Class 3 Exam Test Question
#1. ମାଙ୍କଡ ମାନେ କେଉଁଠାରେ ଜହ୍ନକୁ ଦେଖିଲେ ?
#2. କେବେ ଗାନ୍ଧିଜୀଙ୍କ ଜନ୍ମ ଦିନ ପାଳନ କରାଯାଏ ?
#3. ସାଧବ ପୁଅ ମାନେ କେଉଁ ମାସରେ ବଣିକ କରିବାକୁ ଯାଉଥିଲେ ?
#4. କେଉଁ ନଦୀର ମୁହାଣରେ କୋଣାର୍କ ମନ୍ଦିର ନିର୍ମାଣ କରାଯାଇଥିଲା ?
#5. ତାହାରି ପାଇଁ ଜୀବନ ଢାଳି, ରଖିବା ଆମେ ତାହାରି ନାମ - ଏହି ପଦ୍ୟାଅଂଶଟି କେଉଁ ପଦ୍ୟରୁ ଆସିଅଛି ?
#6. ସାମନ୍ତ ଚନ୍ଦ୍ର ଶେଖରଙ୍କୁ କେଉଁ ଉପାଧି ଦିଆଯାଇଥିଲା ?
#7. ଦଶହରା ଛୁଟିରେ ପିଲାମାନେ କଣ କଲେ ?
#8. ଆଗ କାଳରେ ବିଦ୍ୟାଳୟ କୁ କଣ କୁହାଯାଉଥିଲା ?
#9. କଣ କଲେ କାଳକାଳକୁ ଯଶ ରହେ ?
#10. ଯେପରି ଯାହା ସ୍ଥିର ନୁହେଁ -ଅସ୍ଥିର ? ସେହିପରି' ଯାହା ଜଣା ନାହିଁ ' କ'ଣ ହେବ ?
#11. 'ମେଲାଣି ' ଶବ୍ଦର ଅର୍ଥ ନିମ୍ନୋକ୍ତ ମଧ୍ୟରୁ କେଉଁଟି ?
#12. ସୋମାକୁ ପାଣିରେ ବୁଡ଼ିଯିବାରୁ କିଏ ରକ୍ଷା କଲା ?
#13. ପଠାଣି ସାମନ୍ତଙ୍କୁ କେଉଁ ଉପାଧି ଦିଆଯାଇଥିଲା ?
#14. ରାଜା ନରସିଂହ ଦେବ କେଉଁ ଦେବତାଙ୍କର ପୂଜାପାଇଁ ସୁନ୍ଦର ମନ୍ଦିରଟିଏ ତୋଳାଇବାକୁ ଇଛା କଲେ ?
#15. ଆମ ଦେଶରେ କେଉଁ ରାଜ୍ୟର ଲୋକମାନେ କନ୍ନଡ ଭାଷାରେ କଥାବାର୍ତ୍ତା କରନ୍ତି ?
#16. ଗରବ : ଗର୍ବ ;; ପରଣ :
#17. ''ତୁ ଆଜି ମୋର ମନ ମହତ ରଖିଦେଲୁ '' ଏକଥା କିଏ କାହାକୁ କହିଛି ?
#18. କେଉଁ ବିଦ୍ୟାପାଇଁ ପାଠାଣିସାମନ୍ତଙ୍କୁ ଲୋକମାନେ ମାନେ ରଖିଛନ୍ତି ?
#19. ''ରେ ରେ ନିର୍ବୋଧ ମଣିଷ ; ଏ ପୃଥିବୀ ସମସ୍ତଙ୍କର ବାସଭୂଇଁ |'' ଏ ଉକ୍ତଟି କାହାର
#20. ବିଳାସପୁର ଷ୍ଟେସନ କେଉଁ ରାଜ୍ୟରେ ଅବସ୍ତିତ ?
#21. ନିମ୍ନ ଲିଖିତ ମଧ୍ୟରୁ କାହାର ଵକ୍ରତଳ ନାହିଁ ?
#22. 350 କୁ 100 ଲେଖାଏଁ ଅଧିକା କରି ଲେଖିଲେ ପଞ୍ଚମ ସ୍ଥାନରେ କେତେ ହେଵ ?
#23. ଦୁଇ ଅଙ୍କ ବିଶିଷ୍ଟ ବଡ ଯୁଗ୍ମ ସଂଖ୍ୟାଟି କେତେ
#24. 84 କୁ ଓଲଟାଇ ଲେଖି ତା ' ଡାହାଣରେ 5 ଲେଖିଲେ ଯେଉଁ ସଂଖ୍ୟାଟି ହେବ ତାହା ମୁଳ ସଂଖ୍ୟା ଠାରୁ କେତେ ଅଧିକ ?
#25. ଗୋଟିଏ ମାଠିଆର ଦାମ ଟ 2.50 ଟଙ୍କା | ଆକାଶ ପାଖରେ 100 ଟଙ୍କା ଅଛି | ତେବେ ସେ କେତୋଟି ମାଠିଆ କିଣି ପରିବ ?
#26. ଗାଜର କେଉଁ ଆକୃତିର ଘନବସ୍ତୁ ?
#27. 30 ମିଟର 5 ସେ.ମି .ଯେ କେତେ ସେ.ମି.?
#28. ପବିତ୍ର ଏକ ସିଧା ରାସ୍ତା କଡରେ 5 ମିଟର ବ୍ୟବଧାନରେ ଗଛ ଲଗାଇଲେ | ସେ ମୋଟରେ 55 ମିଟର ପର୍ଯ୍ୟନ୍ତ ଗଛ ଲଗାଇବା ପାଇଁ କେତୋଟି ଚାରା ନେଇଥିଲେ ?
#29. ଗୋଟିଏ କାଲାମର ଦାମ 15 ତାଙ୍କ , ଗୋଟିଏ ପେନସିଲ ଦାମ 5 ଟଙ୍କା | ଶୁଭାଶିଷ 3 ଟି କଲମ ଓ 3 ଟି ପେନସିଲ କିଣି ଦୋକାନକୁ ଖଣ୍ଡିଏ 100 ଟଙ୍କିଆ ନୋଟ ଦେଲା | ଦୋକାନୀ ଶୁଭାଶିଷକୁ କେତେ ଟଙ୍କା ଫେରାଇବା ?
#30. 64 ରୁ 4 କୁ କେତେଥର ବିୟୋଗ କରାଯାଇପାରିବ ?
#31. 52 ରେ ଆଉ କେତୁଟି 52 ମିଶିଲେ 520 ହେବ ?
#32. ଦୁଇଟି ସଂଖ୍ୟର ଯୋଗଫଳ 22 ଓ ଵିୟୋଗଫଳ 8 ହେଲେ ବଡ ସାଂଖ୍ୟଟି କେତେ ?
#33. ଓଡ଼ିଶାର ମୋଟ ଜିଲ୍ଲା ସଂଖ୍ୟା ଯୁଗ୍ମ ନା ଅଯୁଗ୍ମ ?
#34. କୌଣସି ମାସର ମଙ୍ଗଳବାର 1 ତାରିଖ ହେଲେ , ସେହି ମାସର ଦ୍ଵିତୀୟ ଶନିବାର କେଉଁ ତାରିଖ ହେବ ?
#35. ତୁମ ଜନ୍ମ ସମୟରେ ତୁମ ମାଆଙ୍କର ବୟସ 25 ବର୍ଷ ଓ ବାପାଙ୍କର ବୟସ 30 ବର୍ଷ ଥିଲା | ତୁମର ବୟସ 8 ବର୍ଷ ହେଲେ ,ବର୍ତ୍ତମାନ ତୁମ ତିନି ଜଣଙ୍କର ବୟସ ମିଶି କେତେ ?
#36. 1 କି .ଗ୍ରା .ଘିଅର ଦାମ 800 ଟଙ୍କା ହେଲେ 150 ଗ୍ରାମ ଘିଅର ଦାମ କେତେ ?
#37. ଗୋଟିଏ ପଡିଆରେ ଯେତିକିଟି ବଗ ଥିଲେ , ସେତିକିଟି ଗାଈ ଥିଲେ , ସେମାନଙ୍କ ଗୋଡ ସଂଖ୍ୟା ସେମାଙ୍କ ମୁଣ୍ଡ ସଂଖ୍ୟାର କେତେ ଗୁଣ ?
