How to Write an Appointment Letter in Odia Language

Appointment Letter in Odia Language | ନିଯୁକ୍ତି ପତ୍ର

Facebook
Telegram
WhatsApp
LinkedIn

How to Write an Appointment Letter in Odia Language : If you have a business that needs to book appointments, then you will need to know how to write an appointment letter. This document contains all the necessary information about your company, the date and time of the appointment, and the person who needs to be contacted in the event that there are any changes. By following these simple steps, you will be able to create a letter that is both professional and concise.

Don’t miss your chance to impress! Appointments are important, and whoever makes the first move usually wins. That’s why it’s essential to get things started off on the right foot by writing an appointment letter that succinctly expresses your interest in meeting with the person. From there, you can simply follow up with a phone call or email to confirm the meeting time and place. Keep it simple and efficient, and you’ll be sure to leave a lasting impression on the person you’re meeting with!

How to Write an Appointment Letter in Odia Language

ନିଯୁକ୍ତି ପତ୍ର

________ ବିଭାଗ/ କାର୍ଯ୍ୟାଳୟ, ଭୁବନେଶ୍ୱର

ସଂଖ୍ୟା___ ତାରିଖ__

ପ୍ରାପକ: ଶ୍ରୀ_____
(ଠିକଣା)____
____
____

ଏତଦ୍ ଦ୍ଵାରା ତାହାଙ୍କୁ ଜଣାଇ ଦିଆଯାଉଛି ଯେ ସେ ଟ————-ବେତନ ହାରରେ ମାସିକ ଟ——— ବେତନରେ କାର୍ଯ୍ୟାଳୟ/ ବିଭାଗର—————————ପଦରେ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି l ସମୟକୁ ସମୟ ସରକାର ମଞ୍ଜୁର କରୁଥିବା ମହଙ୍ଗାଭତ୍ତା ଓ ଅତିରିକ୍ତ ମହଙ୍ଗାଭତ୍ତା ପ୍ରଭୃତି ଏହି ପଦ ପାଇଁ ପ୍ରଯୁଜ୍ୟ ଅଟେ l
ସେ ଏହି ପଦରେ ଯୋଗଦାନ କରିବା ସମୟରେ ନିୟମ ଅନୁଯାୟୀ ଏକ ସ୍ଵାସ୍ଥ୍ୟ ସମ୍ପର୍କୀୟ ପ୍ରମାଣପତ୍ର ଜଣେ ବିଶେଷଜ୍ଞ ଚିକିତ୍ସାଧିକାରିଙ୍କଠାରୁ ପ୍ରଦାନ କରିବେ l ଏକ ପାସପୋର୍ଟ ଫଟୋ ସହିତ ଏଥିରେ ସଂଲଗ୍ନ ଥିବା ଫର୍ମକୁ ଠିକ୍ ଭାବେ ପୂରଣ କରି ଦାଖଲ କରିବେ l
ନିଯୁକ୍ତିଟି ସମ୍ପୂର୍ଣ୍ଣ ଅସ୍ଥାୟୀ l ପୂର୍ବରୁ ନୋଟିସ୍ ନ ଦେଇ ଅଥବା କୌଣସି କାରଣ ଦର୍ଶା ନ ଯାଇ ନିଯୁକ୍ତିରୁ ଅନ୍ତର କରାଯାଇପାରେ l
ସେ ଏହି ଆଦେଶ ପାଇବା ପରଠାରୁ ସାତ ଦିନ ମଧ୍ୟରେ ପଦରେ ଯୋଗଦେବେ l ଅନ୍ୟଥା ଆଦେଶ ସ୍ଵତଃ ରଦ୍ଦ ହୋଇଯିବ l

ସ୍ୱାକ୍ଷର——————
ପଦବୀ—————–

General Knowledge in Odia  Click Here
Download in PDF Click Here

Leave a Comment

error: Content is protected !!