Free Class 3 Bruti exam question odisha : ପ୍ରାଥମିକ ବୃତ୍ତି ପରୀକ୍ଷା

Facebook
Telegram
WhatsApp
LinkedIn

Class 3 bruti exam question odisha Part 7 in Odia

class 3 Bruti exam question odisha : One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.

Class 3 Bruti exam Question Odisha

ପ୍ରାଥମିକ ବୃତ୍ତି ପରୀକ୍ଷା (ତୃତୀୟ ଶ୍ରେଣୀ ) -2020
𝘒𝘦𝘯𝘥𝘶𝘫𝘢𝘳

ପ୍ରଶ୍ନ ସଂଖ୍ୟା – 25

#1. ନିମ୍ନଲିଖିତ ସ୍ବାଧୀନତା ସଂଗ୍ରାମୀଙ୍କ ମଧ୍ୟରୁ କାହାର ଜନ୍ମ କେନ୍ଦୁଝର ଜିଲ୍ଲାରେ ?

  • ଲକ୍ଷ୍ମଣ ନାୟକ 
  • ବିର୍ସାମୁଣ୍ଡା 
  • ଧରଣୀଧର 
  • ବକ୍ସି ଜଗବନ୍ଧୁ

ଧରଣୀଧର

#2. ପଠାଣି ସାମନ୍ତ କାଠ ଓ ବାଉଁଶ ନଳୀ ସାହାଯ୍ୟରେ ଉଦ୍ଭାବନ କରିଥିବା ଯନ୍ତ୍ରର ନାମ କ’ଣ ?

  • ଶଙ୍କୁ 
  • ଖ-ଗୋଲ 
  • ଉଲମ୍ବିଚକ୍ର 
  • ଉପରୋକ୍ତ ସମସ୍ତ

ଉପରୋକ୍ତ ସମସ୍ତ

#3. କେଉଁ ମାସରେ ସାଧବମାନେ ବିଦେଶରୁ ବୋଇତରେ ଫେରୁଥିଲେ ?

  • ଆଷାଢ଼ 
  • କାର୍ତ୍ତିକ 
  • ବୈଶାଖ 
  • ଶ୍ରାବଣ

ଆଷାଢ଼

#4. ଆମ ରାଜ୍ୟର କେଉଁ ଠାରେ ବନ୍ଦର ଅଛି ?

  • ଚାନ୍ଦିପୁର 
  • କଟକ 
  • ପାରାଦ୍ଵୀପ 
  • କୌଣସିଟି ନୁହେଁ

 ପାରାଦ୍ଵୀପ

#5. କେରଳର ପ୍ରଚଳିତ ଭାଷାର ନାମକୁ କ’ଣ କୁହାଯାଏ ?

  • କନ୍ନଡ଼ 
  • ମାଲାୟାଲାମ୍ 
  • ତେଲୁଗୁ 
  • ତାମିଲ୍

 ମାଲାୟାଲାମ୍

#6. ବଣ ଅଦାଲତ ସମୟରେ ଉଚ୍ଚ ପଥର ଚଟାଣ ଉପରେ କିଏ ବସିଥିଲେ ?

  • ବ୍ୟାଘ୍ର 
  • ଭଲ୍ଲୁକ 
  • ହାତୀ 
  • ମଣିଷ

ବ୍ୟାଘ୍ର

#7. ‘ବିଭବ’ ର ସମାନ ଅର୍ଥ ବୁଝାଉଥିବା ଶବ୍ଦଟିକୁ ବାଛ ।

  • ଶାସନ 
  • ସ୍ଵଭାବ 
  • ସମ୍ପତ୍ତି 
  • ଶ୍ରଦ୍ଧା

ସମ୍ପତ୍ତି

#8. କେଉଁ ମାନେ ଅନ୍ୟର ଘରକୁ ଉଜାଡ଼ି ନିଜ ଘରକୁ ସଜାଡି ଥାଆନ୍ତି ?

  • ବାଘ 
  • ବିଲୁଆ 
  • ମଣିଷ 
  • ହାତୀ

ମଣିଷ

#9. କୋଣାର୍କ ମନ୍ଦିର କେଉଁ ନଦୀ ମୁହାଣରେ ତୋଳା ହୋଇଥିଲା ?

  • ଚନ୍ଦ୍ରଭାଗା 
  • ବୁଢ଼ାବଳଙ୍ଗ 
  • ଗଙ୍ଗା 
  • ମହାନଦୀ

ଚନ୍ଦ୍ରଭାଗା

#10. ଲୋକେ ତ ଆମର ବଳ, ଲୋକେ ତ ଆମର ଶକ୍ତି।ଏ ଉକ୍ତି ଟି କାହାର ?

  • ଦଳବେହେରା 
  • ବକ୍ସି ଜଗବନ୍ଧୁ 
  • କରୁଣାକର 
  • ଛୁଆଳ ସିଂହ

ଦଳବେହେରା

#11. ନିମ୍ନୋକ୍ତ ମଧ୍ୟରୁ’ ମିଳନ ‘ ର ବିପରୀତ ଶବ୍ଦ ଟି ହେଉଛି ………

  •  ମିଶାଣ 
  • ବିରାଗ 
  • ବିରଳ 
  • ବିଚ୍ଛେଦ

ଚ୍ଛେଦ

#12. ମନସ୍ଥ କରିବାର ଅର୍ଥ କ’ଣ ?