#38. ପରବର୍ତ୍ତୀ ସାଂଖ୍ୟଟି ଲେଖ-3,7,15,31,....................?
#39. ତିନୋଟି କ୍ରମିକ ସଂଖ୍ୟାର ଯୋଗଫଳ 51 ହେଲେ ବଡ ସଂଖ୍ୟାଟି କେତେ ?
#40. ଦୁଇଟି ସଂଖ୍ୟାର ଵିୟୋଗଫଳ 671 | ସାନ ସଂଖ୍ୟଟି 224 ହେଲେ ବଡ ସାଂଖ୍ୟ|ଟି କେତେ ?
#41. ଗୋଟିଏ ସଂଖ୍ୟର ଶତକ ସ୍ଥାନରେ 5, ଏକକ ସ୍ଥାନରେ 2, ଦଶକ ସ୍ଥାନରେ 0 ଓ ସହଶ୍ର ସ୍ଥାନରେ 8 ଅଛି ; ତେବେ ସଂଖ୍ୟାଟି କେତେ ?
#42. ବ୍ୟାଙ୍କର ମୁଖ୍ୟ କର୍ମଚାରୀ କିଏ ?
#43. ଆମ ରାଜ୍ୟର ହାଇକୋର୍ଟ କେଉଁଠାରେ ଅଛି ?
#44. ବାଲେଶ୍ୱର ଜିଲ୍ଲାର ବ୍ଲକ ସଂଖ୍ୟା କେତେ ?
#45. ମହେଞ୍ଜୋଦାରୋ ସଭ୍ୟତା କେଉଁ ନଦୀ କୂଳରେ ଗଢି ଉଠିଥିଲା ?
#46. ଉଦ୍ଭିଦର ଜଳ ସଂଗ୍ରହ କରୁଥିବା ଅଂଶ :
#47. ଅନେକ ମଞ୍ଜି ଥିବା ଫଳ ;
#48. କେଉଁ ଗଛର ଡାଳ -ଶାଖା ନାହିଁ ?
#49. ଯେଉଁ ନାଡିଦେଇ ରକ୍ତ ହୃତପିଣ୍ଡକୁ ଆସେ ତାକୁ କ'ଣ କୁହାଯାଏ ?
#50. ଶିକ୍ଷା ତୁମର କେଉଁ ପ୍ରକାର ଅଧିକାର ?
#51. ତତଲା ଲୋହାକୁ ହାତୋଡ଼ିରେ ପିଟିବା ଲୋକ : କାମର :: ବାରିସିରେ କାଠ ସଳଖୁଥିବା ଲୋକ ;..............
#52. ମାଡାମକ୍ୟୁରି କଣ ପାଇଁ ବିଖ୍ୟାତ ଥିଲେ ?
#53. ଆମେ ପରୋକ୍ଷଭାବରେ ଉଦ୍ଭିଦଠାରୁ ପାଇଥିବା ଖାଦ୍ୟଟି କଣ ?
#54. ଗଛର କେଉଁ ଅଙ୍ଗରୁ ଡାଳ ବାହାରେ ?
#55. ରକ୍ତ ଗତି କରୁବା ; ରକ୍ତନଳୀ :: ବାୟୁ ଗତି କରିବା :....................
#56. ଜଳ କେଉଁ ଉତ୍ସରୁ ବାଷ୍ପ ହୁଇପାରେ ନାହିଁ ?
#57. ଜଳ ସଂରକ୍ଷଣ ଦିବସ କେବେ ପାଳନ କରାଯାଏ ?ଜାନୁଆରୀ 21 ତାରିଖ
#58. ଋତୁ ପରିବର୍ତ୍ତନର କାରଣ କଣ ?
#59. ଗଛ ଚେରର ନାମ କଣ ?
#60. ଆମ ଦେଶର ମହିଳା ପ୍ରଧନମନ୍ତ୍ରୀଙ୍କ ନାମ କଣ ?
#61. ପଞ୍ଚଲିଙ୍ଗେଶ୍ୱର ଶୈବପୀଠ କେଉଁ ଜିଲ୍ଲାରେ ଅବସ୍ଥିତ ?
#62. କିଏ ଲୋକମଙ୍କୁ ଦ୍ୱାରା ସିଧାସଳଖ ବଛାହୋଇ ଆସିଥାନ୍ତି ?
#63. ତରଳ ଝାଡା ହେଲେ ଦେହରୁ କଣ କମିଯାଏ ?
#64. କେଉଁଟି ଏକ ଜଳ ବିଶୋଧକ ?
#65. ଦମକଳ ଗାଡ଼ିର ରଙ୍ଗ କିପରି ?
#66. ବ୍ଲକସ୍ତରରେ ଶିକ୍ଷାର ପ୍ରସାର ପାଇଁ କିଏ ଦାଇତ୍ୱରେ ରହିଥାନ୍ତି ?
#67. ହିନ୍ଦୁ : ମନ୍ଦିର :: ମୁସଲମାନ :................
#68. ସାନିଆ ମିର୍ଜା ; ଟେନିସ :: ପଦ୍ମିନୀ ରାୱତ :..................
#69. କରୋନା ମହାମାରୀର ବାହକ କିଏ ?
#70. ଦିନ : ରାତି :: ଦିବସ :.................
#71. ଗାନ୍ଧିଜୀ ଅନ୍ୟ କେଉଁ ନାମର ପରିଚିତ ?
#72. ଜନ୍ମ ଭୂମିକୁ କାହା ସହିତ ତୁଳନା କରାଯାଇଛି ?
#73. ମାଙ୍କଡମାନେ କେଉଁଠାରେ ଜହ୍ନକୁ ଦେଖିଲେ ?
#74. ପାନେ ଦେବାର ଅର୍ଥ -
#75. ଓଡ଼ିଶାର ପ୍ରଥମ ଜ୍ୟୋତିବିଜ୍ଞାନୀ କିଏ ?
#76. ମଧୁବାବୁଙ୍କୁ କେଉଁ ଉପାଧି ମିଳିଥିଲା ?
#77. କେଉଁମାନେ ବାନରସେନା ସାଜିଥିଲେ ?
#78. ଭକତି ଅନ୍ତରେ କିଏ ପରମେଶ୍ୱରଙ୍କୁ ଡାକୁଥିଲା ?
#79. ରାଜା ନରସିଂହ ଦେବ କେଉଁ ଦେବତାଙ୍କ ପୂଜାପାଇଁ ମନ୍ଦିରଟିଏ ତୋଳାଇଥିଲେ ?
#80. ନିମ୍ନ ଶବ୍ଦ ମଧ୍ୟରୁ କେଉଁଟି ଇଂରାଜୀ ଶବ୍ଦରୁ ଆସିନାହିଁ ?
#81. ନିମ୍ନ ଯୋଡି ଶବ୍ଦ ମଧ୍ୟରୁ କେଉଁଟି ଇଂରାଜୀ ଶବ୍ଦରୁ ଆସିନାହିଁ ?
#82. ' ବନ୍ଦେ ଉତ୍କଳ ଜନନୀ ' ର ରଚୟିତା କିଏ ?
#83. ନିମ୍ନ ଶବ୍ଦ ମଧ୍ୟରୁ କେଉଁଠି ଠିକ ?
#84. 'ଲୋଭୀ' ର ବିପରୀତ ଶବ୍ଦଟି କ'ଣ ?
#85. 'ନିକାଞ୍ଚନ' ଶବ୍ଦର ଅର୍ଥ କଣ ?
#86. ହିନ୍ଦୀ ଭାଷାକୁ ରାଷ୍ଟ୍ରଭାଷା କରାଯାଇହି, କାରଣ-
#87. ''ତାହାରି ପାଇଁ ଜୀବନ ଢାଳି ରଖିବା ଆମେ ତାହାରି ନାମ |'' - ଏହି ପଦ୍ୟାଶଟି କେଉଁ ପଦ୍ୟର ଅଟେ ?
