Ahe Nila Saila Odia Prathana

Ahe Nila Saila Odia Prathana | ଆହେ ନୀଳ ଶଇଳ

Facebook
Telegram
WhatsApp
LinkedIn

Ahe Nila Saila Odia Prathana : Odisha God Prayer is the most powerful prayer that can help you achieve peace, happiness, success, and abundance in your life. Odisha God Prayer is a specially designed prayer that helps you connect with the Almighty and tap into his infinite power to help you reach your goals. This prayer also helps you connect with your guardian angels and get guidance from them to help you achieve success in life. If you are looking for a powerful prayer that can change your life for the better, Odisha God Prayer is definitely the right choice for you!

Ahe Nila Saila Odia Prathana

ଆହେ ନୀଳ ଶଇଳ ପ୍ରବଳ ମତ୍ତ ବାରଣ
ମୋ ଆରତ ନଳିନୀ-ବନକୁ କର ଦଳନ l
ଗଜରାଜ ଚିନ୍ତାକଲା ଥାଇ ଘୋର ଜଳେଣ
ଚକ୍ରପେଶି ନକ୍ର ନାଶି ଉଦ୍ଧାରିଲ ଆପଣ l
ଘୋରବନେ ମୃଗୁଣୀକୁ ପଡ଼ିଥିଲା କଷଣ
କେଡେ ବଡ ବିପତ୍ତିରୁ କରିଅଛ ତାରଣ l
କୁରୁସଭା ତଳେ ଶୁଣି ଦ୍ରୌପଦୀର ଜଣାଣ
କୋଟି ବସ୍ତ୍ର ଦେଇ ହେଳେ ଲଜ୍ଜାକଲ ବାରଣ l
ରାବଣର ଭାଇ ବିଭୀଷଣ ଗଲା ଶରଣ
ଶରଣ ସମ୍ଭାଳି ତାଙ୍କୁ ଲଙ୍କେ କଲ ରାଜନ l
ପ୍ରହଲ୍ଲାଦ ପିତା ସେ ଯେ ବଡ଼ ଦୁଷ୍ଟ ଦାରୁଣ
ସ୍ତମ୍ଭରୁ ବାହାରି ତାକୁ ବିଦାରିଲ ତକ୍ଷଣ l
କହେ ସାଲବେଗ ହୀନ ଜାତିରେ ମୁଁ ଯବନ
ଶ୍ରୀରଙ୍ଗାଚରଣ ତଳେ କରୁଅଛି ଜଣାଣ l

ମନ୍ଦିରେ ତବ ଆସିଛୁ ପ୍ରଭୁ ହେ Click Here
କି ସୁନ୍ଦର ଆହା କି ଆନନ୍ଦ ମୟ Click Here

Leave a Comment

error: Content is protected !!