Application Format for New Ration Card In Odia

Application Format for New Ration Card In Odia Pdf Download

Facebook
Telegram
WhatsApp
LinkedIn

Application Format for New Ration Card In Odia : Are you looking for an application format for the new ration card? If so, you’re in the right place! Here you can download the application format in PDF format. You can also find other relevant information such as how to apply for the ration card, what are the requirements, and more. So, if you’re looking for all the details on how to apply, go to our website and download the application format today.

If you are looking for a simple and easy to use ration card application form, then look no further! Our form is designed for new ration card applicants and makes the entire process easy and straightforward. complete the form with your name, address, and other contact details, and we will take care of the rest. Our form is user-friendly and can be filled in on your computer or print it out for easier filling in. We will send you the completed application along with all the necessary documents so that you can start using your new ration card with ease. Get started today.

Application Format for New Ration Card In Odia

ପରିବାର ପାଇଁ ରାସନକାର୍ଡ ବ୍ୟବସ୍ଥା କରିବାକୁ ଯୋଗାଣ ବିଭାଗ ଅଧିକାରୀଙ୍କୁ ଆବେଦନ ପତ୍ର l

ମାନନୀୟ,
ଶ୍ରୀଯୁକ୍ତ ଯୋଗାଣ ବିଭାଗ ଅଧିକାରୀ ____ ବ୍ଲକ୍, _____ l

ମହୋଦୟ – – – – – – ସମୀପେଷୁ

ବିଷୟ:- ପରିବାର ରାସନକାର୍ଡ
ନିମିତ୍ତ ନିବେଦନ
ମହାଶୟ,
ମୁଁ _____, _____ ପଞ୍ଚାୟତ ଅନ୍ତର୍ଗତ _____ ଗ୍ରାମର ଜଣେ ସାଧାରଣ ଅଧିବାସୀ l ଆମ୍ଭ ପରିବାରର ଲୋକ ସଂଖ୍ୟା ___ l ଆମ୍ଭ ପରିବାରର ଆର୍ଥିକ ଅବସ୍ଥା ଆଦୌ ସ୍ୱଚ୍ଛଳ ନୁହେଁ l ସେଥିରେ ପରିବାର ଚଳାଇବା କଷ୍ଟକର ହୋଇପଡୁଛି l ବର୍ତ୍ତମାନ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବଢିବା ଯୋଗୁଁ, ପରିବାରର ଚାହିଦା ମୁତାବକ ମୁଁ ତାହା କିଣି ଯୋଗାଇବାରେ ଅସମର୍ଥ l ରାସନକାର୍ଡଟିଏ ନ ଥିବାରୁ ସରକାରୀ ନିୟନ୍ତ୍ରିତ ଦୋକାନରୁ ସାମଗ୍ରୀ କ୍ରୟ କରିବାରୁ ବଞ୍ଚିତ ହେଉଛି l ବର୍ତ୍ତମାନ ମୋର ପରିବାରର ସଦସ୍ୟ ସଂଖ୍ୟା ଅନୁସାରେ ମାସକୁ __ କି. ଗ୍ରା. ଚାଉଳ, ___ କି. ଗ୍ରା. ଗହମ, ___ କି. ଗ୍ରା. ଚିନି ଏବଂ ___ ଲିଟର କିରୋସିନିର ଆବଶ୍ୟକତା ରହିଛି l
ଏଣୁ ସବିନୟ ଅନୁରୋଧ କରେକି ଆପଣ ଦୟାପରବଶ ହୋଇ ମୋର ଏକ ନୂଆ ରାସନକାର୍ଡ ଖୋଲିବାର ବ୍ୟବସ୍ଥା କଲେ ମୁଁ ଏବଂ ମୋର ପରିବାର ଆପଣଙ୍କ ନିକଟରେ ଚିରୋପ୍ରକୃତ ରହିବୁ l

ନି. ଇତି

ସ୍ଥାନ-
ତାରିଖ – ଆପଣଙ୍କରବିଶ୍ଵସ୍ତ
ନାମ-
ଗ୍ରାମ-
ପଞ୍ଚାୟତ –
ଜିଲ୍ଲା-

 

Application Format for New Ration Card In Odia Pdf Download
Click Here
Odia MCQ Test
Click Here
Apply Online Ration
Click Here
Official Website
Click Here

Leave a Comment

error: Content is protected !!