#88. କେଉଁମାନଙ୍କୁ 'ପାଇକ' କୁହାଯାଉଥିଲା ?
#89. ସ|ନରୁ ବଡ ହେବାକୁ ହେଲେ କ'ଣ କରିବା ଆବଶ୍ୟକ ?
#90. କେଉଁ ରାଜ୍ୟରେ ଅକାଳ ମରୁଡି ପଡିଥିଲା ?
#91. ସୋମା ପାଣିରେ ବୁଡ଼ିଗଲାବେଳେ ତାକୁ କିଏ ରକ୍ଷା କଲା ?
#92. 'ସାନସିନା ଦାନ ତା ମହାନ' ଶବ୍ଦ ସହିତ କାହାର ସମ୍ପର୍କ ଅଛି ?
#93. ମଧୂବାରିଷ୍ଟରଙ୍କ ଜନ୍ମସ୍ଥାନର ନାମ କ'ଣ ?
#94. ଯେପରି 'ନିନ୍ଦା' ରୁ 'ନିନ୍ଦିତ' , ସେହିପରି 'ଚିନ୍ତା' ରୁ କ'ଣ ହେବ ?
#95. 'ଫୁଲର ଗୋଟିଏ ପ୍ରତିଶବ୍ଦ ହେଉଛି ...........
#96. ଦୁଇଟି ପାଖାପାଖି ଅଯୁଗ୍ମ ସଂଖ୍ୟର ବିଯୋଗଫଳ କେତେ ?
#97. 235 ରେ 3 ସ୍ଥାନୀୟମାନ କେତେ ?
#98. 19 କୁ ପୁରଣବାଚକ ସଂଖ୍ୟାରେ ଲେଖୀଲେ କେତେ ହେବ ?
#99. 8,0,1 ଅଙ୍କଗୁଡିକୁ ଥରେ ମାତ୍ର ବ୍ୟବହାର କରି ତିନିଙ୍କ ବିଶିଷ୍ଟ ଖୁଦ୍ରତମ ସଂଖ୍ୟାଟି କେତେ ?
#100. ଗୋଟିଏ ଯୁଗ୍ମ ଓ ଗୋଟିଏ ଅଯୁଗ୍ମ ସଂଖ୍ୟାର ଯୋଗଫଳ କେଉଁ ସଂଖ୍ୟା ହେବ ?
#101. 6ର 3 ଗୁଣ କେଉଁ ସଂଖ୍ୟାର 2 ଗୁଣ ସହ ସମାନ ?
#102. ତିନିଅଙ୍କ ବିଶିଷ୍ଟ ବୃହତମ ସଂଖ୍ୟାରୁ 1 ଵିୟୋଗକଲେ କେତେ ହେବ ?
#103. ବୃତ୍ତର ଶୀର୍ଷ ସଂଖ୍ୟା କେତେ ?
#104. ନିମ୍ନୋକ୍ତ ମଧ୍ୟରୁ କେଉଁଟି ସିଲିଣ୍ଡର ଆକୃତିର ?
#105. ନିମ୍ନୋକ୍ତ ସଂଖ୍ୟାକ୍ରମରେ ଚତୁର୍ଥ ସାଂଖ୍ୟଟି କେତେ ? 400, 350 ,300 .......
#106. କେଉଁ ଅଙ୍କକୁ ସେହି ଅଙ୍କରେ ମିଶାଇଲେ ଯାହା, ତା'ର ଗୋଣଫଳ ମଧ୍ୟ ତାହା ?
#107. 4 କି.ଗ୍ରା. 5 ଗ୍ରାମ = କେତେ ଗ୍ରାମ ?
#108. 1 ରୁ 20 ମଧ୍ୟରେ କେତୋଟି ମୌଳିକ ସଂଖ୍ୟା ଅଛି ?
#109. 80 ମିନିଟ = କେତେ ଘଣ୍ଟା କେତେ ମିନିଟ ?
#110. କୌଣସି ମାସର ମଙ୍ଗଳବାର ଦିନ 1 ତାରିଖ ହେଲେ , ସେହି ମାସର ଦ୍ୱିତୀୟ ଶନିବାର କେଉଁ ତାରିଖ ହେବ ?
#111. ଗୋଟିଏ ବର୍ଷରେ କେତୋଟି 31 ଦିନିଆ ମାସ ଅଛି ?
#112. ଗୋଟିଏ ଘଣ୍ଟାର ଘଣ୍ଟାକଣ୍ଟା 9 ଉପରେ ଓ ମିନିଟ କଣ୍ଟା 8 ହେଲେ ଉପରେ ଅଛି , ତେବେ ସମୟ କେତେ ?
#113. ସ୍କେଲ ପଟାର 1 ସେ.ମି. ଚିହ୍ନ ଓ 2 ସେ.ମି. ମଧ୍ୟରେ କେତୋଟି ଗାର ପଡିଥାଏ ?
#114. ସଂଖ୍ୟାଗୋଡିକ ଅଧଃକ୍ରମରେ ସଜାଇଲେ ପ୍ରଥମେ କି ପ୍ରକାର ସଂଖ୍ୟା ଲେଖିବାକୁ ହେବ ?
#115. ନିମ୍ନଲିଖିତ ମଧ୍ୟରୁ କେଉଁଟି ଭୁଲ ?
#116. ଗଣିତରେ କେତୋଟି ଅଙ୍କ ବ୍ୟବହାର କରାଯାଇଛି ?
#117. ନିମ୍ନଯୋଡ଼ିଙ୍କମାନଙ୍କ ମଧ୍ୟରୁ କେଉଁ ଯୋଡ଼ିଟି ଠିକ ?
#118. ଦୁଇଟି ସଂଖ୍ୟାର ଗୁଣଫଳ 720 | ସାନ ସଂଖ୍ୟା 12 ହେଲେ , ବଡ଼ ସଂଖ୍ୟାଟି କେତେ ?
#119. ଓଡ଼ିଶାର ରାଜଧାନୀ ଭୁବନେଶ୍ୱର କେଉଁ ଜିଲ୍ଲାରେ ଅବସ୍ଥିତ ?
#120. ଆମ ରାଜ୍ୟର ଜିଲ୍ଲା ସଂଖ୍ୟା କେତେ ?
#121. ଜିଲ୍ଲାର ମୁଖ୍ୟ କିଏ ?
#122. ଟ୍ରାଫିକ ଛକରେ କେଉଁ ରଙ୍ଗର ବତି ଜଳିଲେ ଗାଡି ରହିବ ?
#123. କେଉଁ ଗାଡ଼ିର ସତର୍କ ଘଣ୍ଟି ନଥାଏ ?
#124. ମାନଚିତ୍ରରେ ଉପରେ ପଟଟି କେଉଁ ଦିଗକୁ ସୂଚାଏ ?
#125. ସକାଳୁ ସୂର୍ଯ୍ୟଙ୍କ ଆଡକୁ ମୁହଁ କରି ଠିଆ ହେଲେ , ତୁମର ବାମପଟେ କେଉଁ ଦିଗକୁ ରହିବ ?
#126. ଡାକଘରେ କ'ଣ ମିଳେ ନାହିଁ ?
#127. ଦେୱାନୀ ଅଦାଲତରେ କେଉଁ ମୋକଦ୍ଧମା ବିଚାର କରାଯାଏ ?
#128. ସରପଞ୍ଚଙ୍କ କାର୍ଯ୍ୟକାଳ କେତେ ବର୍ଷ ?
#129. ଡାକ୍ତରଖାନାରେ ରୋଗୀସେବା କିଏ କରନ୍ତି ?
#130. ନିମ୍ନଲିଖିତ ମଧ୍ୟରୁ କେଉଁଟି ଅଲଗା ?
#131. କେଉଁଟି ବ୍ୟାଙ୍କର କାର୍ଯ୍ୟ ନୁହେଁ |
#132. ମାଟି ଜିନିଷ କିଏ ତିଆରି କେରେ ?
#133. ମହେଞ୍ଜୋଦାରୋ ବର୍ତ୍ତମାନ କେଉଁ ଦେଶରେ ଅବସ୍ଥିତ ?
#134. କେଉଁଟି କୁତ୍ରିମ ଜିନିଷ ଅଟେ ?
