩ > ୩୦୮ ୮୯୭ > ୭୮୯ ୧୨୩ < ୪୦୫ ୮୭୬ < ୬୭୮

 ୮୭୬ < ୬୭୮

#9. ଗୋଟିଏ ମାସ୍କ ଓ ଗୋଟିଏ ଛୋଟ ସାନିଟାଇଜର୍ ର ଦାମ୍ ମିଶି ୩୯୮ ଟଙ୍କା ହେଲେ ସେହିପରି ୨ଟା ମାସ୍କ ଓ ୨ଟି ସାନିଟାଇଜର୍ ର ଦାମ୍ କେତେ ?

 ୫୯୬ ୬୦୬ ୭୮୬ ୭୯୬

୭୯୬

#10. କେଉଁ ଯୋଗକ୍ରିୟାଟି ଠିକ୍ ଅଟେ ?

 ୨୩୮ + ୩୫୪ = ୫୯୨ ୧୭୮ + ୨୩୫ = ୪୦୩ ୫୩୬ + ୪୨୭ = ୯୫୩ ୩୭୯ + ୨୫୧ =୫୨୦

୨୩୮ + ୩୫୪ = ୫୯୨

#11. ଅତି କମ୍ ରେ କେତୋଟି ବଟକରାଦ୍ବାରା ନିକିତିରେ ୯୫୦ ଗ୍ରାମ୍ ଚିନି ଓଜନ କରିହେବ ?

 ୫ ୪ ୩ ୨

#12. କେଉଁ ବିୟୋଗ କ୍ରିୟାଟି ଠିକ୍ ନୁହେଁ ?

 ୭୧୫-୫୩୮=୧୭୭ ୯୭୩-୫୮୧=୩୯୨ ୫୨୩-୪୩୪=୧୮୯ ୬୨୧-୩୬୬=୨୫୫

 ୫୨୩-୪୩୪=୧୮୯

#13. କୋଣାର୍କ ଏକ୍ସପ୍ରେସ୍ ସନ୍ଧ୍ୟା ଘ ୫.୪୫ ରେ ଷ୍ଟେସନ୍ ରେ ପହଞ୍ଚିବ। ଗୋଟିଏ ଘଣ୍ଟାର ଘଣ୍ଟା କଣ୍ଟା ୫ ଓ ୬ ମଝିରେ ଅଛି। ମିନିଟ୍ କଣ୍ଟା ୪ ଉପରେ ଅଛି। ତେବେ କେତେ ସମୟ ପରେ ଟ୍ରେନ୍‌ ପହଞ୍ଚିବ ?

 ୧୫ ମିନିଟ୍ ୨୫ ମିନିଟ୍ ୩୫ ମିନିଟ୍ ୪୫ ମିନିଟ୍

୨୫ ମିନିଟ୍

#14. ତିନି ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାଠାରୁ ଦୁଇ ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା କେତେ ସାନ ?

 ୦ ୧ ୯୯ ୯୯୯

#15. ଗୋଟିଏ ଘରର ଉଚ୍ଚତା ୩ ମିଟର ୪୫ ସେ.ମି. ।ଘର ଉପରେ ଠିଆ ହୋଇଥିବା ଲୋକର ଉଚ୍ଚତା ୧ ମିଟର ୭୫ ସେ. ମି.। ତେବେ ଭୂମିରୁ ଲୋକଟିର ମୁଣ୍ଡର ଉପର ଅଂଶର ଉଚ୍ଚତା କେତେ ?

 ୫ ମି. ୨୦ ସେ. ମି. ୨ ମି. ୩୦ ସେ. ମି. ୪ ମି. ୨୦ ସେ. ମି. ୪ମି. ୧୨୦ ସେ . ମି.

୫ ମି. ୨୦ ସେ. ମି.

#16. ୧ ଠାରୁ ୯ ପର୍ଯ୍ୟନ୍ତ ଅଙ୍କ ମଧ୍ୟରୁ ଯେକୌଣସି ତିନୋଟି ଅଙ୍କ କେବଳ ଥରେ ବ୍ୟବହାର କରି ତିନି ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଓ ତିନି ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟା ଲେଖିଲେ ସେ ଦୁଇଟିର ଅନ୍ତର କେତେ ହେବ ?

 ୧୦୮ ୧୯୮ ୪୬୨ ୮୬୪

 ୮୬୪

#17. ଦିଆଯାଇଥିବା ମାସମାନଙ୍କ ମଧ୍ୟରୁ କେଉଁ ମାସର ଦିନ ସଂଖ୍ୟା କମ୍ ?