  • ମନେ କରିବା 
  • ସ୍ଥିର କରିବା 
  • ମନେପକାଇବା 
  • କୌଣସିଟି ନୁହେଁ

ସ୍ଥିର କରିବା

#13. କେଉଁଟି ଯୋଡ଼ି ଶବ୍ଦ ନୁହଁ ?

  • ଦଳଦଳ 
  • ସମତଳ 
  • ସରସର 
  • ଧରଧର

 ସମତଳ

#14. ଠିକ୍ ଶବ୍ଦଟି କୁ ବାଛି ଲେଖିବ ।

  • ମୂହୁର୍ତ୍ତ 
  • ମୁହୂର୍ତ୍ତ 
  • ମୂହୂର୍ତ୍ତ 
  • ମୁ଼ହୂର୍ତ

ମୁହୂର୍ତ୍ତ

#15. ଯେପରି ଉଦୟରୁ ଉଦିତ, ସେହିପରି ସ୍ନାନରୁ _ ।

  • ସ୍ନାତ 
  • ସ୍ନାନିତ 
  • ସାନିତ 
  • ସିନାନ

ସ୍ନାନିତ

#16. ନିମ୍ନ ଯୋଡ଼ି ମଧ୍ୟ ରୁ କେଉଁ ଟି ଭୁଲ୍ ?

  • ଧନୀ-ନିର୍ଦ୍ଧନୀ 
  • ଦିବସ-ରଜନୀ 
  • ଭୟ-ଅଭୟ 
  • ସଂପତି-ବିପତ୍ତି

ଧନୀ-ନିର୍ଦ୍ଧନୀ

#17. କେଉଁ ଟି ଜଳର ପ୍ରତିଶବ୍ଦ ନୁହେଁ ?

  • ବାରି 
  • ପାଣି 
  • ନୀର 
  • ନଦୀ

 ନଦୀ

#18. ଭକତି ଅନ୍ତରେ କିଏ ପରମେଶ୍ଵରକୁ ଡାକୁଥିଲା ?

  • ଭଅଁର 
  • ମହୁମାଛି 
  • ପବନ 
  • ଟିକିଫୁଲ

 ଟିକିଫୁଲ

#19. ପଲ୍ଲୀର ଅର୍ଥ କ’ଣ ?

  • ସହର 
  • ଦେଶ 
  • ରାଜ୍ୟ 
  • ଗ୍ରାମ

ଗ୍ରାମ

#20. ପାନେ ଦେବାର ଅର୍ଥ କେଉଁ ଟି ଠିକ୍ ?

  • ଦଣ୍ଡ ଦେବା 
  • ପାନ ଖଣ୍ଡେ ଦେବା 
  • ଉଚିତ ଶିକ୍ଷାଦେବା 
  • ପିଇବାକୁ ଦେବା

ଉଚିତ ଶିକ୍ଷାଦେବା

#21. ଲୁଣ ଛାଡିଲେ ବେମାରରୁ ସୁଫଳ ମିଳେ ବୋଲି ଗାନ୍ଧିଜୀ କେଉଁ ଠାରୁ ଜାଣିଥିଲେ ?

  • ବହିରୁ 
  • ଡାକ୍ତରଙ୍କଠାରୁ 
  • ସାଙ୍ଗମାନଙ୍କଠାରୁ 
  • ଖବର କାଗଜରୁ

ବହିରୁ

#22. କେଉଁ ନାମଟି ସପ୍ତର୍ଷି ମଣ୍ଡଳର ତାରାଙ୍କ ନାମ ନୁହଁ ?

  • ପୁଲସ୍ତ୍ୟ 
  • ପୁଲହ 
  • ବାଲ୍ମିକୀ 
  • ଅଙ୍ଗିରା

 ବାଲ୍ମିକୀ

#23. ‘ବନ୍ଦେ ଉତ୍କଳ ଜନନୀ’ କବିତାର କବି କିଏ ?

  • ରବିନ୍ଦ୍ର ନାଥ 
  • ଲକ୍ଷ୍ମଣକାନ୍ତ 
  • ବୀରକିଶୋର 
  • ମଧୁସୂଦନ ରାଓ

ଲକ୍ଷ୍ମଣକାନ୍ତ

#24. ସଠିକ୍ ବନାନ୍ ଟି ବାଛି ଲେଖ ।

  • ନିରୀକ୍ଷଣ 
  • ନୀରୀକ୍ଷଣ 
  • ନିରିକ୍ଷଣ 
  • ନୀରିକ୍ଷଣ

ନିରୀକ୍ଷଣ

#25. ମାଙ୍କଡ଼ମାନଙ୍କ ଯୋଜନାକୁ କିଏ ଶୁଣିନେବ ବୋଲି ସେମାନେ ଭାବିଲେ ?

  • କୁମ୍ଭୀର 
  • ମାଛ 
  • ଆକାଶ 
  • ଜହ୍ନ

ଜହ୍ନ

Class 3 Bruti exam question odisha

If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.

Class 3 Bruti Exam Question Odisha

Not sure how to start preparing Bruti Exam Question Class 3? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.

Class 3 Bruti exam question odisha

QUIZ START

Related Article : 

Leave a Comment

error: Content is protected !!