#135. ନିମ୍ନୋକ୍ତ ମଧ୍ୟରୁ କେଉଁଟି ନିର୍ଜୀବ ଅଟେ ?
#136. ଏକବର୍ଷରୁ କମ ବୟସ ବଞ୍ଚୁଥିବା ଗୋଟିଏ ଗଛ କିଏ ?
#137. ଆମ ଶରୀରର କେତେଭାଗ ଜଳଅଛି ?
#138. ସର୍ଵଭୁକ ପ୍ରାଣୀ
#139. ପୋଲିଓ ରୋଗହେଲେ, କେଉଁ ଅଙ୍ଗ ଅକାମୀ ହୋଇଯାଏ ?
#140. କେଉଁଟି ଜଳର ଗ୍ୟାସୀୟ ଅବସ୍ଥା ?
#141. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଅଲଗା ?
#142. ଦୁଇ ଫୁସଫୁସ ମଧ୍ୟରେ କ'ଣ ଥାଏ ?
#143. ପୃଥିବୀ ନିଜ ଚାରିପଟେ ବୁଲୁଥିବାରୁ ନିମ୍ନୋକ୍ତ ମଧ୍ୟରୁ କେଉଁଟି ହୁଏ ?
#144. ବାଘ : ଶିମିଳପାଳ :: ହାତୀ : ........
#145. ଯଦି ତାରକସି କାର୍ଯ୍ୟ କଟକ :: ଚାନ୍ଦୁଆ :...........
#146. କଳ୍ପନା ଚାୱଲା : ମହାକାଶଚାରୀ :: ପଦ୍ମିନୀ ରାଉତ :.......
#147. ଯଦି D = 4 , BAD =7 ହୁଏ , CAT = କେତେ ?
#148. 853, 742 , 631 , ........[ପରବର୍ତ୍ତୀ ସଂଖ୍ୟାଟି କେତେ ? ]
#149. 111 ପରି ଆଉ କେତୋଟି ସଂଖ୍ୟା ଅଛି ?
#150. ଯଦି BAT = ଖକନ ହୁଏ , ତେବେ CAP = କ'ଣ ?
#151. ଘଣ୍ଟାର ଘଣ୍ଟାକଣ୍ଟା 12 ଠାରୁ ଆରମ୍ଭ କରି ପୁଣି 12 ପାଖରେ ପହଞ୍ଚିବା ବେଳେକୁ ମିନିଟ କଣ୍ଟା କେତେଥର ଘୁରିବ ?
#152. ମାସର ପ୍ରଥମ ଗୁରୁବାର 5 ତାରିଖ ହେଲେ , ଦ୍ୱିତୀୟ ବୁଧବାର କେତେ ତାରିଖ ହେବ ?
#153. ମହାପ୍ରଭୁ ଜଗନ୍ନାଥଙ୍କ ରଥର ନାମ କ'ଣ ?
#154. ମୋ ସହିତ 16 ଯୋଗକର କିମ୍ବା 24 ରୁ ମୋତେ ବିୟୋଗ କର | ଉତ୍ତର ସର୍ବଦା ସମାନ ହେଲେ , ମୁ କିଏ ?
#155. କ୍ରମଟି ଦେଖି ପରବର୍ତ୍ତୀ କ୍ରମଟିରେ କ'ଣ ରହିବ ? II , III , IV , V ,
#156. 2 x 3 x 0 x 4 x 5 = କେତେ ?
#157. ଯଦି ବସ = ବସ ଷ୍ଟାଣ୍ଡ , ତେବେ ଉଡ଼ାଜାହାଜ = .........
#158. 'ସମୀର' କହିଲେ ପବନକୁ ବୁଝାଏ , ତେବେ 'ସମର' କହିଲେ କ'ଣ ବୁଝିବା ?
#159. ଖଘଚ , ଟଡ଼ଣ , ତଦନ , ଛଜଟ ମଧ୍ୟରୁ ଅଲଗା ଶବ୍ଦଟି ବାଛ |
#160. କେଉଁ ଗଛର ଫଳ ବାହାରେ ମଞ୍ଜି ଥାଏ ?
#161. 'କ' 'ଖ' ର ପୁଅ | 'ଗ' 'ଖ' ର ଭାଇ ହେଲେ , 'କ' 'ଗ' ର କ'ଣ ହେବ ?
#162. ରମେଶ ଓ ଉମେଶ ହକି ଓ ଫୁଟବଲ ଖେଳନ୍ତି | ଉମେଶ ଓ ସୁରେଶ ଫୁଟବଲ ଓ କ୍ରିକେଟ ଖେଳନ୍ତି | କିଏ ଏହି ତିନୋଟିଯାକ ଖେଳ ଖେଳନ୍ତି ?
#163. କେଉଁଠାରେ ଅକାଳ ମରୁଡ଼ି ପଡ଼ିଥିଲା ?
#164. କେଉଁ ଅଞ୍ଚଳ ବ୍ୟତୀତ ଓଡ଼ିଶାରେ ସବୁ ସ୍ଥାନ ଇଂରେଜମାନଙ୍କ ଦଖଲକୁ ଯାଇଥିଲା ?
#165. କୋଣାର୍କ ମନ୍ଦିରରେ କେତୋଟି ପଥର ଘୋଡ଼ା ଅଛି ?
#166. ନିମ୍ନ ଶବ୍ଦ ମଧ୍ୟରୁ କେଉଁଟି ଯୋଡ଼ି ଶବ୍ଦ ନୁହେଁ ?
#167. ଯେପରି ’ପାଠ’ ରୁ ’ପଠିତ’, ସେହିପରି ଚିନ୍ତାରୁ କ'ଣ ହେବ?
#168. ଶୁଦ୍ଧ ବନାନଟି ବାଛ।
#169. ଓଡ଼ିଶାର 'ବାଘ' ଅଭୟାରଣ୍ୟ କେଉଁଠାରେ ଅଛି ?
#170. ବୀରକିଶୋରଙ୍କୁ କେଉଁ ଉପାଧି ମିଳିଥିଲା ?
#171. ସାଧବମାନେ କେଉଁ ମାସରେ ବୋଇତରେ ଦୂର ଦେଶକୁ ବେପାର ବଣିଜ କରିବାକୁ ଯାଉଥିଲେ?
#172. ଲୋକେ ତ ଆମର ବଳ,ଲୋକେ ତ ଆମର ଶକ୍ତି-ଏକଥା କିଏ କାହାକୁ କହିଥିଲେ?
#173. ପଠାଣି ସାମନ୍ତ କେଉଁ ଉପାଧି ପାଇଥିଲେ?
#174. 'ବଣ ଅଦାଲତ' ପ୍ରସଙ୍ଗରେ ମନ୍ତ୍ରୀ କିଏ ଥିଲେ ?
#175. କେଉଁଟି 'ମଣିଷ'ର ପ୍ରତିଶବ୍ଦ ନୁହେଁ ?
#176. କେଉଁ ନାମଟି ସପ୍ତର୍ଷି ମଣ୍ଡଳରେ ଥିବା ତାରାମାନଙ୍କର ନୁହେଁ ?
#177. ମିଳନର ବିପରୀତ ଶବ୍ଦ ନିମ୍ନଲିଖିତ ଶବ୍ଦଗୁଡ଼ିକ ମଧ୍ୟରୁ କେଉଁଟି ?
#178. କେରଳ ରାଜ୍ୟର ଲୋକେ କେଉଁ ଭାଷାରେ କଥାବାର୍ତ୍ତା ହୁଅନ୍ତି ?
#179. ' ସଇନ' ଶବ୍ଦର ଗଦ୍ଯରୂପ ହେଲା-
#180. 'ଧର୍ମ'ର ପଦ୍ଯ ରୂପ କ'ଣ ହେବ ?
#181. ଯେପରି ମଧୁର-ଗାନ, ସେହିପରି ଗହଳ-
#182. କୋଣାର୍କର ସୂର୍ଯ୍ୟ ମନ୍ଦିର ଆକାର କିପରି ?
#183. ତୁମେ ପଢୁଥିବା ତୃତୀୟ ଶ୍ରେଣୀ ସାହିତ୍ୟ ବହିର ନାମ କ'ଣ ?
