Free Bruti Exam Question class 3 Part 11 | ଗଣିତ

Facebook
Telegram
WhatsApp
LinkedIn

Free Bruti Exam Question Part 11 in Odia

Bruti Exam Question Class 3: One of the ways through which a school student can be able to gain their goal in life, and even a more advanced one would be by achieving some kind of academic or other kind of project which they are interested in learning. Today we will be looking at a question that is asked almost everywhere there is a school campus, no matter how big an educational centre it may be.

Bruti Exam Question Class 3

ପ୍ରାଥମିକ ବୃତ୍ତି ପରୀକ୍ଷା (ତୃତୀୟ ଶ୍ରେଣୀ ) -2020
କେନ୍ଦୁଝର ଜିଲ୍ଲା
‘କ’ ଵିଭାଗ
ଗଣିତ

ପ୍ରଶ୍ନ ସଂଖ୍ୟା – 23

#1. ଗୋଟିଏ ତିନିଅଙ୍କ ବିଶିଷ୍ଟ ସଂଖ୍ୟାର ଦଶକ ସ୍ଥାନର ଅଙ୍କ ଏକକ ସ୍ଥାନ ଅଙ୍କର ୩ ଗୁଣ।ଶତକ ସ୍ଥାନର ଅଙ୍କ ଦଶକ ସ୍ଥାନ ଅଙ୍କର ଅଧା।ଏକକ ସ୍ଥାନର ଅଙ୍କ ୨ ହେଲେ ସଂଖ୍ୟାଟି କେତେ ?

 ୬୩୨ ୩୬୨ ୨୩୬ ୩୨୬

୩୬୨

#2. ତୁମ ବାପାଙ୍କ ବୟସ ତୁମ ମାଆଙ୍କ ବୟସଠାରୁ ୫ ବର୍ଷ ଅଧିକ ତୁମ ମାଆ ତୁମଠାରୁ ୨୫ ବର୍ଷ ବଡ଼। ବର୍ତ୍ତମାନ ତୁମର ବୟସ ୧୦ ବର୍ଷ ହେଲେ ତୁମ ବାପାଙ୍କ ବୟସ କେତେ ?

 ୪୦ ବର୍ଷ ୩୫ ବର୍ଷ ୩୦ ବର୍ଷ ୨୫ ବର୍ଷ

୪୦ ବର୍ଷ

#3. ୪୦୦ ସଂଖ୍ୟାଟି ୫୦ ଠାରୁ ଯେତିକି ଅଧିକ କେଉଁ ସଂଖ୍ୟାଟି ୫୦୦ ଠାରୁ କେତେକ କମ୍? ?

 ୧୦୦ କମ୍ ୨୦୦ କମ୍ ୧୫୦ କମ୍ ୨୫୦ କମ୍

୧୫୦ କମ୍

#4. ୬ କୁ କେତେ ଥର ଯୋଗ କଲେ ୧୦ ର ୩ ଗୁଣ ସହିତ ସମାନ ହେବ ?

 ୩ ଥର ୫ ଥର ୪ ଥର ୬ ଥର

୫ ଥର

#5. ୫ ଟଙ୍କା ୫୦ ପଇସାକୁ ପଇସାରେ ପରିଣତ କଲେ କେତେ ହେବ ?

 ୫୦୫ ପଇସା ୫୫୦ ପଇସା ୫୫୫ ପଇସା ୫୦୦ ପଇସା

୫୫୦ ପଇସା

#6. ଦୁଇ ଅଙ୍କ ବିଶିଷ୍ଟ ବୃହତ୍ତମ ସଂଖ୍ୟା ଏବଂ କ୍ଷୁଦ୍ରତମ ସଂଖ୍ୟାର ଗୁଣଫଳ କେତେ ?