 ଜୁଲାଇ ଅଗଷ୍ଟ ସେପ୍ଟେମ୍ବର ଅକ୍ଟୋବର

ସେପ୍ଟେମ୍ବର

#18. କେଉଁ ଉକ୍ତିଟି ଠିକ୍ ?

 ୨୩+୨୫=୮୭-୩୯ ୭୩-୧୪=୨୫+୩୩ ୧୪୭+୧୨୪=୧୩୬ X୨ ୩୪ X୨=୮୭-୧୮

୨୩+୨୫=୮୭-୩୯

#19. ଗୋଟିଏ ବାଲ୍ ଟିରେ ୫ ଲି.୪୫୦ ମିଲି ଲି . କ୍ଷୀର ଥିଲା। ସେହି ବାଲ୍ ଟିରେ ଆଉ ୩ ଲି.୨୫୦ ମିଲି ଲି. କ୍ଷୀର ରଖାଗଲା। ତେବେ ବାଲ୍ ଟିରେ କେତେ କ୍ଷୀର ରହିଲା ?

 ୮ ଲି.୫୫୦ ମି.ଲି. ୮ଲି.୬୦୦ ମି.ଲି. ୮ଲି.୭୦୦ ମି.ଲି. ୯ଲି.୫୦ ମି.ଲି.

 ୮ଲି.୭୦୦ ମି.ଲି.

#20. ୧୦୯ ରୁ ଅତିକମ୍ ରେ କେତେ ବିୟୋଗ କଲେ ଦୁଇ ଅଙ୍କ ବିଶିଷ୍ଟ ଯୁଗ୍ମ ସଂଖ୍ୟାଟିଏ ପାଇବା ?

 ୧ ୯୯ ୧୦ ୧୧

୧୧

#21. ଗୋଟିଏ ବସ୍ତାରେ ୪୭ କି.ଗ୍ରା. ଚାଉଳ ଥିଲା। ନରି ସେଥିରୁ ୨ କି. ଗ୍ରା. ୪୫୦ଗ୍ରାମ୍ ଚାଉଳ ନେଇ ରୋଷେଇ କଲା। ବସ୍ତାରେ ଆଉ କେତେ ଚାଉଳ ରହିଲା ?

 ୪୪ କି. ଗ୍ରା.୫୫୦ ଗ୍ରାମ୍ ୪୫ କି. ଗ୍ରା.୫୫୦ ଗ୍ରାମ୍ ୪୫ କି.ଗ୍ରା.୬୫୦ ଗ୍ରାମ୍ ୪୪କି.ଗ୍ରା.୧୫୦ ଗ୍ରାମ୍

୪୪ କି. ଗ୍ରା.୫୫୦ ଗ୍ରାମ୍

#22. କାହ୍ନା ପାଖରେ ୬ ଟି ୫ ଟଙ୍କିଆ ଓ ୩ ଟି ଦଶ ଟଙ୍କିଆ ଥିଲା।ଆଉ ତାକୁ କିଛି ୨ ଟଙ୍କିଆ ଦେବାରୁ ୧୦୦ ଟଙ୍କା ହୋଇଗଲା।ଆଉ କେତୋଟି ୨ ଟଙ୍କିଆ ଦେଇଥିଲେ ?

 ୧୫ଟି ୨୦ ଟି ୩୦ ଟି ୩୫ ଟି

 ୨୦ ଟି

#23. ଡିସେମ୍ବର ୧୭ ତାରିଖ ତୃତୀୟ ଗୁରୁବାର ହେଲେ ସେଇ ମାସର ପଞ୍ଚମ ଗୁରୁବାର କେତେ ତାରିଖ ହେବ ?

 ୨୨ ତାରିଖ ୨୯ ତାରିଖ ୩୧ ତାରିଖ କହିହେବ ନାହିଁ

 ୩୧ ତାରିଖ

#24. ୮କ୩-୫୯ଖ=୨୬୫ ହେଲେ ‘କ’ ଓ ‘ଖ’ ର ମୂଲ୍ୟ କେତେ ?

 ୫ ଓ ୩ ୪ ଓ ୩ ୫ ଓ ୭ ୬ ଓ ୮

୬ ଓ ୮

#25. ଗୋଟିଏ ଥଳୀରେ ୧୬୨ ଟି ଫୁଲ ଅଛି। ୯ଟି ଫୁଲରେ ଗୋଟିଏ ଫୁଲଦାନୀ ସଜାଇଲେ ସବୁ ଫୁଲ ବ୍ୟବହାର କରି କେତୋଟି ଫୁଲଦାନୀ ସଜାଇ ପାରିବା ?

 ୧୨ ଟି ୧୪ ଟି ୧୬ ଟି ୧୮ ଟି

୧୮ ଟି

QUIZ START

Related Article : 

Leave a Comment

error: Content is protected !!