#184. ଓଡ଼ିଶାର ପ୍ରଥମ ଜ୍ୟୋତିର୍ବିଜ୍ଞାନୀ କିଏ ?
#185. ହିନ୍ଦୀ ଭାଷାକୁ ରାଷ୍ଟ୍ର ଭାଷା କରାଯାଇଛି କାରଣ-
#186. 'ଭାଇ ମୋତେ କ୍ଷମା କର'-ଏକଥା କିଏ କାହାକୁ କହିଥିଲେ ?
#187. "ସାନ ସିନା ଦାନ ତା' ମହାନ"-ଏ ବିଷୟରେ କାହାର ଦାନକୁ ମହାନ ବୋଲି କୁହାଯାଇଛି ?
#188. ଗୋଟିଏ ଇଟାର ଧାର ସଂଖ୍ୟା ଶୀର୍ଷ ସଂଖ୍ୟାଠାରୁ କେତେ ଅଧିକ ?
#189. ନିମ୍ନଲିଖିତ ମଧ୍ୟରୁ କେଉଁଟି କୋନ୍ ଆକୃତି ବସ୍ତୁର ଉଦାହରଣ ନୁହେଁ ?
#190. ୧୫ ରୁ ୫ ଗୁଣ କେଉଁ ସଂଖ୍ୟାର ୨୫ ଗୁଣ ସହ ସମାନ ?
#191. ଗୋଟିଏ ମାସର ପ୍ରଥମ ରବିବାର ୩ ତାରିଖରେ ପଡ଼ିଲେ ତୃତୀୟ ରବିବାର କେତେ ତାରିଖରେ ପଡ଼ିବ ?
#192. ସମସ୍ତ ଅଙ୍କ ସମାନ ଥାଇ କେତୋଟି ତିନି ଅଙ୍କ ବିଶିଷ୍ଟ ସଂଖ୍ୟା ଗଢ଼ି ହେବ ?
#193. ଭାଜ୍ୟ =୩୦୬,ଭାଗଶେଷ=୬ ଓ ଭାଗଫଳ =୩୦ ହେଲେ ଭାଜକ କେତେ ?
#194. କୈଳାସ କଳାପଟାରେ ୬୫ ଲେଖିଥିଲା। ମିତା ସେଥିରୁ ୫ ଲିଭାଇ ଦେଲା, ନୂଆ ସଂଖ୍ୟା ଟି ମୂଳ ସଂଖ୍ୟାଠାରୁ କେତେ କମ୍ ?
#195. ୩୦୦ ଯେଉଁ ସଂଖ୍ୟାର ପରବର୍ତ୍ତୀ ସଂଖ୍ୟା ତା'ର ପୂର୍ବବର୍ତ୍ତୀ ସଂଖ୍ୟା କେତେ ?
#196. ଗୋଟିଏ ଅଧିବର୍ଷର ସମ୍ପୂର୍ଣ୍ଣ ଦିନ ସଂଖ୍ୟା କେତେ ?
#197. ଦୁଇ ଅଙ୍କ ବିଶିଷ୍ଟ କ୍ଷୁଦ୍ରତମ ସଂଖ୍ୟାରୁ କେତେ ବିୟୋଗ କଲେ ତାହା ୧ ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ହେବ ?
#198. ୯୭୯ ରେ ୭ ର ସ୍ଥାନୀୟମାନ ଓ ସାଧାରଣ ମାନ ମଧ୍ୟରେ ପାର୍ଥକ୍ୟ କେତେ ?
#199. କ୍ୟାଲେଣ୍ଡରରେ କେଉଁ ପାଖାପାଖି ୨ ଟି ମାସର ଦିନ ସଂଖ୍ୟା ୩୧ ଲେଖାଏଁ ଅଟେ ?
#200. ତୁମ ଅଞ୍ଚଳରେ ଦିନରେ ୨ ଘଣ୍ଟା ୪୫ ମିନିଟ୍ ଓ ରାତିରେ ୧ ଘଣ୍ଟା ୩୦ ମିନିଟ୍ ବିଦ୍ୟୁତ୍ ସରବରାହ ବନ୍ଦ ରହେ। ତେବେ କେତେ ସମୟ ବିଦ୍ୟୁତ୍ ସରବରାହ ବନ୍ଦ ରୁହେ ?
#201. ଗୋଟିଏ ସଂଖାର ପରବର୍ତ୍ତୀ ଓ ପୂର୍ବବର୍ତ୍ତୀ ସଂଖ୍ୟା ମଧ୍ୟରୁ କେଉଁଟି ବଡ଼ ?
#202. ୨୧ ର ପୂରଣ ବାଚକ ସଂଖ୍ୟା ଲେଖ ?
#203. ଗୋଟିଏ ନିର୍ବାଚନରେ ଦୁଇଜଣ ପ୍ରାର୍ଥୀ ମଧ୍ୟରୁ ରାମବାବୁ ୩୪୨, ଅଶୋକ ବାବୁ ୫୩୨ ଖଣ୍ଡ ଭୋଟର ପାଇଲେ ଓ ୪୨ ଖଣ୍ଡ ଭୋଟ୍ ନାକଚ୍ ହୋଇଗଲା ତେବେ କେତେ ଜଣ ଭୋଟର ଭୋଟ୍ ଦେଇଥିଲେ ?
#204. ୧୦ କି. ଗ୍ରା. ୫୦ ଗ୍ରାମ୍ = କେତେ ଗ୍ରାମ ?
#205. ଯୁଗ୍ମ ସଂଖ୍ୟାର ଏକକ ଘରେ କେଉଁ ଅଙ୍କଟି ନ ଥାଏ ?
#206. ୧ ରୁ ୧୦ ମଧ୍ୟରେ କେତୋଟି ଅଯୁଗ୍ମ ସଂଖ୍ୟା ଅଛି ?
#207. ଗୁଣନ ହେଉଛି ବାରମ୍ବାର _।
#208. ଗୋଟିଏ କାନ୍ଥ ଘଣ୍ଟାରେ ଘଣ୍ଟା କଣ୍ଟା ୪ ଓ ୫ ମଝିରେ ଅଛି, ମିନିଟ୍ କଣ୍ଟା ୬ ଉପରେ ଅଛି। ତେବେ ସମୟ କେତେ ହୋଇଛି ?
#209. କେଉଁଟି ଅଲଗା ?
#210. ନିମ୍ନଲିଖିତ ମଧ୍ୟରୁ କିଏ ଆମ ସୌରଜଗତରେ ନାହିଁ ?
#211. ଜମିର ଖଜଣା ଆଦାୟ କରିବା କାହାର କାମ ?
#212. ଜିଲ୍ଲାର ଶିକ୍ଷାର ପ୍ରସାର ଓ ଶିକ୍ଷା ଉନ୍ନତିର ମୁଖ୍ୟ କିଏ ?
#213. ନିମ୍ନୋକ୍ତ ମଧ୍ୟରୁ କେଉଁଟି ବିଶୋଧକ ନୁହେଁ ?
#214. କେଉଁଟି ଆମର ପରିପାକ କ୍ରିୟାର ଅଂଶ ଅଟେ ?
#215. ଜେବ୍ରାକ୍ରସିଂ ଦେଇ କେଉଁମାନେ ରାସ୍ତା ପାରି ହୁଅନ୍ତି ?
#216. ଆମ ଶରୀରରେ କେତେ ଭାଗ ଜଳ ଅଛି ?
#217. ସିନ୍ଧୁ ସଭ୍ୟତା କେଉଁ ସହରରେ ଗଢ଼ି ଉଠିଥିଲା ?
#218. ଅଦାର କେଉଁ ଅଂଶଟି ଆମେ ଖାଉ ?
#219. କେତେ ବର୍ଷରୁ କମ୍ ବୟସର ପିଲାଙ୍କୁ ଶ୍ରମିକ ଭାବେ ଖଟାଇବା ଦଣ୍ଡନୀୟ ଅପରାଧ ?
#220. ନିମ୍ନୋକ୍ତ ମଧ୍ୟରୁ କେଉଁଟି ଗୋଟିଏ ସମ୍ବେଦନଶୀଳ ଲତା ?
