Class 3 Bruti MIL Question MCQ

Class 3 Bruti MIL Question MCQ | Free PDF

Facebook
Telegram
WhatsApp
LinkedIn

Class 3 Bruti MIL Question MCQ : The question no more remains unanswered as the article brings all the related information for the test and you can also download the answer section here. The only thing left is to practice a lot in order to ace the paper smoothly. To support you even further, we are offering one month of access to our exclusive Free Mock Test Software on this site.

1. କଣ କଲେ କାଳ କାଳକୁ ଯଶ ରହେ ?

  • ଭଲ କାମ 
  • ମନ୍ଦକାମ 
  • କାନ ନ କଲେ 
  • ଅଧା କାମ

ଭଲ କାମ

#2. ମହାରାଷ୍ଟ୍ରର ଲୋକମାନେ କେଉଁ ଭାଷାରେ କଥା ହୁଅନ୍ତି ?

  • ଗୁଜୁରାଟୀ 
  • ହିନ୍ଦୀ 
  • ମରାଠୀ 
  • ତେଲୁଗୁ

ମରାଠୀ

#3. କେଉଁମାନେ ବନରସେନା ସାଜିଥିଲେ ?

  • ପିଲାମାନେ 
  • ଯୁବକମାନେ 
  • ଲୋକମାନେ 
  • ବୁଢ଼ାମାନେ

ପିଲାମାନେ

#4. ପଠାଣିସାମନ୍ତଙ୍କୁ କେଉଁ ଉପାଥି ମିଳିଥିଲା ?

  • ଉତ୍କଳକେଶରୀ 
  • ଉତ୍କଳରତ୍ନ 
  • ଉତ୍କଳଗୌରବ 
  • ମହାମହୋପାଧ୍ୟାୟ

ମହାମହୋପାଧ୍ୟାୟ

#5. ରାଜା ନରସିଂହ ଦେବ କାହାର ପୂଜା ପାଇଁ ମନ୍ଦିରଟିଏ ତୋଳାଇବାକୁ ଚାହୁଁଥିଲେ ?

  • ଶିକ୍ଷକଙ୍କ ପୂଜା ପାଇଁ 
  • ସୂର୍ଯ୍ୟ ଦେବତାଙ୍କ ପୂଜାପାଇଁ 
  • କୃଷ୍ଣଙ୍କ ପୂଜାପାଇଁ 
  • ଚନ୍ଦ୍ରଙ୍କ ପୂଜାପାଇଁ

ସୂର୍ଯ୍ୟ ଦେବତାଙ୍କ ପୂଜାପାଇଁ

#6. ସହିଦ ଲକ୍ଷ୍ମଣ ନାୟକଙ୍କୁ କେଉଁ ଜେଲରେ ଫାଶୀ ଦିଆଯାଇଥିଲା ?

  • ବ୍ରହ୍ମପୁର ଜେଲ 
  • ହଜାରିବାଗ ଜେଲ 
  • ଚୌଦୁଆର ଜେଲ 
  • କେନ୍ଦୁଝର ଜେଲ

ବ୍ରହ୍ମପୁର ଜେଲ

#7. ଚାଟ କାହାକୁ କହନ୍ତି ?

  • ଶିକ୍ଷକ
  • ଛାତ୍ର
  • ମାତା
  • ପିତା

ଛାତ୍ର

    #8. ନିମ୍ନଲିଖିତ ଯନ୍ତ୍ରଗୁଡିକ ମଧ୍ୟରୁ କେଉଁଟି ପଠାଣି ସାମନ୍ତଙ୍କ ଉଦ୍ଭାବନ ଯନ୍ତ୍ର ନୁହେଁ ?

    • ଉଲମ୍ବିଚକ୍ର 
    • ଖ-ଗୋଲ 
    • ଅଙ୍ଗିରା 
    • ଶଙ୍କୁ

    ଉଲମ୍ବିଚକ୍ର

    #9. ‘‘ ଲୋକେ ତ ଆମର ବଳ , ଲୋକେ ତ ଆମର ସାହସ ” ଏ କଥା କିଏ କହିଥିଲ ?

    • ଛୁଆଳ ସିଂହ 
    • ଦଳ ବେହେରା 
    • କରୁଣା କର 
    • ଝପଟ ସିଂହ

    ଦଳ ବେହେରା

    #10. କାହାକୁ ଆଧାର କରି ଚନ୍ଦ୍ରଶେଖର ଉଚ୍ଚତା କହିଦେଇ ପାରୁଥିଲେ ?

    • ଗଛର ଛାଇ 
    • ସୂର୍ଯ୍ୟର ଗତି 
    • ନକ୍ଷତ୍ରର ଗତି 
    • ଚନ୍ଦ୍ରର ଗତି

    ଗଛର ଛାଇ

    #11. କସ୍ତୁରବାଙ୍କୁ ଦେଇଥିବା ଉପଦେଶଟି ଗାନ୍ଧିଜୀ କାର୍ଯ୍ୟକାରୀ କରିବା ପାଇଁ କ’ଣ କଲେ ?

    • ବିଚାର 
    • ସିଦ୍ଧାନ୍ତ 
    • କଳ୍ପନା 
    • ଭାବିଲେ

    ସିଦ୍ଧାନ୍ତ

    #12. ବିଦ୍ୟାସାଗର ପିଲାଟିକୁ ପଇସାଟି ବଦଳରେ ଟଙ୍କାଟିଏ ଦେଲେ କାହିଁକି ?

