Application for TC in Odia Language

Application for TC in Odia Language | ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ

Facebook
Telegram
WhatsApp
LinkedIn

Application for TC in Odia Language : If you are looking to School transfer certificate application in Odia to a different private and Govt school, or if you are already attending a new school but need to apply for a transfer certificate, then you have come to the right place! Our team of experts can provide you with all the information and support you need to make the process as smooth and easy as possible. We have a wide selection of schools available to transfer to, and we can provide you with details on each one so that you can make an informed decision. Let us help take the stress out of transferring schools!

School transfer certificate application in Odia

Are you looking for the best way to get your school transfer certificate? Look no further, because we have the perfect solution for you! At our website, you can easily apply for a school transfer certificate online. All you need is to provide us with the necessary information and we’ll take care of the rest. We’ll process your application quickly and ensure that you obtain your school transfer certificate as soon as possible. So, what are you waiting for? Start applying today!

ବିଦ୍ୟାଳୟ ପରିତ୍ୟାଗ ପ୍ରମାଣ ପତ୍ର ପାଇଁ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ

ନମୁନା- ୧

ମାନନୀୟ,
ଶ୍ରୀଯୁକ୍ତ——————
ବିଦ୍ୟାଳୟର ପ୍ରଧାନ ଶିକ୍ଷକ
ମହୋଦୟ———-ସମିପେଷୁ

ମହାଶୟ,
ନିବେଦନର ଅଭିପ୍ରାୟ ଏହି କି ଯେ, ମୁଁ———— ବାର୍ଷିକ ହାଇସ୍କୁଲ ସାଟିଫିକେଟ୍ ପରୀକ୍ଷାରେ ————- ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଅଛି l ମୋର ରୋଲ ନଂ ————–l ବର୍ତ୍ତମାନ ଉଚ୍ଚଶିକ୍ଷା ଲାଭ ନିମନ୍ତେ ମୁଁ ଅନେକ ମହାବିଦ୍ୟାଳୟକୁ ଦରଖାସ୍ତ କରିବାକୁ ଯାଉଅଛି l
ଏଣୁ ସବିନୟ ଅନୁରୋଧ କରେ କି ମୋର ବିଦ୍ୟାଳୟ ପରିତ୍ୟାଗ ପ୍ରମାଣପତ୍ର ସହ, ଚରିତ୍ର ପ୍ରମାଣପତ୍ର ଓ ମାର୍କଲିଷ୍ଟ୍ ପ୍ରଦାନ କଲେ ମୁଁ ଆପଣଙ୍କ ନିକଟରେ ଚିରୋପକୃତ ରହିବି l
ଇତି
ଆପଣଙ୍କର ଆଜ୍ଞାଧୀନା ଛାତ୍ର
ନାମ-
ଶ୍ରେଣୀ-
ବିଭାଗ-
ସ୍ଥାନ-
ତାରିଖ-

 

ବିଦ୍ୟାଳୟ ସ୍ଥାନାନ୍ତର ପ୍ରମାଣପତ୍ର ପାଇବା ପାଇଁ ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ l

ନମୁନା-୨

ମାନନୀୟ,
ଶ୍ରୀଯୁକ୍ତ—————–
ପ୍ରଧାନ ଶିକ୍ଷକ
ମହୋଦୟ————-ସମିପେଷୁ

ବିଷୟ: ସ୍ଥାନାନ୍ତର ପ୍ରମାଣପତ୍ର ପାଇଁ ଅନୁରୋଧ l

ମହାଶୟ,
ନିବେଦନର କାରଣ ଏହି କି ଯେ, ମୁଁ————– ଆପଣଙ୍କ ବିଦ୍ୟାଳୟର————— ଛାତ୍ର/ ଛାତ୍ରୀ l ମୋର ବାପା————- ଜଣେ————– କର୍ମଚାରୀ l ନିକଟରେ ସେ———————-l ଆମ ପରିବାରର ସମସ୍ତେ ସେଠାକୁ ସ୍ଥାନାନ୍ତର ହେବାକୁ ଯାଉଛନ୍ତି l ସେଥିପାଇଁ ଏହି ବିଦ୍ୟାଳୟରେ ଅଧ୍ୟୟନ ଜାରି ରଖିବା ମୋ ପକ୍ଷେ ଅସମ୍ଭବ l
ଏଣୁ ବିନୀତ ପ୍ରାର୍ଥନା କରେ କି, ଆପଣ ମୋତେ ବିଦ୍ୟାଳୟର ସ୍ଥାନାନ୍ତର ପ୍ରମାଣପତ୍ର (T.C.) ପ୍ରଦାନ କଲେ ମୁଁ—————- ପରିବାର ସଙ୍ଗେ ରହି ସେଠାର ବିଦ୍ୟାଳୟରେ ଅଧ୍ୟୟନ ଜାରି ରଖିପାରିବି l
ଇତି
ଆପଣଙ୍କର ଆଜ୍ଞାଧୀନ ଛାତ୍ର
ନାମ-
ଶ୍ରେଣୀ-
ରୋଲ୍ ନଂ-
ବିଭାଗ-
ସ୍ଥାନ-
ତା-

Application for TC in Odia Language

Download in PDF Click Here
ବନ୍ଦ ବ୍ୟାଙ୍କ ବହି କାର୍ଯ୍ୟକାରୀ କରିବା ନିମନ୍ତେ ଦରଖାସ୍ତ Click Here

2 thoughts on “Application for TC in Odia Language | ପ୍ରଧାନ ଶିକ୍ଷକଙ୍କ ନିକଟକୁ ଦରଖାସ୍ତ”

  1. Very very nice web portal Gurubhai. From your side every one can easily found every side for their required things. Nice job. God bless on your way and we can be helped by you every movement. Thank u 🌹🌹🌹🌹💕💕💕

    Reply

Leave a Comment

error: Content is protected !!