#221. କେଉଁଟି ପୌର ପରିଷଦର କାମ ନୁହେଁ ?
#222. ଏଗୁଡ଼ିକ ମଧ୍ୟରୁ କିଏ ପ୍ରାକୃତିକ ?
#223. ପୂର୍ବ ଦିଗକୁ ଚାହିଁଲେ ଡାହାଣ ହାତ କେଉଁ ଦିଗକୁ ରହିବ ?
#224. ଓଡ଼ିଶା ରାଜ୍ୟର ଉଚ୍ଚ ନ୍ୟାୟାଳୟ କେଉଁଠାରେ ଅଛି ?
#225. ରୋଗୀର ପ୍ରଶ୍ଵାସ ନେବାରେ କଷ୍ଟ ହେଲେ କ'ଣ ଦିଆଯାଏ ?
#226. ଘରେ ନିଆଁ ଲାଗିଲେ କେଉଁ ନମ୍ବରକୁ ଫୋନ୍ କରାଯାଏ ?
#227. ଉଦ୍ଭିଦ ଖାଦ୍ୟ ପ୍ରସ୍ତୁତି ସମୟରେ କେଉଁ ଗ୍ୟାସ୍ ଗ୍ରହଣ କରେ ?
#228. ବ୍ୟାଙ୍କର ଗ୍ରାହକମାନଙ୍କ ସୁବିଧା ଅସୁବିଧା ବୁଝିବା କାହାର କାମ ?
#229. ନିମ୍ନଲିଖିତ ମଧ୍ୟରୁ କେଉଁଟି ମସୃଣ ନୁହେଁ ?
#230. ଏମାନଙ୍କ ମଧ୍ୟରୁ କିଏ ଖାଦ୍ୟକୁ ପ୍ରଥମେ ଗିଳି ପକାନ୍ତି ଓ ପରେ ସେହି ଖାଦ୍ୟକୁ ପାଟିକୁ ଆଣି ପାକୁଳି କରନ୍ତି ?
#231. ପୃଥିବୀର ନିକଟତମ ତାରକା କିଏ ?
#232. କେଉଁ ଗଛରେ ଫୁଲ ହୁଏ ନାହିଁ ?
#233. ସହରାଞ୍ଚଳ ଉନ୍ନତି ପାଇଁ କେଉଁ ସଂସ୍ଥା ଉଦ୍ଦିଷ୍ଟ ନୁହେଁ ?
#234. କେଉଁ ଦିବସ ସହ ଚାଚା ନେହେରୁଙ୍କ ସମ୍ପର୍କ ରହିଛି ?
#235. ଜଗନ୍ନାଥଙ୍କର ରଥର ନାମ କ'ଣ ?
#236. ତୁମ ମାଆଙ୍କ ବଡ଼ ଭଉଣୀଙ୍କ ଝିଅ ତୁମର କ'ଣ ହେବ ?
#237. ପ୍ରାର୍ଥନା କ୍ଲାସରେ ତମର ଡାହାଣରେ ଯେତିକି ପିଲା ଅଛନ୍ତି ବାମରେ ମଧ୍ୟ ସେତିକି ପିଲା ଅଛନ୍ତି, ପଡ଼ିଆରେ ଯଦି ମୋଟ ୨୭ ଜଣ ପିଲା ଥାଆନ୍ତି ତେବେ ତୁମର ସ୍ଥାନ କେଉଁଟି ?
#238. ଯଦି ICE =935, CAB=312 ତେବେ BAG କେତେ ?
#239. ନିମ୍ନଲିଖିତ ମଧ୍ୟରୁ କେଉଁଟି ଡାକ୍ତରଖାନା ସହ ସଂପୃକ୍ତ ?
#240. କାର୍ତ୍ତିକ ମାସ ଓ ମାର୍ଗଶିର ମାସକୁ ନେଇ କେଉଁ ଋତୁ ହୋଇଥାଏ ?
#241. ଦର୍ପଣରେ 'b' ର ପ୍ରତିବିମ୍ବ କିପରି ହେବ ?
#242. ଉତ୍କଳମଣି =ଗୋପବନ୍ଧୁ, ଉତ୍କଳ କେଶରୀ=_ ?
#243. କେଉଁଟି ତୃଣଭୋଜୀ ପଶୁ ?
#244. ଭାରତୀ ଓ ପ୍ରଭାତୀ ଦୁଇ ଭଉଣୀ,ଭାରତୀର ପୁଅ ପ୍ରଶାନ୍ତ।ପ୍ରଭାତୀର ବାପା ପ୍ରଶାନ୍ତର କ'ଣ ହୁଅନ୍ତି ?
#245. ନିମ୍ନଲିଖିତ ମଧ୍ୟରୁ କେଉଁଥିରୁ ବିଜୁଳି ଉତ୍ପାଦନ କରାଯାଏ ?
#246. ଓଡ଼ିଶାରେ ପକ୍ଷୀ ଅଭୟାରଣ୍ୟ କେଉଁଠାରେ ଅଛି ?
#247. ୩୨, ୧୬, ୮, ୪, _ ,_
#248. ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକ ଧର୍ମଗ୍ରନ୍ଥ ନୁହେଁ ?
#249. ଓଡ଼ିଶାର ବୃହତ୍ତମ ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?
#250. ଚିଲିକା ମଝିରେ ଥିବା ପ୍ରସିଦ୍ଧ ଦେବୀପୀଠର ନାମ କ'ଣ ?
#251. ନିମ୍ନଲିଖିତ ଚାରୋଟି ପଦାର୍ଥ ମଧ୍ୟରୁ କେଉଁଟି ଅନ୍ୟ ତିନୋଟି ଠାରୁ ଅଲଗା ?
#252. ଇଂରାଜୀ ବର୍ଷର ସପ୍ତମ ମାସର ଦିନ ସଂଖ୍ୟା କେତେ ?
#253. ନିମ୍ନଲିଖିତ ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ କାହାର ଜନ୍ମ କେନ୍ଦୁଝର ଜିଲ୍ଲାରେ ?
#254. ପଠାଣି ସାମନ୍ତ କାଠ ଓ ବାଉଁଶ ନଳୀ ସାହାଯ୍ୟରେ ଉଦ୍ଭାବନ କରିଥିବା ଯନ୍ତ୍ରର ନାମ କ'ଣ ?
#255. କେଉଁ ମାସରେ ସାଧବମାନେ ବିଦେଶରୁ ବୋଇତରେ ଫେରୁଥିଲେ ?
#256. ଆମ ରାଜ୍ୟର କେଉଁ ଠାରେ ବନ୍ଦର ଅଛି ?
#257. କେରଳର ପ୍ରଚଳିତ ଭାଷାର ନାମକୁ କ'ଣ କୁହାଯାଏ ?
#258. ବଣ ଅଦାଲତ ସମୟରେ ଉଚ୍ଚ ପଥର ଚଟାଣ ଉପରେ କିଏ ବସିଥିଲେ ?
#259. 'ବିଭବ' ର ସମାନ ଅର୍ଥ ବୁଝାଉଥିବା ଶବ୍ଦଟିକୁ ବାଛ ।
#260. କେଉଁ ମାନେ ଅନ୍ୟର ଘରକୁ ଉଜାଡ଼ି ନିଜ ଘରକୁ ସଜାଡି ଥାଆନ୍ତି ?
#261. କୋଣାର୍କ ମନ୍ଦିର କେଉଁ ନଦୀ ମୁହାଣରେ ତୋଳା ହୋଇଥିଲା ?
#262. ଲୋକେ ତ ଆମର ବଳ, ଲୋକେ ତ ଆମର ଶକ୍ତି।ଏ ଉକ୍ତି ଟି କାହାର ?
#263. ନିମ୍ନୋକ୍ତ ମଧ୍ୟରୁ' ମିଳନ ' ର ବିପରୀତ ଶବ୍ଦ ଟି ହେଉଛି .........
#264. ମନସ୍ଥ କରିବାର ଅର୍ଥ କ'ଣ ?
#265. କେଉଁଟି ଯୋଡ଼ି ଶବ୍ଦ ନୁହଁ ?