    • ପିଲାଟିର ମାଗିବା ଅଭ୍ୟାସପାଇଁ 
    • ପିଲାଟିକୁ ରୋଜଗାରକ୍ଷମ କରିବା ପାଇଁ
    • ଅଧିକ କିଣି ଖାଇବା ପାଇଁ 
    • ନିଜର ଦାନୀପଣିଆ ଦେଖାଇବା ପାଇଁ

    ପିଲାଟିକୁ ରୋଜଗାରକ୍ଷମ କରିବା ପାଇଁ

    #13. ‘ ନିକାଞ୍ଚନ ‘ ଶବ୍ଦଟିର ଅର୍ଥ କ’ଣ ?

    • ନିଛାଟିଆ 
    • ଏକୁଟିଆ 
    • ଘଞ୍ଚ 
    • ଅଳ୍ପ

    ନିଛାଟିଆ

    #14. ନିମ୍ନ ଶବ୍ଦମାନଙ୍କ ମଧ୍ୟରେ କାହାର ଅନ୍ୟମାନଙ୍କ ସହ ସଂପର୍କ ନାହିଁ ?

    • ସମୁଦ୍ର 
    • ଆକାଶ 
    • ଝରଣା 
    • ଲହରୀ

    ଆକାଶ

    #15. ନିମ୍ନୋକ୍ତ ମଧ୍ୟରୁ ‘ ବିହଙ୍ଗ ‘ ର ପ୍ରତିଶବ୍ଦ କିଏ ?

    • ଚନ୍ଦ୍ର 
    • ସୂର୍ଯ୍ୟ 
    • ପଶୁ 
    • ପକ୍ଷୀ

    ପକ୍ଷୀ

    #16. କେଉଁ ଶବ୍ଦଟି ଠିକ ?

    • ସହାନୁଭୂତି 
    • ସହାନୂଭୂତି 
    • ସହାନୂଭୁତି 
    • ସହାନୁଭୂତୀ

    ସହାନୁଭୂତି

    #17. ଯେପରି ରାଜ -ରାଣୀ, ସେହିପରି, ମାଲିକ : ——-

    • ଚାକର 
    • ମାଲିକବାବୁ 
    • ମାଲିକାଣୀ 
    • ମେମ ସାହେବ

    ମାଲିକାଣୀ

    #18. ‘ ଶାଖମୂଳା ‘ —- ଏହାକୁ ସଜାଇ ଲେଖିଲେ କ’ଣ ହେବ ?

    • ମୂଳାଶାଖ 
    • ଶଳାମୁଖ 
    • ଖଳାମୁଶା 
    • ମୁଖଶାଳା

    ମୁଖଶାଳା

    #19. ‘ମିଳନ ‘ ର ବିପରୀତ ଶବ୍ଦ ନିମ୍ନଲିଖିତ ଶବ୍ଦଗୁଡ଼ିକ ମଧ୍ୟରୁ କେଉଁଟି ?

    • ବିଚ୍ଛେଦ 
    • ଅମିଳନ 
    • ବିଷାଦ 
    • ମିଳନ

    ବିଷାଦ

    #20. ‘ ଧର୍ମ ‘ ର ପଦ୍ୟ ରୂପ କଣ ହେବ ?

    • ଧମର 
    • ଧରମ 
    • ଧମ୍ର 
    • ଧରମଅ

    ଧରମ

    #21. ଭୁଲ ବନାନ ଥିବା ଶବ୍ଦଟିକୁ ବାଛ ?

    • ସହାନୁଭୂତି 
    • ସୌଭାଗ୍ୟ 
    • ଉପଯୁକ୍ତ 
    • ଉତ୍ସାହିତ

    ସହାନୁଭୂତି

    #22. କେଉଁଟି ସେନହର ଗଦ୍ୟରୂପ ?

    • ସ୍ନେହ 
    • ପ୍ରାଣ 
    • ମୋହ 
    • ଗାନ

    ସ୍ନେହ

    #23. ପାନେ ଦେବାର ଅର୍ଥ କେଉଁଟି ଠିକ ?

    • ଦଣ୍ଡ ଦେବା 
    • ପାନ ଖଣ୍ଡେ ଦେବା 
    • ଉଚିତ ଶିକ୍ଷ୍ୟା ଦେବା 
    • ପିଇବାକୁ ଦେବା

    ଉଚିତ ଶିକ୍ଷ୍ୟା ଦେବା

    #24. ନିମ୍ନ ଯୋଡି ମଧ୍ୟରୁ କେଉଁଟି ଭୁଲ ?

    • ଧନୀ -ନିର୍ଦ୍ଧନୀ 
    • ଦିବସ -ରଜନୀ 
    • ଭୟ -ଅଭୟ 
    • ସମ୍ପତି -ବିପତ୍ତି

    ଧନୀ -ନିର୍ଦ୍ଧନୀ

    #25. “ବନ୍ଦେ ଉତ୍କଳ ଜନନୀ “କବିତାର କବି କିଏ ?

    • ରବିନ୍ଦ୍ରନାଥ 
    • ଲକ୍ଷ୍ମୀକାନ୍ତ 
    • ବୀରକିଶୋର 
    • ମଧୁସୂଦନ

    ଲକ୍ଷ୍ମୀକାନ୍ତ

    Enter your email address and access it as soon after subscribing!

    Do you have any query regarding the questions that we discussed? If yes, then comment them here. Stay tuned for more such interesting Brainbuzz articles and become a pro in GMAT!

    Class 3 Bruti MIL Question MCQ Part 22

    Class 3 Bruti MIL Question MCQ

    QUIZ START

    Class 3 Math MCQ Test Free

    Free Bruti Exam Question Class 3

    Latest Odiashayari Click Here

    Leave a Comment

    error: Content is protected !!