 ୭୯୦ ୮୯୦ ୯୯୦ ୫୯୦

 ୯୯୦

#7. କେଉଁ ଜ୍ୟାମିତିକ ଉକ୍ତିଟି ଭୁଲ୍ ଚିହ୍ନାଅ ।

 ତ୍ରିଭୁଜର ୩ ଟି କୋଣ ଅଛି ଚତୁର୍ଭୁଜର ୪ ଟି ବାହୁ ଅଛି ବୃତ୍ତର ୧ ଟି କୋଣ ଅଛି ପଞ୍ଚଭୁଜରେ ୫ଟି ବାହୁ ଅଛି

ବୃତ୍ତର ୧ ଟି କୋଣ ଅଛି

#8. ଏ ବର୍ଷ ଶିଶୁ ଦିବସ ନଭେମ୍ବର ୧୪ ତାରିଖ ଶୁକ୍ରବାରରେ ପଡ଼ିଲା। ଆସନ୍ତା ମାସର ୧୪ ତାରିଖ ଅର୍ଥାତ୍ ଡିସେମ୍ବର ୧୪ ତାରିଖ କେଉଁ ବାରରେ ପଡ଼ିବ ?

 ରବିବାର ସୋମବାର (ଶନିବାର) ମଙ୍ଗଳବାର ବୁଧବାର

 ସୋମବାର (ଶନିବାର)

#9. ଇଂରାଜୀ କ୍ୟାଲେଣ୍ଡରରେ କେତୋଟି ମାସ ୩୧ ଦିନିଆ ପଡେ ?

 ୪ ଟି ୫ ଟି ୬ ଟି ୭ ଟି

 ୭ ଟି

#10. କେଉଁ ତିନୋଟି କ୍ରମିକ ସଂଖ୍ୟାର ଗୁଣଫଳ ୪୮୦ ?

 ୪,୬,୮ ୬,୮,୧୦ ୮,୧୦,୧୨ ୨,୪,୭

 ୬,୮,୧୦

#11. ଭାଜକ = ୫, ଭାଗଫଳ = ୧୦, ଭାଗଶେଷ = ୨ ହେଲେ ଭାଜ୍ୟ = କେତେ ?

 ୫୦ ୪୮ ୫୨ ୫୪

 ୫୨

#12. ତୁମ ଗଣିତ ବହିରେ କେତେ ପ୍ରକାର ବଟକରା କଥା କୁହାଯାଇଛି ଲେଖ।

 ୪ ଟି ୬ଟି ୭ଟି ୮ଟି

 ୭ଟି

#13. ୬୧୪୩ରେ ଏକକ ଓ ଶତକ ଘର ଅଙ୍କକୁ ବଦଳାଇ ଦେଲେ ନୂତନ ସଂଖ୍ୟାଟି କେତେ ଅଧିକ ବା କମ୍ ହେବ ?

 ୨୭୦ ଅଧିକ ୨୭୦ କମ୍ ୧୯୮ ଅଧିକ ୧୯୮ କମ୍

 ୧୯୮ ଅଧିକ

#14. ୫ ଘଣ୍ଟା ୩୦ ମିନିଟ୍ କେତେ ମିନିଟ୍ ?

 ୫୩୦ ମିନିଟ୍ ୩୦୩ ମିନିଟ୍ ୫୦୩ ମିନିଟ୍ ୩୩୦ ମିନିଟ୍

୩୩୦ ମିନିଟ୍

#15. କେଉଁ ସଂଖ୍ୟାର ୨ ଗୁଣ ଓ ୩ ଗୁଣର ବିୟୋଗଫଳ ୧୬ ହେବ ?

 ୧୪ ୧୬ ୧୮ ୨୦

 ୧୬

#16. ଘଣ୍ଟାରେ କେତେବେଳେ ତିନୋଟିଯାକ କଣ୍ଟା ଏକାଠି ହୁଅନ୍ତି ?

 ୬ ଟା ବେଳେ ୧୨ ଟା ବେଳେ ୬ ଟା ୩୦ ବେଳେ ୧୨ଟା ୩୦ ବେଳେ

୧୨ ଟା ବେଳେ

#17. ୧୦୨୪ରେ ୨ ର ସ୍ଥାନୀ଼ମାନ ଓ ସାଧାରଣ ମାନର ଯୋଗଫଳ କେତେ ?