#266. ଠିକ୍ ଶବ୍ଦଟି କୁ ବାଛି ଲେଖିବ ।
#267. ଯେପରି ଉଦୟରୁ ଉଦିତ, ସେହିପରି ସ୍ନାନରୁ _ ।
#268. ନିମ୍ନ ଯୋଡ଼ି ମଧ୍ୟ ରୁ କେଉଁ ଟି ଭୁଲ୍ ?
#269. କେଉଁ ଟି ଜଳର ପ୍ରତିଶବ୍ଦ ନୁହେଁ ?
#270. ଭକତି ଅନ୍ତରେ କିଏ ପରମେଶ୍ଵରକୁ ଡାକୁଥିଲା ?
#271. ପଲ୍ଲୀର ଅର୍ଥ କ'ଣ ?
#272. ପାନେ ଦେବାର ଅର୍ଥ କେଉଁ ଟି ଠିକ୍ ?
#273. ଲୁଣ ଛାଡିଲେ ବେମାରରୁ ସୁଫଳ ମିଳେ ବୋଲି ଗାନ୍ଧିଜୀ କେଉଁ ଠାରୁ ଜାଣିଥିଲେ ?
#274. କେଉଁ ନାମଟି ସପ୍ତର୍ଷି ମଣ୍ଡଳର ତାରାଙ୍କ ନାମ ନୁହଁ ?
#275. 'ବନ୍ଦେ ଉତ୍କଳ ଜନନୀ' କବିତାର କବି କିଏ ?
#276. ସଠିକ୍ ବନାନ୍ ଟି ବାଛି ଲେଖ ।
#277. ମାଙ୍କଡ଼ମାନଙ୍କ ଯୋଜନାକୁ କିଏ ଶୁଣିନେବ ବୋଲି ସେମାନେ ଭାବିଲେ ?
#278. ଗୋଟିଏ ତିନିଅଙ୍କ ବିଶିଷ୍ଟ ସଂଖ୍ୟାର ଦଶକ ସ୍ଥାନର ଅଙ୍କ ଏକକ ସ୍ଥାନ ଅଙ୍କର ୩ ଗୁଣ।ଶତକ ସ୍ଥାନର ଅଙ୍କ ଦଶକ ସ୍ଥାନ ଅଙ୍କର ଅଧା।ଏକକ ସ୍ଥାନର ଅଙ୍କ ୨ ହେଲେ ସଂଖ୍ୟାଟି କେତେ ?
#279. ତୁମ ବାପାଙ୍କ ବୟସ ତୁମ ମାଆଙ୍କ ବୟସଠାରୁ ୫ ବର୍ଷ ଅଧିକ ତୁମ ମାଆ ତୁମଠାରୁ ୨୫ ବର୍ଷ ବଡ଼। ବର୍ତ୍ତମାନ ତୁମର ବୟସ ୧୦ ବର୍ଷ ହେଲେ ତୁମ ବାପାଙ୍କ ବୟସ କେତେ ?
#280. ୪୦୦ ସଂଖ୍ୟାଟି ୫୦ ଠାରୁ ଯେତିକି ଅଧିକ କେଉଁ ସଂଖ୍ୟାଟି ୫୦୦ ଠାରୁ କେତେକ କମ୍? ?
#281. ୬ କୁ କେତେ ଥର ଯୋଗ କଲେ ୧୦ ର ୩ ଗୁଣ ସହିତ ସମାନ ହେବ ?
#282. ୫ ଟଙ୍କା ୫୦ ପଇସାକୁ ପଇସାରେ ପରିଣତ କଲେ କେତେ ହେବ ?
#283. ଦୁଇ ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଏବଂ କ୍ଷୁଦ୍ରତମ ସଂଖ୍ୟାର ଗୁଣଫଳ କେତେ ?
#284. କେଉଁ ଜ୍ୟାମିତିକ ଉକ୍ତିଟି ଭୁଲ୍ ଚିହ୍ନାଅ ।
#285. ଏ ବର୍ଷ ଶିଶୁ ଦିବସ ନଭେମ୍ବର ୧୪ ତାରିଖ ଶୁକ୍ରବାରରେ ପଡ଼ିଲା। ଆସନ୍ତା ମାସର ୧୪ ତାରିଖ ଅର୍ଥାତ୍ ଡିସେମ୍ବର ୧୪ ତାରିଖ କେଉଁ ବାରରେ ପଡ଼ିବ ?
#286. ଇଂରାଜୀ କ୍ୟାଲେଣ୍ଡରରେ କେତୋଟି ମାସ ୩୧ ଦିନିଆ ପଡେ ?
#287. କେଉଁ ତିନୋଟି କ୍ରମିକ ସଂଖ୍ୟାର ଗୁଣଫଳ ୪୮୦ ?
#288. ଭାଜକ = ୫, ଭାଗଫଳ = ୧୦, ଭାଗଶେଷ = ୨ ହେଲେ ଭାଜ୍ୟ = କେତେ ?
#289. ତୁମ ଗଣିତ ବହିରେ କେତେ ପ୍ରକାର ବଟକରା କଥା କୁହାଯାଇଛି ଲେଖ।
#290. ୬୧୪୩ରେ ଏକକ ଓ ଶତକ ଘର ଅଙ୍କକୁ ବଦଳାଇ ଦେଲେ ନୂତନ ସଂଖ୍ୟାଟି କେତେ ଅଧିକ ବା କମ୍ ହେବ ?
#291. ୫ ଘଣ୍ଟା ୩୦ ମିନିଟ୍ କେତେ ମିନିଟ୍ ?
#292. କେଉଁ ସଂଖ୍ୟାର ୨ ଗୁଣ ଓ ୩ ଗୁଣର ବିୟୋଗଫଳ ୧୬ ହେବ ?
#293. ଘଣ୍ଟାରେ କେତେବେଳେ ତିନୋଟିଯାକ କଣ୍ଟା ଏକାଠି ହୁଅନ୍ତି ?
#294. ୧୦୨୪ରେ ୨ ର ସ୍ଥାନୀ଼ମାନ ଓ ସାଧାରଣ ମାନର ଯୋଗଫଳ କେତେ ?
#295. ତୁମ ବୟସର ପିଲା ପାଇଁ ଯଦି ପ୍ୟାଣ୍ଟ ତିଆରିରେ ୮୦ ସେ.ମି. କପଡ଼ା ଓ ସାର୍ଟ ତିଆରିରେ ୧ମି.୫୦ ସେ.ମି. କପଡ଼ା ଆବଶ୍ୟକ ତେବେ ତୁମେ ଓ ତୁମ ସାଙ୍ଗ ପାଇଁ ମୋଟରେ ପ୍ୟାଣ୍ଟ ଓ ସାର୍ଟ କେତେ କପଡ଼ା ଆବଶ୍ୟକ ?
#296. ବିଦ୍ୟାଳୟରେ ପାଠପଢ଼ା ୧୦ ଟା ୩୦ ମିନିଟ୍ ରେ ଆରମ୍ଭ ହୋଇ ୪ ଟା ୩୦ ମିନିଟ୍ ରେ ଶେଷ ହୁଏ ଏବଂ ମଝିରେ ୪୫ ମିନିଟ୍ ମଧ୍ୟାହ୍ନ ଭୋଜନ ବିରତି ହୁଏ। ତେବେ ସମୁଦାୟ ପାଠପଢ଼ା କେତେ ସମୟ ହୁଏ ?
#297. ୨୦୦ ଗ୍ରାମ୍ ବଟକରାରେ କେତେଥର ଓଜନ କଲେ ୧ କି.ଗ୍ରା.୨୦୦ ଗ୍ରାମ୍ ଓଜନର ଜିନିଷ ଓଜନ ହୋଇପାରିବ ?
#298. ତୁମ ଜ୍ୟାମିତି ବାକ୍ସରେ ଥିବା ସ୍କେଲରେ କେତେ ଥର ମାରିଲେ ୪୫ ସେ.ମି. ହେବ ?
#299. କୋନ୍ ଆକୃତିର ବସ୍ତୁ କେଉଁଟି ?
