ଭାରତରେ ଶ୍ରେଷ୍ଠ

Facebook
Telegram
WhatsApp
LinkedIn

ଭାରତରେ ଶ୍ରେଷ୍ଠ

ବଡ଼ ନଗରୀ – କଲିକତା
ମରୁଭୂମି- ଥର ମରୁଭୂମି
ବଡ଼ ରାଜ୍ୟ( ସୀମା)- ମଧ୍ୟପ୍ରଦେଶ
ବଡ଼ ରାଜ୍ୟ (ଜନସଂଖ୍ୟା)-ଉତ୍ତର ପ୍ରଦେଶ
ବଡ଼ନଦୀ -ଗଙ୍ଗାନଦୀ
ବଡ଼ହ୍ରଦ- ଓଲୁଲର ( କାଶ୍ମୀର)
ଲମ୍ବା ଗମ୍ବୁଜ- ବିଜାପୁର
ବନାନୀ ରାଜ୍ୟ- ଆସାମ
ବଡ଼ରାସ୍ତା- ଗ୍ରାଣ୍ଡଟ୍ରଙ୍କ ରୋଡ଼
ଉଚ୍ଚପ୍ରପାତ- ଗିରିସପପା
ବଡସେତୁ- ମହାତ୍ମା ସେତୁ (ବିହାର)
ତ୍ରିକୋଣ ଭୂମି – ସୁନ୍ଦରବନ
ବଡ଼ ନଦୀବନ୍ଧ- ହୀରାକୁଦ
ଉଚ୍ଚମୂର୍ତ୍ତି – ଗୋମତେଶ୍ୱର (ମହୀଶୂର ୫୬ ଫୁଟ)
ଉଚ୍ଚ ନଦୀବନ୍ଧ- ଭାକ୍ରାନଙ୍ଗଲ (ପଞ୍ଜାବ)
ବଡ଼ଖଣି- କୋଲାର ସୁନାଖଣି
ଉଚ୍ଚ ଫାଟକ- ଫତେପୁର ସିକ୍ରୀ
ପର୍ବତ-ହିମାଳୟ
ବଡ଼ ପ୍ଲାଟଫର୍ମ-ଖଡଗପୁର
ବଡ଼ ଯାଦୁଘର ଓ ଚିଡ଼ିଆଖାନା-କଲିକତା
ଉଚ୍ଚତମ ଗମ୍ବୁଜ-କୁତବମୀନାର
ଉଚ୍ଚସ୍ତମ୍ଭ-ଭି. ପି. ଟାୱାର
ବଡ଼ ମସଜିଦ-ଜୁମା (ଦିଲ୍ଲୀ)
ବଡ଼ ବିମାନ ବନ୍ଦର-ପାଲାମ (ଦିଲ୍ଲୀ)
ବଡ଼ ଗୁମ୍ଫା-ଏଲୋରା (ଆନ୍ଧ୍ର)
ବଡ଼ ଝୁଲାପୋଲ-ହାଓଡ଼ା ପୋଲ
ବଡ଼ ଦୂରଦର୍ଶନ କେନ୍ଦ୍ର-
ଜଳନ୍ଧର

Leave a Comment

error: Content is protected !!