 ୨୨ ୨୦ ୨୪ ୧୮

 ୨୨

#18. ତୁମ ବୟସର ପିଲା ପାଇଁ ଯଦି ପ୍ୟାଣ୍ଟ ତିଆରିରେ ୮୦ ସେ.ମି. କପଡ଼ା ଓ ସାର୍ଟ ତିଆରିରେ ୧ମି.୫୦ ସେ.ମି. କପଡ଼ା ଆବଶ୍ୟକ ତେବେ ତୁମେ ଓ ତୁମ ସାଙ୍ଗ ପାଇଁ ମୋଟରେ ପ୍ୟାଣ୍ଟ ଓ ସାର୍ଟ କେତେ କପଡ଼ା ଆବଶ୍ୟକ ?

 ୨ ମି. ୩୦ ସେ.ମି. ୪ ମି. ୩୦ ସେ.ମି. ୨ ମି. ୬୦ ସେ. ମି. ୪ ମି.୬୦ ସେ. ମି.

୪ ମି.୬୦ ସେ. ମି.

#19. ବିଦ୍ୟାଳୟରେ ପାଠପଢ଼ା ୧୦ ଟା ୩୦ ମିନିଟ୍ ରେ ଆରମ୍ଭ ହୋଇ ୪ ଟା ୩୦ ମିନିଟ୍ ରେ ଶେଷ ହୁଏ ଏବଂ ମଝିରେ ୪୫ ମିନିଟ୍ ମଧ୍ୟାହ୍ନ ଭୋଜନ ବିରତି ହୁଏ। ତେବେ ସମୁଦାୟ ପାଠପଢ଼ା କେତେ ସମୟ ହୁଏ ?

 ୪ ଘଣ୍ଟା ୧୫ ମି. ୪ ଘଣ୍ଟା ୪୫ ମି. ୫ ଘଣ୍ଟା ୧୫ ମି. ୫ ଘଣ୍ଟା ୪୫ ମି.

୫ ଘଣ୍ଟା ୧୫ ମି.

#20. ୨୦୦ ଗ୍ରାମ୍ ବଟକରାରେ କେତେଥର ଓଜନ କଲେ ୧ କି.ଗ୍ରା.୨୦୦ ଗ୍ରାମ୍ ଓଜନର ଜିନିଷ ଓଜନ ହୋଇପାରିବ ?

 ୫ ଥର ୬ ଥର ୭ ଥର ୮ ଥର

୬ ଥର

#21. ତୁମ ଜ୍ୟାମିତି ବାକ୍ସରେ ଥିବା ସ୍କେଲରେ କେତେ ଥର ମାରିଲେ ୪୫ ସେ.ମି. ହେବ ?

 ୩ ଥର ୪ ଥର ୫ ଥର ୬ ଥର

 ୩ ଥର

#22. କୋନ୍ ଆକୃତିର ବସ୍ତୁ କେଉଁଟି ?

 ରୁଲ୍ ବାଡ଼ି ବ୍ୟାଟେରୀ କ୍ରିକେଟ ବଲ୍ ଟୋପି

ଟୋପି

#23. ୨୦ ରେ ଯେତେଥର ଅଛି କେତେରେ ୧୪ ସେତେଥର ଅଛି ?

 ୬୦ ୫ ୮୦ ୭୦

୭୦

Bruti Exam Question Class 3

If you’re applying for School/college scholarships, then you may be invited to interview if you make it past the initial screening round. The interview may feel nerve-wracking, but being offered one is great news! you check about scholarship in wiki.

Bruti Exam Question Class 3

Not sure how to start preparing Bruti Exam Question Class 3? Here, we’ll give you 25 of those questions and provide example answers to help you to think about how to respond. Use these examples as a stepping stone for brainstorming and drafting your own unique responses. You can apply this same formula to many other scholarship interview questions as well.

class 3 scholarship question test

QUIZ START

Related Article : 

Leave a Comment

error: Content is protected !!