#300. ୨୦ ରେ ଯେତେଥର ଅଛି କେତେରେ ୧୪ ସେତେଥର ଅଛି ?
#301. ଧାଡ଼ିରେ ରହିବା ନିୟମଟି କେଉଁଠାରେ ଉପଯୋଗୀ ?
#302. ଗ୍ରାମାଞ୍ଚଳ ଲୋକଙ୍କୁ ସ୍ଵାସ୍ଥ୍ୟ ସେବା ଯୋଗାଇବା କାହାର କାର୍ଯ୍ୟ ?
#303. କେଉଁ ଫୋନ୍ ନମ୍ୱରଟି ଅଲଗା ?
#304. ବର୍ତ୍ତମାନ କେଉଁ କାମ ଡାକଘରେ ହେଉନାହିଁ ?
#305. ଆମ ଦେଶର କେଉଁ ଦିଗରେ ଆମ ରାଜ୍ୟ ଅବସ୍ଥିତ ?
#306. ଆଦିମ ମଣିଷ ପ୍ରଥମେ କିପରି ନିଆଁକୁ ବାହାର କଲା ?
#307. ସବ୍ ଡିଭିଜନର ମୁଖ୍ୟ କିଏ ଅଟନ୍ତି ?
#308. ଟ୍ରାଫିକ ପୋଷ୍ଟରେ ଦେଖାଯାଉଥିବା ହଳଦିଆ ରଙ୍ଗର ଅର୍ଥ କ'ଣ ?
#309. କିଏ ଭାରତର ମହିଳା ମହାକାଶଚାରୀ ଅଟନ୍ତି ?
#310. ଗ୍ରାମାଞ୍ଚଳର ସ୍ୱାୟତ୍ତ ଶାସନ ସଂସ୍ଥା କିଏ ଅଟନ୍ତି ?
#311. ଜେବ୍ରା କ୍ରସିଂ କେଉଁମାନଙ୍କ ପାଇଁ ମୁଖ୍ୟତଃ ଉଦ୍ଦିଷ୍ଟ ଅଟେ ?
#312. କେଉଁଟି ଆମ ମୟୂରଭଞ୍ଜର ପଡୋଶୀ ଜିଲ୍ଲା ଅଟେ ?
#313. ଷ୍ଟେଥୋସ୍କୋପ୍ କିଏ ବ୍ୟବହାର କରନ୍ତି ?
#314. କେତେ ବର୍ଷ ସର୍ବନିମ୍ନ ବୟସ ହେଲେ ଜଣେ ବ୍ୟକ୍ତି ସାଧାରଣ ନିର୍ବାଚନରେ ଭୋଟ ଦେଇପାରିବେ ?
#315. ଉଦ୍ଭିଦ କେଉଁ ସମୟରେ ଅମ୍ଳଜାନ ଛାଡେ ନାହିଁ ?
#316. କେଉଁ ଉଦ୍ଭିଦଟି ଗୁଚ୍ଛମୂଳ ଅଟେ ?
#317. କେଉଁଟି ଆମ ପରିପାକ କ୍ରିୟାର ଅଂଶ ଅଟେ ?
#318. କେଉଁ ଗଛରେ ଫୁଲ ହୁଏ ନାହିଁ ?
#319. ଖରାପ ବା ଦୂଷିତ ଜଳ ପିଇଲେ କି ରୋଗ ହେବ ?
#320. ନିମ୍ନ ଲକ୍ଷଣ ମଧ୍ୟରୁ କେଉଁଟି ପ୍ରାଣୀ ଠାରେ ଦେଖାଯାଏ ନାହିଁ ?
#321. ନିଜ ଚାରିପଟେ ପୃଥିବୀ ଘୂର୍ଣ୍ଣନର ଦିଗ କେଉଁଟି ?
#322. ବିଶ୍ବ ଜଳ ସଂରକ୍ଷଣ ଦିବସଟି ହେଉଛି ...........
#323. କେଉଁଟି ଜଳ ବିଶୋଧକ ନୁହେଁ ?
#324. ନିମ୍ନୋକ୍ତ ମଧ୍ୟରୁ କେଉଁଟି ବସ୍ତୁର ଗୁଣକୁ ବୁଝାଏ ?
#325. ଯେଉଁ ନାଡି ଦେଇ ରକ୍ତ ପ୍ରବାହ ହୃତପିଣ୍ଡରୁ ଘଟେ ତାହା _ ଅଟେ।
#326. ଯଦି ' ପ' =୧, 'ଫ' =୨, 'ବ'=୩,'ଭ' =୪,'ମ'=୫ ହୁଏ ତେବେ 'ମ୍ପ' =କେତେ ହେବ ?
#327. ବାପୁନ୍ ର ଭଉଣୀ ମାଳତୀ ଅଟେ।ମାଳତୀଙ୍କ ପୁଅ ଶିବୁନ୍। ବାପୁନ୍ ର ବାପା ଶିବୁନ୍ ର କ'ଣ ହେବେ ?
#328. କେଉଁଟି ମୟୂରଭଞ୍ଜର ପଡୋଶୀ ଜିଲ୍ଲା ନୁହେଁ ?
#329. ତଳେ ଥିବା କେଉଁ ଦୁଇଟି ଇଂରାଜୀ ଅକ୍ଷରର ଛବି ଆଇନାରେ ଦେଖିଲେ ବଦଳିଯିବ ?
#330. କେଉଁ ଗଛର ଫୁଲ ରାତିରେ ଫୁଟି ସକାଳ ବେଳକୁ ଝଡ଼ି ତଳେ ପଡ଼ିଥାଏ ?
#331. ଯେପରି ' ବିରାଟ କୋହଲି ' ଜଣେ ଖେଳାଳି ସେପରି ' ଅଫ୍ ଦୁଲ କଲାମ ' ଜଣେ କ'ଣ ?
#332. ସୀତ, ଗୀତାଠାରୁ ବଡ଼, କିନ୍ତୁ ମିତାଠାରୁ ସାନ । ଗୀତା ଓ ତାହାର ସାଙ୍ଗ ଲୀତା ଏକା ବୟସର। ତେବେ ଲୀତା ଓ ମିତା ମଧ୍ୟରେ ସାନ କିଏ ?
#333. ତଳ ଉଦାହରଣ ଯୋଡ଼ା ଦେଖି ଚାରିଯୋଡା ମଧ୍ୟରୁ କେଉଁଟି ଠିକ୍ ଓ ଖାଲି ଘରେ ଲେଖାଯିବ ? ରୋଗୀ : ଡାକ୍ତର : : _ ।
#334. ମରୁଭୂମି : ଓଟପକ୍ଷୀ : : ନଈ : _ ।
#335. ତୁମେ ତୁମ ଘରୁ ବାହାରି ଠିକ୍ ଉତ୍ତର ଦିଗକୁ ୨ କି,ମି, ଚାଲି ଚାଲି ଗଲ। ସେଠାରୁ ପଛକୁ ବୁଲିପଡ଼ି ସିଧା ୩ କି,ମି, ଫେରି ଠିଆହୋଇଛ। ଏବେ ତୁମେ ଘରଠାରୁ କେଉଁ ଦିଗରେ ଠିଆହୋଇଛ ?
#336. କୋଭିଡ-୧୯ ଭୂତାଣୁ ସଂକ୍ରମଣ ନ ହେବା ପାଇଁ ତଳେ ଥିବା କେଉଁ କଥାଟି ସମ୍ପୂର୍ଣ୍ଣ ଠିକ୍ ନୁହେଁ ?
#337. 'ପାରା' କିପରି ଖାଏ ?
#338. ଶିମିଳିପାଳ: ବାଘ : : ଯଶୀପୁର: _।
#339. କ'ଣ କଲେ ବାୟୁ ପ୍ରଦୂଷଣ ହୁଏ ?
#340. ଗୋଟିକୁ ଗୋଟି _ ଫୁଟି, କୋଳେ ତା' ଲୋଟି ଉଠଇ ହସି ।
#341. ଜନ୍ମଭୂମିର ପାଦ କିଏ ଧୋଇ ଦିଏ ?
#342. କାହାକୁ ଧରିପାରିବା ନାହିଁ ?