ପ୍ରଗତି ପଥେ ସର୍ବପ୍ରଥମ ଭାରତୀୟ ନାରୀ

Facebook
Telegram
WhatsApp
LinkedIn

ପ୍ରଗତି ପଥେ ସର୍ବପ୍ରଥମ ଭାରତୀୟ ନାରୀ

ଦିଲ୍ଲୀ ଅଧିଶ୍ୱରୀ- ରେଜୀୟା ବେଗମ୍
ପ୍ରଧାନମନ୍ତ୍ରୀ- ସ୍ବର୍ଗତ ଶ୍ରୀମତୀ ଇନ୍ଦିରାଗାନ୍ଧୀ
ପ୍ରଥମ ନାରୀ ମନ୍ତ୍ରୀ ଜାତିସଂଘର ସଭାପତି- (୧୯୫୩- ୫୪) ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡିତ
ରାଷ୍ଟ୍ରଦୂତ- ଶ୍ରୀମତୀ ସି. ବି. ମୂଥାମ୍ମା
କଂଗ୍ରେସ ସଭାପତି – ଅାନିବେସାନ୍ତ
ରାଜ୍ୟପାଳିକା – ସରୋଜିନୀ ନାଇଡୁ
କେନ୍ଦ୍ରରେ ପ୍ରଥମ ମନ୍ତ୍ରୀ- ରାଜକୁମାରୀ ଅମୃତ କାଉଲ
ରାଜ୍ୟ ମୁଖ୍ୟମନ୍ତ୍ରୀ- ଶ୍ରୀମତୀ ସୁଚେତା କୃପାଳିନୀ ( U.P.)
ବିଧାନସଭା ବାଚସ୍ପତି- ଶ୍ରୀମତୀ ସାନ୍ମୋଦେବୀ
ବାଚସ୍ପତି- ଶ୍ରୀମତୀ ସାନ୍ମୋଦେବୀ
ବିଶ୍ଵ ସୁନ୍ଦରୀ- ରୀତା ଫରିଆ
ଏଭରେଷ୍ଟ ଶୃଙ୍ଗ ବିଜେତା- ବଚେନ୍ଦ୍ର ପାଲ୍
ଡାକ୍ତର- କାଦମ୍ବିନୀ ଠାକୁର
ହାଇକୋର୍ଟ ଜର୍ଜ- ଶ୍ରୀମତୀ ଆନାଚଣ୍ଡୀ (କେରଳ)
ଏମ୍.ଏ. ପାସ୍- ଚନ୍ଦ୍ରମୁଖୀ ବୋଷ
ଭାରତର ପ୍ରଥମ ମହିଳା ରାଜଦୂତ- ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡିତ
ଉପକୁଳପତି- ହଁସା ମେହେଟ୍ଟା
ଡି. ଏସ୍. ପି- ଶ୍ରୀମତୀ ଶକୁନ୍ତଳା ବଶିଷ୍ଟ
ଇଞ୍ଜିନିୟର- ଶ୍ରୀମତୀ ଏସ. ଲଳିତା
ଭାରତୀୟ ନୌସେନାର କମାଣ୍ଡର- ଡାକ୍ତର ବାବରା ଘୋଷ
ଭାରତୀୟ ସେନାର ମେଜର- ଡାକ୍ତର ମେରିପୁନମ୍ ହେକୋନ
ଭାରତର ପ୍ରଥମ ମହିଳା ବ୍ୟାଙ୍କ୍ ମ୍ୟାନଜର- ସାନ୍ତା କୁମାରୀ
ଭାରତର ସର୍ବୋଚ୍ଚ ନ୍ୟାୟାଳୟର ପ୍ରଥମ ବିଚାରପତି- ଶ୍ରୀମତୀ ମୀରା ସାହୀବ ଫତିମା ବିବି

Leave a Comment

error: Content is protected !!